• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Japan
ପ୍ରାୟ ବର୍ଷେ ପରେ ହଠାତ୍‌ ସବୁ ଜରୁରୀକାଳୀନ ସେବା ଉପରୁ ଉଠିଲା କଟକଣା, କାରଣ ?

ବିଶ୍ୱରେ କରୋନା ଭୟ ଦିନକୁ ଦିନ ବଢୁଥିବା ବେଳେ ଜାପାନରେ କରୋନା ସ୍ଥିତିରେ ଟିକେ ସୁଧାର ଦେଖିବାକୁ ମିଳିଛି। ଛଅ ମାସରୁ ଅଧିକ ସମୟ ଧରି ସଂକ୍ରମଣ ବଢୁଥିବା ବେଳେ ପ୍ରଥମ ଥର ପାଇଁ ଜାପାନ କରୋନା ଜୀବାଣୁ ସମ୍ବନ୍ଧୀୟ ସମସ୍ତ ଜରୁରୀକାଳୀନ ପରିସ୍ଥିତିରୁ କଟକଣାକୁ କୋହଳ କରାଯାଇଛି।...

Smriti Mandhana
ବିରାଟଙ୍କ କ୍ଲବରେ ମନ୍ଧାନା: ପିଙ୍କ୍ ବଲରେ ଐତିହାସିକ ଶତକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଐତିହାସିକ ଡେ-ନାଇଟ୍ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଏକ ଚମତ୍କାର ଶତକ ହାସଲ କରିଥିଛନ୍ତି। ଏହା ହେଉଛି ମନ୍ଧାନାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ। ସେ ୧୮ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ମାତ୍ର...

Illegal Checking Of Vehicles By Rairangpur Additional RTO Raises Eyebrows
ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ

ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ । ରାଇରଙ୍ଗପୁର RTO କରୁଛନ୍ତି ବେଆଇନ ଗାଡି ଚେକିଙ୍ଗ । ତେବେ ଚେକିଙ୍ଗ ସମୟରେ ସାଧା କାଗଜରେ କଣ ଲେଖିକି ଦେଉଛନ୍ତି ଦେଖନ୍ତୁ…

Locals Support Granite Quarrying During Public Hearing In Koraput
ଗ୍ରାନାଇଟ ଖଣି ଖନନ ପାଇଁ ଜନ ଶୁଣାଣି

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଗୁଡାରେ ଗ୍ରାନାଇଟ ଖଣି ଖନନ ପାଇଁ ଜନ ଶୁଣାଣି ହୋଇଛି । ଏଥିରେ ଖଣି ଖନନ ଲାଗି ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି ।

15 Labourers, Including 9 Minors Rescued From Bolangir, 2 Middlemen Held
ବଲାଙ୍ଗିରରେ ଆରମ୍ଭ ହେଲା କି ଦାଦନ ଋତୁ ?

ବଲାଙ୍ଗିରରେ ଆରମ୍ଭ ହେଲା କି ଦାଦନ ଋତୁ ? ଏବେ ଏବେ ଯାଇଛି ନୂଆଖାଇ। ଆଉ ଏବେ ଆରମ୍ଭ ହୋଇଗଲାଣି ଶ୍ରମିକ ଚାଲାଣ ?

Another Patient Undergoing ECMO Treatment At Cuttack SCB Dies
କଟକ ଏସସିବି ECMO ୟୁନିଟ୍ ରେ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ

କଟକ ଏସସିବି ECMO ୟୁନିଟ୍ ରେ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ। ମୃତ ଯୁବକ ହୃଦଘାତରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ। ପୂର୍ବରୁ ECMO ୟୁନିଟରେ ଭର୍ତ୍ତି ହୋଇଥିବା ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା।

Arindam Das Death | We Don’t Need Financial Help, Says Younger Sister Jharana
ଆମେ କୌଣସି ଆର୍ଥିକ ସହାୟତା ଲୋଡ଼ୁନାହୁଁ- ଅରିନ୍ଦମଙ୍କ ଉଉଣୀ

ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି,...

Odisha Reports 477 Covid-19 Cases Today
କମୁଛି ସଂକ୍ରମଣ: ୨୪ ଘଂଟାରେ ୪୭୭ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ କମିଚାଲିଛି କରୋନା। ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ୍‌ କେସ୍‌ ୧୯୯ ରହିଛି। ଏନେଇ ରାଜ୍ୟ...

Potholed NH-5 Connecting Rayagada & Bhawanipatna A \'Death Trap\' For Motorists
ଏ ରାସ୍ତା ନା ମରଣଯନ୍ତା

ରାସ୍ତା ପାଲଟିଛି ମରଣଯନ୍ତା । ଦେଖନ୍ତୁ ଏ ରାସ୍ତାକୁ ଯେଉଁଠି ପିଚୁ କମ୍ ମାଟି ଅଧିକ ଦେଖିବାକୁ ମିଳୁଛି। ଆପଣ ଦେଖୁଥିବା ଏ ରାସ୍ତା ହେଉଛି ରାୟଗଡରୁ ଭବାନୀପାଟଣା ଯାଉଥିବା ୫ ନମ୍ବର ରାଜ୍ୟ ରାଜପଥର ଅବସ୍ଥା।

Covid Test
କୋଭିଡ୍ ଟେଷ୍ଟ ପାଇଁ ଦରକାର ୪୦ ଲକ୍ଷ!

