• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Satnam Singh
ପାକିସ୍ତାନରେ ଶିଖ୍ ହାକିମ୍‌ଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍‌...

covid guideline
ବଢିଲା ନାଇଟ୍‌ କର୍ଫ୍ୟୁ କଟକଣା: ରାତି ୮ଟାରୁ ଏକାଠି ହେବା ମନା !

କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ ପୌରାଞ୍ଚଳ ସମେତ ଟ୍ୱିନ୍‌ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇଛନ୍ତି। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ତାହା ଅକ୍ଟୋବରରେ ବଳବତ୍ତର ରହିବ।...

Birendra Lakra
ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା

ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ । ୩୧ ବର୍ଷୀୟ ଲାକ୍ରା ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ବୀରେନ୍ଦ୍ର ଲାକ୍ରା ।

Air cheif marshal
ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ

ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି

Natwar Singh
କଂଗ୍ରେସ କନ୍ଦଳ ପାଇଁ ରାହୁଲ ଗାନ୍ଧୀ ଦାୟୀ

ପଞ୍ଜାବ କଂଗ୍ରେସର ଘମାସାନ ଥମିବା ବଦଳରେ ଆହୁରି ଉଗ୍ରତର ହେଉଥିବା ବେଳେ, ଏପଟେ ଦଳର ସଭାପତି ନିର୍ବାଚନ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ହୋଇଛି ଅସ୍ଥିରତା। ଦଳର ଏହି କନ୍ଦଳ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ। ଶ୍ରୀଯୁକ୍ତ ସିଂ...

kiren rijiju and Narendra Modi
କିରଣ ରିଜ୍ଜୁଙ୍କୁ ନୃତ୍ୟଶିଳ୍ପୀ ବୋଲି ସମ୍ବୋଧନ କଲେ ମୋଦୀ

ଭାରତୀୟ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଲୋକଙ୍କ ସହ ପାରମ୍ପରିକ ଅନ୍ଦାଜରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ବେଶ ପ୍ରଶଂସା କରିଛନ୍ତି। ବୁଧବାର ରିଜ୍ଜୁ ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ରିଟ୍ୱିଟ କରି...

Ranu Mandal
‘ମାନିକେ ମାଗେ ହିଥେ’ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ତଳ

କିଛି ଦିଅନର ନିରବତା ପରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଗାୟିକା ରାନୁ ମଣ୍ତଳ। ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଏକ ଗୀତ ଗାଇ ରାତାରାତି ଷ୍ଟେସନ୍‌ ସିଙ୍ଗରରୁ ବଲିଉଡ୍‌ ସିଙ୍ଗର ପାଲଟି ଯାଇଥିଲେ ରାନୁ ମଣ୍ତଳ। ପୁଣିଥରେ ଏକ ବହୁଚର୍ଚ୍ଚିତ ଶ୍ରୀଲଙ୍କାନ୍ ଗାୟିକା ୟୋହାନୀଙ୍କ ଲୋକପ୍ରିୟ ଗୀତ ‘ମାନିକେ...

Manish Gupta Death Case | Scuffle Breaks Out Between Samajwadi Party Workers & Police
ପୋଲିସ ଓ ସମାଜବାଦୀ ପାର୍ଟି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ମନୀଷ ଗୁପ୍ତା ହତ୍ୟାକାଣ୍ଡକୁ ନେଇ ସମାଜବାଦୀ ପାର୍ଟି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

Forcible \'Chanda\' Collection For Puja : Cuttack DCP Warns Of Stern Action
ପୂଜାବେଳେ ଚାନ୍ଦା ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପାର୍ବଣ ବେଳେ ଯିଏ ଚାନ୍ଦା ମାଗିବ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ

Woman Injured In Leopard Attack In Maharashtra’s Aarey Area
ବାଘ ମଣିଷ ଲଢ଼େଇ

ୟେ ହେଉଛି ବମ୍ବେ ସହରର ଏକ ସିସିଟିଭି ଭିଡିଓ। ଜଣେ ମହିଳା ରାତିରେ ବାହାରକୁ ଆସିଥିଲେ। ଚିତ୍ର ଭଲରେ ଜଣା ପଡ଼ୁନି।

Koraput Villagers Forced To Use Boat To Commute
ପ୍ରତିଶ୍ରୁତି ଏଠି ପାଣିର ଗାର ଡଙ୍ଗା ଏଠି ସବୁକିଛି

ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଂଚଳବାସୀ । ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ଯୁଆଡେ ଗଲେ ମଧ୍ୟ ଅଥଳ ପାଣି ଭିତରେ ଏଠି ଡଙ୍ଗା ହିଁ ଭରସା ।

Indian Air Force Requests Citizens Not To Throw Garbage And Food Items In The Open
ରାସ୍ତାଘାଟରେ ଅଳିଆ ଆବର୍ଜନା ନପକାଇବାକୁ ବାୟୁସେନାର ଅନୁରୋଧ

ନାଗରିକଙ୍କୁ ବାୟୁ ସେନାର ପରାମର୍ଶ । ରାସ୍ତା ଘାଟରେ ଅବା ଖୋଲା ସ୍ଥାନରେ ଆବର୍ଜନା ଓ ଖାଇବା ଜିନିଷ ନ ପକାଇବାକୁ ଗାଜିଆବାଦ ଓ ତାର ନିକଟସ୍ଥ ଅଞ୍ଚଳର ନାଗରିକମାନଙ୍କୁ ବାୟୁସେନା ପକ୍ଷରୁ ଅନୁରୋଧ କରାଯାଇଛି । ରାତା ଘାଟ ତଥା ଖୋଲାସ୍ଥାନରେ ଖାଇବା ଜିନିଷ ପକାଇବାରୁ ସେଠାରେ...

