ଅନଲାଇନ୍ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର। ଏଣିକି ଛୋଟଠାରୁ ବଡ଼ ପେମେଣ୍ଟ କାରବାର ଉପରେ ଦେବାକୁ ପଡ଼ିବ ଟଙ୍କା। ଦେଶର ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନ ପେ ଏମିତି ନିୟମ ଆଣିଛି।
ଅନ୍ଲାଇନ୍ ଅର୍ଡର ପଡିଲା ମହଙ୍ଗା । ଅର୍ଡର ହୋଇଥିଲା ଫୋନ୍ ହେଲେ ଆସିଛି ୫ ଟଙ୍କିଆ ସାବୁନ୍ । ଅନ୍ଲାଇନ୍ରେ ଅଫର ଦେଖି କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍ ୧୨ ଅର୍ଡର କରିଥିଲେ ।
ଅଯୋଧ୍ୟା ଅବଧ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଏ ବିରାଟ କଳାକୃତି ଦେଖନ୍ତୁ.. କେବଳ ୧୧ ପ୍ରକାର ଶସ୍ୟରେ ଶ୍ରୀରାମ, ସୀତା ଓ ହନୁମାନଙ୍କ ଏଭଳି ଜୀବନ୍ତ ପ୍ରତିଛବି ଆଙ୍କିଛନ୍ତି ୬୦ ଜଣ କଳାକାର.. ୧୦ ହଜାର ୮୦୦ ସ୍କ୍ୱାୟାର୍ ଫିଟର ଏହି କଳାକୃତି ଆଙ୍କିବାକୁ କଳାକାରଙ୍କୁ ଲାଗିଛି ମାତ୍ର...
ଆଫଗାନିସ୍ତାନରେ ମୂଲିଆଙ୍କୁ ବଣ୍ଟାହେବ ଗହମ । ତାଲିବାନ୍ ସରକାର ଦେଶରୁ ଅନାହାର ଦୂର କରିବା ପାଇଁ ‘ଫୁଡ୍ ଫର ୱାର୍କ ସ୍କିମ୍’ର ଶୁଭାରମ୍ଭ କରିଛନ୍ତି । ଏହି ସ୍କିମ୍ ମାଧ୍ୟମରେ ମୂଲିଆଙ୍କୁ ତାଙ୍କ ପାରିଶ୍ରମିକ ଦିଆଯିବ ନାହିଁ ବରଂ ତା ବଦଳରେ ସେମାନଙ୍କୁ ଗହମ ଦିଆଯିବ ।
ମତ୍ସ୍ୟଜୀବୀଙ୍କୁ ମିଳିଲା ୭୦୦ ବର୍ଷର ପୁରୁଣା ଖଜାନା । ଇଣ୍ଡୋନେସିଆର ସୁମାତ୍ର ଦ୍ୱୀପ ପାଖ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଏହି ଖଜାନାକୁ ପାଇଛନ୍ତି । ଖଜାନାରେ ବହୁମୂଲ୍ୟ ପୁରାତନ ସୁନାଗହଣା ସହ ବିବିନ୍ନ ମୂର୍ତ୍ତି ତଥା ଅଳଙ୍କାରମାନ ରହିଛି ।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୫ ତାରିଖ, ସୋମବାର, ତୁଳା୯ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ପଞ୍ଚମୀତିଥି, ମୃଗଶିରା ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୭.୫୯ଟଙ୍କା ହୋଇଛି ସେହିପରି ଡିଜେଲ ୩୫ ପଇସା ବଢ଼ି ୯୬.୩୨ ଟଙ୍କାରେ ପହଞ୍ଚିଛି ।
ସ୍ମାର୍ଟଫୋନ୍ରେ ଆଉ ଚାଲି ନ ପାରେ ହ୍ୱାଟ୍ସଆପ । ଆସନ୍ତା ନଭେମ୍ୱର ୧ ତାରିଖରୁ କିଛି ସ୍ମାର୍ଟଫୋନ୍ରେ ହ୍ୱାଟ୍ସଆପ୍ ଅଚଳ ହୋଇଯିବ। ଅଚଳ ପରେ ୟୁଜର୍ସମାନେ ହ୍ୱାଟ୍ସଆପରେ କୌଣସି ମେସେଜ୍ ଦେଖିପାରିବେ ନାହିଁ କି ଅନ୍ୟ ସହ ଚାଟ୍ କରିପାରିବେ ନାହିଁ। ଏମିତି କିଛି ସ୍ମାର୍ଟଫୋନ ରହିଛି ଯେଉଁଥିରେ ହ୍ୱାଟ୍ସଆପ୍କୁ...
ଆଫଗାନ୍ ବିରୁଦ୍ଧରେ ହାତ ମିଳାଇଲେ ଆମେରିକା ଓ ପାକିସ୍ତାନ୍ । ଆଫଗାନିସ୍ତାନରେ ବଡ ଧରଣର ଗୁଇନ୍ଦା ବିଭାଗର ଅପରେସନ୍ କରିବା ପାଇଁ ଏକଜୁଟ୍ ହୋଇ ଏକ ଚୁକ୍ତିନାମା କରିଛନ୍ତି ଆମେରିକା ଓ ପାକିସ୍ତାନ ।
ଚୀନ୍ର ପିଲାଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ହୋମ୍ୱାର୍କ ଓ ଟ୍ୟୁସନ୍ର ଚାପ କମାଇବା ପାଇଁ ଚୀନ୍ ସରକାରଙ୍କ ପକ୍ଷରୁ ଏକ ନୂଆ ଆଇନ୍ ଘୋଷଣା କରାଯାଇଛି । ଯାହା ଦ୍ୱାରା ଚୀନ୍ର ଛାତ୍ରଛାତ୍ରୀଙ୍କ ପାଇଁ ହୋମୱାର୍କ ଏବଂ ଟ୍ୟୁସନର ପାଠପଢା ଚାପ ମାତ୍ରାଧିକ ହ୍ରାସ ହୋଇପାରିବ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।
ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍ ଦେଇଛି ତାଲିବାନ୍ । ତାଲିବାନ୍ର ଆଫଗାନ୍ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ...
କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର । ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାର କବାଡି ଦୋକାନରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପଡି ରହିଛି ଅନେକ ସିଲିଣ୍ଡର ।
ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ୍ ୯୫.୯୭ ଟଙ୍କାରେ ବିକ୍ରି ହେଉଛି
ସିରିଆର ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ । ଏହି ଡ୍ରୋନ୍ ଷ୍ଟ୍ରାଇକ୍ରେ ସିରିଆର ବରିଷ୍ଟ ନେତା ଅବଦୁଲ୍ ହାମିଦ୍ ଅଲ୍ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍ ଦ୍ୱାରା ଅଲକାଏଦାର...
ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୩ ତାରିଖ, ଶନିବାର, ତୁଳା ୭ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ତୃତୀୟାତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...