• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Smuggling Of Ganja
ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇ

ମୁଖ୍ୟମନ୍ତ୍ରୀ ବଘେଲଙ୍କ ସାଂଘାତିକ ଅଭିଯୋଗ I ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇI ପ୍ରୋତ୍ସାହନ ଦେଉଛନ୍ତି ଶାସକ ଦଳ ନେତା ଓ ପ୍ରସାଶନିକ ଅଧିକାରୀ ।

girl teacher missing
ମମିତା ନିଖୋଜ ପଛର କାରଣ ଅନୈତିକ ସଂମ୍ପର୍କ?

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ପଛରେ କିଏ? ସମ୍ପର୍କୀୟ ଭାଇ ଓ ଶିକ୍ଷୟିତ୍ରୀଙ୍କ ଫୋନ୍ କଲରୁ ମିଳିଛି ସାଂଘାତିକ ତଥ୍ୟI ଝିଅଙ୍କ ସହ ଶିକ୍ଷାନୁଷ୍ଠାନ ସଭାପତିଙ୍କର ଥିଲା ଅନୈତିକ ସମ୍ପର୍କ।

fire breaks
ଅଗରବତୀ କାରଖାନାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ପାଉଁଶ

ମଙ୍ଗଳଦୀପ ଧୂପକାଠି କାରଖାନା ଓ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ। ଅଗ୍ନିକାଣ୍ଡର କାରଣ ଜଣାପଡ଼ନିଥିଲେ ବି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

kerala flood
କେରଳରେ ଜଳ ପ୍ରଳୟ, ଅନେକଙ୍କ ଗଲାଣି ଜୀବନ

କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

Uighur Muslims
ଉଇଗୁର୍‌ ମୁସଲମାନଙ୍କୁ ଚେୟାରରେ ବାନ୍ଧି ପିଟି ପିଟି ହତ୍ୟା କରୁଛି ଚୀନ୍‌ ସରକାର

ତାଲିବାନ ପରେ ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍ ନିର୍ଦ୍ଦୟ ଅତ୍ୟାଚାର । ଚୀନର କମ୍ୟୁନିଷ୍ଟ ସରକାରକୁ ନ ମାନିବା କାରଣରୁ ଉଇଗୁରୁମାନଙ୍କୁ ଶିନ୍‌ଜିୟାଂଗ ପ୍ରଦେଶର ଡିଟେନ୍ସନ୍ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଅମାନୁଷିକ ନିର୍ଯାତନା ଦିଆଯାଉଛି । ଏହି ନିର୍ଯ୍ୟାତନା ବିରୁଦ୍ଧରେ ଚୀନରୁ ପଳାଇଥିବା ଉଇଗୁର ପୀଡିତା ମାନେ ଏହି...

vigillance raid
ପୁଣି ଛନ୍ଦି ହେଲେଣି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଭୁବନେଶ୍ୱର ବାସଭବନରେ ଚଢ଼ାଉ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ।...

kerala rain
ଲଗାଣ ବର୍ଷା ବେହାଲ କେରଳ

କେରଳରେ ବର୍ଷା ବିତ୍ପାତ । ୧୮ ଜଣଙ୍କ ଜୀବନ ଯିବା ସହ ୨୦ ଜଣ ନିଖୋଜ ଅଛନ୍ତି । ଭାଙ୍ଗିଲା ଘର, ଉପୁଡ଼ିଲା ଗଛ I ରେସ୍କୁ ଅପରେସନରେ NDRF ଟିମ୍ I ଇଡୁକି ଜିଲ୍ଲାରେ ବିଗିଡ଼ିଛି ସ୍ଥିତି I ଜଳ ଘେରରେ ଅନେକ ଲୋକI ରିଲିଫ ଯୋଗାଣରେ...

doctor protest
୧୪ ବର୍ଷ ହେଲା ପ୍ରତିଶ୍ରୁତି ଖାଲି ପ୍ରତିଶ୍ରୁତିରେ ରହିଯାଇଛି

କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।

Pilot Vehicle Of Odisha Minister Turns Turtle, 5 Policemen Injured
ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ି

ଗଜପତିର ଅଡ଼ବା ଥାନା ଉଲିଆପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାI ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ିI ପାଇଲଟିଂ ଗାଡ଼ିର ଡ୍ରାଇଭର ସମେତ ୫ ଆହତ ।

mao products
ମାଲକାନାଗିରିରୁ ମାଓ ବିସ୍ଫୋରକ ଗିରଫ

ମାଲକାନାଗିରି ମାଥ୍ରୀ ଥାନା ଅନ୍ତର୍ଗତ ତୁଳସୀପାହାଡରେ ଚାଲିଥିବା କମ୍ବିଙ୍ଗ ଅପରେସନ୍ ବେଳେ ପୋଲିସ ଚଢାଉ କରି ବିପୁଳ ବୋସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରିଛି । ଗତ ୧୫ ତାରିଖରେ ପୋଲିସ ଓ ମାଓ ମୁହାମୁହିଁ ହୋଇଥିଲେ । ବହୁ ସମୟ ଗୁଳି ବିନିମୟ ପରେ ମାଓବାଦୀ...

