Advertisment

ଆଜି ମଣ୍ଡପରେ ସପ୍ତମୀ ପୂଜା

ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କୁ ବିଲ୍ବବରଣ କରାଯାଇ ପାଛୋଟି ଅଣାଯାଇଥିଲା ।

author-image
Otv Khabar Bureau

ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କୁ ବିଲ୍ବବରଣ କରାଯାଇ ପାଛୋଟି ଅଣାଯାଇଥିଲା । ଆଜି ସପ୍ତମୀ ପୂଜା ଥିବାରୁ ସମସ୍ତ ପ୍ରସ୍ତୁତି କରିଛନ୍ତି ବିଭିନ୍ନ ପୂଜାମଣ୍ଡପ ।

Advertisment
Magha Saptami Durga Puja
Advertisment
Advertisment