Jammu Kashmir Snowfall
ରବିବାର ସା ଠାରୁ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ବର୍ଷା ହେବା ସହ ବିଶେଷ କରି ପାହା଼ଡିଆ ଅଞ୍ଚଳରେ ବରଫପାତ ହୋଇଥିବା ଜଣାପଡିଛି । ଜୋଜିଲା ପାସ୍, ଅମରନାଥ ଏବଂ ସିନ୍ଧ ଟପ୍ କରନାରେ ବରଫପାତ ହୋଇଛି । ଶୀତ ଦିନ ଆରମ୍ଭରୁ ହିଁ ପ୍ରବଳ ବରଫପାତ ଦେଖାଯାଇଛି । ଜୋଜିଲା ପାସ ସମେତ ପ୍ରାୟ ଅଞ୍ଚଳରେ ବରଫ ପଡିବା ଆରମ୍ଭ ହୋଇଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)