• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Mamita Murder Case | Bag Found From Crime Spot Identified By Victim’s Family, Says DIG
ସତ ମାନିଲା ଗୋବିନ୍ଦ । ଜଳେଇ ଦେଇଛି ମୋବାଇଲ

୫ ଦିନିଆ ରିମାଣ୍ଡ ସରିବା ପରେ ହାଜତକୁ ଯାଇଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ତେବେ ମାମଲାର ତଦନ୍ତ ଅଗ୍ରଗତି ସଂପର୍କରେ ପ୍ରେସମିଟରେ ସୂଚନା ଦେଇଥିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। ଏ ଘଟଣାରଲ ପୁରା ଖବର ଶୁଣନ୍ତୁ ।

The Residents Of This Nuapada Village Don\'t Have Aadhaar Card
ଏ ଗାଁରେ କାହାର ବି ନାହିଁ ଆଧାରକାର୍ଡ

ଏ ଗାଁରେ କାହାର ବି ନାହିଁ ଆଧାରକାର୍ଡ । ଗାଁରେ ରହୁଥିବା ଜଣେ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କାହାରି ପାଖରେ ଆଧାରକାର୍ଡ ନାହିଁ ।

OTV
ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ, ଓଜନ ଓ ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଦେଖିବାକୁ ଯେମିତି ଛୋଟ, ଓଜନ ବି କମ୍। ହେଲେ ଦାମ୍ ଓ କାମ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଜାଣନ୍ତୁ, ଏହି ଛୋଟିଆ ବନ୍ଧୁକର ବଡ଼ କଥା...

Social viral 24 years russian woman welcomed 21 surrogate babies with millionaire husband
୨୪ ବର୍ଷରେ ୨୧ ଛୁଆଙ୍କ ମା' ହେଲେ ମହିଳା, କେମିତି ସମ୍ଭାଳୁଛନ୍ତି ପରିବାର...

୨୪ ବର୍ଷରେ ୨୧ ଛୁଆଙ୍କ ମାଆ ହେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜର୍ଜିଆରେ ରହୁଥିବା କ୍ରିଷ୍ଟିନା ଓଜଟୁର୍କ ୨୧ ଟି ସନ୍ତାନ ମାଆ ହୋଇ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Monsoon 2021  southwest monsoon completely withdraws from india after nearly five months
ଦେଶରୁ ବିଳମ୍ୱରେ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ !

ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ । ୧୭୭୫ ମସିହା ପରଠାରୁ ଏହା ହେଉଛି ସପ୍ତମ ଥରେ ଯେଉଁଥିରେ ଦେଶରୁ ବିଳମ୍ୱରେ ବିଦାୟ ନେଇଛି ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗତକାଲି ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

T20 World Cup | Pakistan To Lock Horns With New Zealand Today
ଆଜି ପାକିସ୍ତାନକୁ ଭେଟିବ ନ୍ୟୁଜଲାଣ୍ଡ

T20 ବିଶ୍ୱକପ୍ ଲଢ଼େଇରେ ଆଜି ଆମ୍ନାସାମ୍ନା ହେବେ ଦୁଇ ଟାଇଟେଲ୍ ଦାବିଦାର ପାକିସ୍ତାନ ଓ ନ୍ୟୁଜଲାଣ୍ଡ । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱବହନ କରେ । ନିଜର ପ୍ରଥମ ମ୍ୟାଚ ରେ ଭାରତକୁ ହରାଇବା ପରେ ଏବେ ଫୁଲ୍ ଫର୍ମରେ...

Drugs Case | Bombay HC To Hear Aryan Khan\'s Bail Plea Today
ଆଜି ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି, ଜେଲରୁ ବାହାରିବେ କି ଆର୍ୟନ?

ଗତ ୩ ସପ୍ତାହରୁ ଜେଲରେ ଅଛନ୍ତି ଆର୍ୟନ ଖାନ । ଆଜି ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ହେବ । ତେବେ ଆର୍ୟନଙ୍କୁ ଆଜି ମିଳିବ କି ବେଲ୍

Daily Horoscope, 2୬Sept 2021
Daily Horoscope,26 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୬ ତାରିଖ, ମଙ୍ଗଳବାର, ତୁଳା୧୦ ଦିନ, କାର୍ତ୍ତିକମାସ,କୃଷ୍ଣପକ୍ଷ, ପଞ୍ଚମୀ ଯୁକ୍ତ ଷଷ୍ଠୀତିଥି, ଆର୍ଦ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

4 year old kid salutes cisf personnel at bengaluru airport people loves it see viral video
ଏୟାରପୋର୍ଟରେ ଯବାନଙ୍କୁ ଦେଖି ସାଲ୍ୟୁଟ୍ ମାରିଲା ୪ ବର୍ଷର ଛୁଆ, ଦେଖନ୍ତୁ ଭିଡିଓ...

ଯବାନଙ୍କୁ ସାଲ୍ୟୁଟ୍‌ ମାରୁଛି ୪ ବର୍ଷର ଛୋଟ ଛୁଆ । ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଏହି ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । କର୍ଣ୍ଣାଟକର ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ଛୋଟ ଛୁଆ ହଠାତ୍‌ ଜଣେ ସି.ଆଇ.ଏସ୍.ଏଫ୍ କର୍ମଚାରୀଙ୍କୁ ଦେଖି ସାଲ୍ୟୁଟ୍‌...

