Baijayant Panda
ଢେଙ୍କାନାଳ ୧୨ ବାଟାଲିୟନ NCC କାର୍ଯ୍ୟଳୟ ପରିଦର୍ଶନ କଲେ ବୈଜୟନ୍ତ। NCCର ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କ୍ୟାଡେଟ୍ ମାନଙ୍କ ଦ୍ୱାରା ଫାୟାରିଂ, ଓ୍ୱିପନ ସୋ, ଅବଷ୍ଟ୍ରାକଲ୍ କୌଶଳ ପ୍ରଦର୍ଶନ ଦେଖିଥିଲେ । ଟ୍ରେନିଂରେ ହେଉଥିବା ସୁବିଧା ଅସୁବିଧା ବିଷୟରେ ପଚରାଉଚରା କରିଛନ୍ତି ବୈଜୟନ୍ତ ପଣ୍ତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)