Advertisment

ବୀର ଯବାନଙ୍କୁ ଏମିତି ସ୍ୱାଗତ, ଦେଖିଲେ ଆଖି ଖୋସି ହୋଇଯିବ

୧୭ ବର୍ଷ ଧରି ସେନାରେ ଦେଶର ସେବା କରିବା ପରେ ଗାଁକୁ ଫେରିଲେ ବୀରଯବାନ। ଆପଣ କହିପାରନ୍ତି, ଏଥିରେ ନୂଆ କଥା କଣ ଅଛି? କିନ୍ତୁ ଗ୍ରାମବାସୀଙ୍କ ପାଇଁ ଏହା ଥିଲା ଗୌରବର କଥା। ସେଥିପାଇଁ ସେମାନେ ଗାଁ ପୁଅକୁ ଏମିତି ସ୍ୱାଗତ କଲେ ଯେ, ଚିତ୍ର ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

author-image
Otv Khabar Bureau

୧୭ ବର୍ଷ ଧରି ସେନାରେ ଦେଶର ସେବା କରିବା ପରେ ଗାଁକୁ ଫେରିଲେ ବୀରଯବାନ। ଆପଣ କହିପାରନ୍ତି, ଏଥିରେ ନୂଆ କଥା କଣ ଅଛି? କିନ୍ତୁ ଗ୍ରାମବାସୀଙ୍କ ପାଇଁ ଏହା ଥିଲା ଗୌରବର କଥା। ସେଥିପାଇଁ ସେମାନେ ଗାଁ ପୁଅକୁ ଏମିତି ସ୍ୱାଗତ କଲେ ଯେ, ଚିତ୍ର ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ

Advertisment
Sonepur Grand Welcome Retired Army Jawan
Advertisment
Advertisment