Special Story | Bed Ridden After Massive Accident, UK Couple Ties Knot In ICU
କଥା ରଖିଲେ ପ୍ରେମିକ, ICU ଭିତରେରେ ପ୍ରେମିକାକୁ ବାହାହେଲେ

ପ୍ରେମିକାକୁ କଥା ଦେଇଥିଲେ, ସେମାନଙ୍କ ପ୍ରେମ ଯୁଗ ଯୁଗକୁ ରହିବ। ଶେଷ ପର୍ଯ୍ଯନ୍ତ କେହି କାହାକୁ ଛାଡ଼ିବେ ନାହିଁ। କିନ୍ତୁ ଜୀବନର ଗତି ହଠାତ ବଦଳି ଗଲା। କଥା ଦେଇଥିବା ପ୍ରେମିକ, ICU ଭିତରେ ପ୍ରେମିକାକୁ ବାହାହେଲେ। ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର।

Special Story | Speculations Rife Over New Name Of Facebook - OTV Report
ଫେସବୁକ୍ ନାଁ ବଦଳିବ!

ଏମିତି ଉତ୍କଣ୍ଠାର ଅନ୍ତ ଘଟିବାକୁ ଯାଉଛି। ଏଇ ସପ୍ତାହରେ ଘୋଷଣା ହୋଇପାରେ ଫେସବୁକର ନୂଆ ନାଁ। ଏବେ ଜାଣନ୍ତୁ କାହିଁକି ଏତେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ମାର୍କ ଜୁକରବର୍ଗ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 26 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Priyanka Gandhi Vadra
ଭୋଟ ଦେଲେ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା

ଉତ୍ତର ପ୍ରଦେଶ ବିଧାନସଭା ର୍ନିବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ବଡ଼ ଘୋଷଣା । ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ବୋଲି କଂଗ୍ରେସର ସାଧାରଣ ମହାସଚିବ ପ୍ରିୟଙ୍କା...

Sameer Wankhade
ନୱାବ୍‌ଙ୍କ ସାଂଘାତିକ ଅଭିଯୋଗ; ଧର୍ମ ପରିବର୍ତ୍ତନ କରିଛନ୍ତି ସମୀର ୱାଙ୍ଖଡେ!

ସମୀର ୱାଙ୍ଖଡେଙ୍କ ଥମୁନି ଚର୍ଚ୍ଚା । ଦୁଇଟି ବିବାହ କରି ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମୀର । କେବଳ ବିବାହ ନୁହେଁ ବରଂ ନିଜ ଧର୍ମ ପରିବର୍ତ୍ତନ କରିଥିବାର ଖବର ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।

class 8th
ଆଜି ମୟୂରଭଞ୍ଜରେ ଚକାଜାମ

ଯେହେତୁ ପିଲା ମାନେ ଟିକା ନେଇନାହାନ୍ତି ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସେ ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା ପାଳନ କରାଯିବ। ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି।

Mayurbhanj Bandh
ଆଜି ମୟୂରଭଞ୍ଜରେ ଚକାଜାମ

ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ । ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି ।

Dhabaleswar Temple
ବାବା ଧବଲେଶ୍ୱରଙ୍କ ପୀଠରେ ୧୪୪ ଧାରା ଲାଗୁ

ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

zomato
କ୍ଷମା ମାଗିଲା ଜୋମାଟୋ

ହିନ୍ଦୀ ପାଇଁ ଅଡୁଆରେ ଜୋମାଟୋ। ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହେଲା ଏହି ଫୁଡ୍ ଡେଲିଭରି କମ୍ପାନି। ଜୋମାଟୋର କଣ ଥିଲା ଭୁଲ୍।

phonepe
PhonePe ବ୍ୟବହାରକାରୀଙ୍କୁ ମସ୍ତ ବଡ଼ ଝଟକା, ରିଚାର୍ଜ ଉପରେ ଦେବାକୁ ହେବ ଅଧିକ ଟଙ୍କା

ଅନଲାଇନ୍ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର। ଏଣିକି ଛୋଟଠାରୁ ବଡ଼ ପେମେଣ୍ଟ କାରବାର ଉପରେ ଦେବାକୁ ପଡ଼ିବ ଟଙ୍କା। ଦେଶର ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନ ପେ ଏମିତି ନିୟମ ଆଣିଛି।

Kerala Man Orders iPhone 12, Receives Vim Bar And ₹ 5 Coin From Amazon
ଅନ୍‌ଲାଇନ୍‌ ଅର୍ଡର ହୋଇଥିଲା ଆଇ ଫୋନ୍, ଆସିଲା ସାବୁନ

ଅନ୍‌ଲାଇନ୍‌ ଅର୍ଡର ପଡିଲା ମହଙ୍ଗା । ଅର୍ଡର ହୋଇଥିଲା ଫୋନ୍ ହେଲେ ଆସିଛି ୫ ଟଙ୍କିଆ ସାବୁନ୍‌ । ଅନ୍‌ଲାଇନ୍‌ରେ ଅଫର ଦେଖି କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍ ୧୨ ଅର୍ଡର କରିଥିଲେ ।