ଟେକ୍ସାସ୍‌ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍‌ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍‌କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।

Special Story | Malaika Arora\'s Net Worth Will Leave Your Jaws Dropped
ମଲାଈକାଙ୍କ ଲାଇଫଷ୍ଟାଇଲ... ଗାଡି, ଘର ଓ ବ୍ୟାଙ୍କ ବାଲାନ୍ସ ଜାଣନ୍ତୁ...

ମୁନ୍ନି ବାଦନାମ୍ ହୁଇ ଗୀତରେ ନାଚି ଦର୍ଶକଙ୍କ ମନ ଜିଣିଥିବା ମଲାଈକା ଆରୋରାଙ୍କ ଲାଇଫଷ୍ଟାଇଲ ବିଷୟରେ ଜାଣିଲେ ଆପଣଙ୍କର ଉଡିଯିବ ହୋସ। ଘର ସହିତ ମୁମ୍ୱାଇର ଏଇଠି ରହିଛି ଜାଗା। ଯିବା ଆସିବା ପାଇଁ ରହିଛି ଏସବୁ ଗାଡି। ଆଉ ବ୍ୟାଙ୍କ ବାଲାନ୍ସ ଏତେ ଯେ, ଲକ୍ଷରେ ଗଣି...

Amazon, Flipkart To Roll Out Special Offer This Months; Know Details
ଏଇ ମାସରେ ଆମାଜନ୍‌ ଓ ଫ୍ଲିପକାର୍ଟରେ ମିଳିବ ସ୍ପେଶାଲ୍ ଅଫର୍‌ , ଜାଣନ୍ତୁ କେବେ ଓ କେତେ ଦିନ ?

ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି।

Special Story | Odisha School Student Kills Self After Mom Stops Him From Playing Mobile Game
ଅନଲାଇନ୍ ଗେମ୍ ଖେଳିବାକୁ ମନା କରିବାରୁ ଝୁଲି ପଡ଼ିଲା ୯ମ ଶ୍ରେଣୀ ଛାତ୍ର

ପିଲାଟି ନବମ ଶ୍ରେଣୀରେ ପଢୁଥିଲା। ମୋବାଇଲରେ ଅନଲାଇନ୍ ଗେମ୍ ଖେଳିବାରେ ଖୁସି ପାଏ। ଦିନକ ପରେ ପରୀକ୍ଷା ଥିବାରୁ ମାଆ ବାରଣ କଲେ। ପୁଅଠାରୁ ମୋବାଇଲ୍ ଛଡ଼େଇ ନେଲେ। ଏତିକିରେ ସବୁକିଛି ସରିଗଲା।

America May Drone Strike On Taliban In Afghanistan
ତାଲିବାନ୍‌ ଗଡ଼ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ପେଣ୍ଟାଗନ୍‌ !

ଭାଙ୍ଗିବ ତାଲିବାନ୍‌ ଗଡ଼ । କାବୁଲ୍‌ ଉପରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବା ପାଇଁ ପ୍ରସ୍ତୁତରେ ଲାଗିପଡିଛି ପେଣ୍ଟାଗନ୍‌ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

PM Modi Extends Greetings Said May He Lead Along Healthy Life
୭୬ ବର୍ଷରେ ପଦାର୍ପଣ କଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ : ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

୭୬ ବର୍ଷରେ ପାଦ ଦେଲେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜନ୍ମଦିନ ଉପଲକ୍ଷେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଗହଣ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି...

Load Who Invented Low Cost Lightweight House Wins Commonwealth Prize
ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି କମନ୍‌ୱେଲଥ୍ ଆୱାର୍ଡ ପାଇଲେ ଭାରତୀୟ ଯୁବକ

ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି ଚର୍ଚ୍ଚାରେ ଭାରତୀୟ ଯୁବକ । ଭାରତର ବାସ୍ତ୍ରୁଶାସ୍ତ୍ର ଅଧୟନ କରୁଥିବା ୨୦ ବର୍ଷୀୟ ଯୁବକଙ୍କୁ କମନ୍‌ୱେଲଥ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । କାରଣ ଯୁବକ ଜଣକ ଏମିତି ଏକ ଭିନ୍ନ ଘରର ଆବିଷ୍କାର କରିଛନ୍ତି ତାହା ହୁଏ ତ ଆପଣ ବି ଶୁଣିଲେ...

Daily Horoscope
Daily Horoscope, 1 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧ ତାରିଖ, ଶୁକ୍ରବାର, କନ୍ୟା ୧୫ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଦଶମୀ ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର , ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Petrol Price Today In Delhi Near 102 Rupees Litre And Diesel Price Crosses 90 Rs Litre Samp
ଆଜି ପୁଣି ବଢିଲା ପେଟ୍ରୋଲ ଦର ! ଜାଣନ୍ତୁ ଆପଣଙ୍କ ସହରରେ କେତେ....

ପୁଣି ବଢିଲା ତୈଳ ଦର । କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନ ପେଟ୍ରୋଲ ଡିଜେଲ ଦରବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀର ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବାବେଳେ ପେଟ୍ରୋଲର ଦର ୧୦୨ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 01 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Satnam Singh
ପାକିସ୍ତାନରେ ଶିଖ୍ ହାକିମ୍‌ଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍‌...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result