City Bus Service In Tatters In Rourkela
ସୁଟ୍ ବସ୍ ଶୋଇପଡ଼ିଛି

ରାଉରକେଲାରେ ଓଡ଼ିଶା ସରକାର ସୁଟ୍ ବସ୍ ସେବା ଆରମ୍ଭ କରିଥିଲେ। ଏବେ ଏକାଧିକ ସୁଟ୍ ବସ୍ ଶୋଇପଡ଼ିଛି। ଦେଖନ୍ତୁ ଭିଡିଓ

Special Story | Retired Doctor In Dhenkanal Turns Tree Man - Earns Accolades From All Quarters
ଢେଙ୍କାନାଳର ଗଛ ମଣିଷ, ପେସାରେ ଡାକ୍ତର, ନିଶା ଗଛ ଲଗେଇବା

ଜୀବନ ସାରା ରୋଗୀ ଦେଖି ଦେଖି ଚାକିରିରୁ ଅବସର ନେଲେ। ପରିଣତ ବୟସରେ ଘରେ ବସି ଅଏସ୍ କରିବା କଥା। କିନ୍ତୁ ଏଇ ବୟସରେ ସେ ଗୋଟିଏ ନିଶାରେ ପଡ଼ିଛନ୍ତି।

Special Story | These Banking Rules To Change From October 1
ଅକ୍ଟୋବର ପହିଲାରୁ ନୂଆ ନିୟମ, ପେନସନଭୋଗୀଙ୍କୁ ମିଳିବ ଅଧିକ ସୁବିଧା

ଅକ୍ଟୋବର ପହିଲାରୁ ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ପେନସନଭୋଗୀଙ୍କୁ ମିଳିବ ସୁବିଧା ।

Special Story | Watch - Mayadhara Sir\'s Selfless Teaching Inspires Others
ଏମିତି ଗୁରୁଙ୍କୁ ଶହେ ପ୍ରଣାମ : ୨୩ ବର୍ଷ ଧରି ମାଗଣାରେ ପଢ଼ାଉଛନ୍ତି ମାୟାଧର ସାର୍

ଆଜିକାଲି ଦୁନିଆରେ ମାଗଣାରେ କିଏ କାହାର କିଛି କଲାଣି କି? କିନ୍ତୁ ଭେଟନ୍ତୁ ଏମିତି ଜଣେ ଗୁରୁଙ୍କୁ, ଯିଏ ଗତ ୨୩ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇ ଆସୁଛନ୍ତି।

J & K School Named After Martyr Sushil Khajuria Father Responds To Mehbooba Mufti
ଶହୀଦ୍‌ଙ୍କ ନାଁରେ ସରକାରୀ ସ୍କୁଲ୍‌

ଶହୀଦ୍‌ଙ୍କ ନାଁରେ ହେଲା  ସରକାରୀ ସ୍କୁଲର ନାମ। ଜାମ୍ମୁକାଶ୍ମୀରରେ ଥିବା ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯାଇ ଶହୀଦଙ୍କ ନାମ ରଖିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜାମ୍ମୁକାଶ୍ମୀର ସୀମାନ୍ତ ଜିଲ୍ଲା ସାମ୍ୱା ଗାଁର ସାଙ୍ଗୱାଲିରେ ଥିବା ସରକାରୀ ମିଡିଲ୍‌ ସ୍କୁଲ୍‌ର ନାମ କୁ ପରିବର୍ତ୍ତନ କରାଯାଇ ସୁଶିଲ ଖଜୁରିଆଙ୍କ (Kirti Chakra...

South Asia Color Of Women Dress Should Not Be Attractive Will Not Use Perfume Says Taliban
ତାଲିବାନୀ ଫରମାନ୍ ! ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ ଓ ପର୍‌ଫ୍ୟୁମ ବ୍ୟବହାର ଉପରେ କଟକଣା

ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ବାହାର କରି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ଗୋଟେ ପରେ ଗୋଟେ ନୂଆ ନିୟମ ବାହାର କରିବାରେ ଲାଗିଛି ।...

Petrol Diesel Price Hiked Again check Latest Fuel Price
ପୁଣି ବଢିଲା ପେଟ୍ରୋଲ ଦର ! ଜାଣନ୍ତୁ ଆପଣଙ୍କ ସହରରେ କେତେ…

ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍‌ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ପେଟ୍ରୋଲ ଦର ଲିଟର ପିଛା ଆଜି ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍‌ ଦରରେ...

brocoli company
ଏହି କମ୍ପାନୀରେ କାମ କଲେ ଦରମା ମିଳିବ ୬୩ ଲକ୍ଷ!

ଲିଙ୍କନଶିୟର୍ ଫୁଡ କମ୍ପାନୀ ତରଫରୁ କର୍ମଚାରୀ ମାନଙ୍କୁ ଏକ ବଡ ଅଫର୍‌ ଦିଆଯାଇଛି। ଏହି ଅଫର ଅନୁଯାୟୀ କର୍ମଚାରୀ ମାନେ ବିପୁଳ ପରିମାଣରେ ଅର୍ଥରାଶି ରୋଜଗାର କରିପାରିବେ। ଫାର୍ମିଙ୍ଗ୍ ଗ୍ରୁପ ଟିଏଚ୍ କ୍ଲେମେଣ୍ଟ୍ସ କର୍ମଚାରୀଙ୍କ ପାଇଁ ଘଣ୍ଟା ପ୍ରତି ୩୦ ପାଉଣ୍ତ ଅର୍ଥରାଶିର ଘୋଷଣା କରିଛନ୍ତି। ଅର୍ଥାତ କର୍ମଚାରୀଙ୍କୁ...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result