Heavy Rainfall Alert For 6 Odisha Districts
୭ ଟି ଜିଲ୍ଲାରେ ପ୍ରବଳ ବର୍ଷା

ଉତ୍ତର ଓଡ଼ିଶା ଏବଂ ଉପକୂଳରେ ଘଡ଼ଘଡ଼ି ସହିତ ବର୍ଷା ଜାରି, ବାଲେଶ୍ୱରରେ ସର୍ବାଧିକ ୯୪.୮ ମିଲିମିଟର ବର୍ଷା ରେକର୍ଡ I ୭ ଜିଲ୍ଲାରେ ପ୍ରବଳ ବର୍ଷା ସଂଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

bhubaneswar theft
ବାଲକୋନି ପଟେ କବାଟ ତାଡ଼ି ପଶିଥିଲା ଚୋର

ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । ସୂଚନା ଅନୁସାରେ ଉକ୍ତ ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ...

India-America Soldiers
ବରଫ ଉପରେ କବାଡି ଖେଳର ମଜା ନେଲେ ଭାରତ-ଆମେରିକୀୟ ଯବାନ

ଆମେରିକାର ଆଲାସ୍କାରେ ଭାରତୀୟ ସୈନ୍ୟଙ୍କ ଦ୍ୱିପାକ୍ଷିକ ତାଲିମ ଅଭ୍ୟାସ । ଏହି ଅଭ୍ୟାସ ବେଳେ ଆଲାସ୍କାର ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକା ସୈନ୍ୟ ଓ ଭାରତ ସୈନ୍ୟଙ୍କ ମଧ୍ୟରେ କବାଡି ମ୍ୟାଚ୍‌ର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭାରତୀୟ ସୈନ୍ୟଙ୍କ ଏହି ତାଲିମ ଅଭ୍ୟାସଟି ଆମେରିକାର...

53 Egyptian Vultures Seen At Yamuna River In Delhi
ଦିଲ୍ଲୀର ଯମୁନା ନଦୀରେ ବୁଲୁଛନ୍ତି ଶାଗୁଣା

ଦିଲ୍ଲୀର ଯମୁନା ନଦୀରେ ବୁଲୁଛନ୍ତି ଶାଗୁଣା

Water Logging & Landslide In Kerala Due To Heavy Rain
କେରଳରେ ପ୍ରବଳ ବର୍ଷା, ୧୫ରୁ ଅଧିକ ଜୀବନ ଗଲାଣି

କେରଳରେ ପ୍ରବଳ ବର୍ଷା, ୧୫ରୁ ଅଧିକ ଜୀବନ ଗଲାଣି

Vigilance Raids 15 Places Linked To MLA Pradeep Panigrahi
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ବ୍ରହ୍ମପୁର ଏବଂ ଭୁବନେଶ୍ୱର ବାସଭବନରେ ରେଡ୍ କରିଛି ଭିଜିଲାନ୍ସ। ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର।

Self Defence Training Programme Of Girls By Jammu & Kashmir Police
ସାବଧାନ୍ ହେଇଯା ଆମେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଉଛୁ

ଜମ୍ମୁ-କାଶ୍ମୀରର ଉଧାମପୁର ଜିଲ୍ଲା ପୋଲିସ୍ ସ୍ଥାନୀୟ ଯୁବତୀ ମାନଙ୍କୁ ଶିଖାଉଛି ଆତ୍ମରକ୍ଷା କୌଶଳ। ଦେଖନ୍ତୁ ଏହାର ଝଲକ୍

Petrol Price Continues To Rise In Jeypore
ଜୟପୁରରେ ପେଟ୍ରୋଲ, ଡିଜେଲ କେତେ ?

ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଛି ଆଜି ମାଲକାନଗିରି ତୈଳ ଦର ସବୁ ରେକର୍ଡ ଟପିଛି।

Odisha Reports 443 Covid-19 Cases In Last 24 Hours
ଗତ ୨୪ ଘଣ୍ଟାରେ ୪୪୩ ପଜେଟିଭ୍ ଚିହ୍ନଟ, ୩ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୫ ଜଣ ୧୮ ବର୍ଷରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୨୪୩ ଜଣ ଚିହ୍ନଟ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି । ...

Theft In Bhubaneswar | Police Intensify Probe By Checking CCTV Footage
ବାଲକୋନି ପଟେ କବାଟ ତାଡ଼ି ପଶିଥିଲା ଚୋର

ରାଜଧାନୀରେ ବଡ଼ ଧରଣର ଚୋରି। ଘରେ ପଶି ୨୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ହେଉଛି ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳର। ଘଟଣା ସ୍ଥଳରୁ ପୂରା ରିପୋର୍ଟ ଦେଉଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ୍