ଆମେରିକାର ମିଶିଗନରେ ରହୁଥିବା ନିକୋଲ ଚକ୍ ଖାଇବାର ଖରାପ ଅଭ୍ୟାସ ରହିଛି । ଏହି ଅଭ୍ୟାସ ଏବେ ଏପରି ଏକ ନିଶା ପାଲଟି ଯାଇଛି ଯେ ନିକୋଲ ଚକ୍ ଖାଇବା ସହ ଘରର କାନ୍ଥକୁ ବି ଖାଇବା ଆରମ୍ଭ କରିସାରିଲେଣି । ସେ ଦିନକୁ ୬ ଥର କାନ୍ଥରୁ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆଜି ବି ଝୁଲିଲା ଆର୍ୟନ ଖାନ୍ଙ୍କ ଜାମିନ୍ ଆବେଦନ । ବମ୍ବେ ହାଇକୋର୍ଟରେ ଦ୍ୱିତୀୟ ଦିନ ପାଇଁ ଜାମିନ୍ ଆବେଦନର ଶୁଣାଣି ହୋଇଥିଲା । ଯାହାକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି ବମ୍ବେ ହାଇକୋର୍ଟ । ଆସନ୍ତା ୨୯ ତାରିଖ ଯାଏଁ ଯଦି ଆର୍ୟନଙ୍କୁ ଜାମିନ୍ ନମିଳେ, ତେବେ ଏହି ମାମଲା...
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ । ଭାରତୀୟ ଜୁରୀ ସର୍ଦ୍ଦାର ଉଦ୍ଧମ ଫିଲ୍ମଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦେଇଛନ୍ତି । ଆଉ ଏବେ ଏହାକୁ ନେଇ ତେଜିଛି ବିବାଦ । ଫିଲ୍ମରେ ବ୍ରିଟିଶରଙ୍କ ପ୍ରତି ଭାରତୀୟଙ୍କ ହିଂସା ଓ ଘୃଣା ମନୋଭାବ ଦର୍ଶାଯାଇଥିବାରୁ ଏହାକୁ...
ଭାରତୀୟ ଜୁରୀ ସର୍ଦ୍ଦାର ଉଦ୍ଧମ ଫିଲ୍ମଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦେଲେ। ଓସ୍କାର ଦୌଡ଼ରୁ ବାଦ୍ ପଡ଼ିବା ପରେ ତେଜିଲା ବିବାଦ । ସୋସିଆଲ୍ ମିଡିଆରେ ଲୋକଙ୍କ ଜୋରଦାର ବିରୋଧ
ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏକ ପାଇଖାନା ତିଆରିକୁ ନେଇ...
ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍ କଲେଣି ।
ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍ ଆରମ୍ଭ ହେବ। ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ।
ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସଫଟୱେର ମାମଲାର ତଦନ୍ତ । ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଅଭିଯୋଗର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଗତ ୭ଦିନ ଭିତରେ ସଂକ୍ରମଣ ୪ଶହରୁ ୬ଶହ ଭିତରେ ରହୁଛି । ଡବଲିଙ୍ଗ ଟାଇମ୍ କମିଲେ ସଂକ୍ରମଣ ବି କମିବ ବୋଲି DMET ପକ୍ଷରୁ କୁହାଯାଇଛି ।
DRDO ହନିଟ୍ରାପ୍ ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି.. ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଥିଲା ୨୪ ହଜାର ଟଙ୍କା.. ରାହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ମଧ୍ୟ ହନିଟ୍ରାପ୍ କରିଥିଲା ।
ସୁବୁବେଳେ ଚର୍ଚ୍ଚାରେ ରହୁଥିବା ବହୁ ଲୋକପ୍ରିୟ ବିଧାୟକ ସୁର ରାଉତରାୟ ଏବେ ପୁଣି ଚର୍ଚ୍ଚାରେ.. ଖୁବଶୀଘ୍ର ଆସୁଛି ସୁର ରାଉତରାୟ ଏବଂ ତାଙ୍କ ଧର୍ମପତ୍ନୀ ମାନି ରାଉତରାୟଙ୍କ ପ୍ରେମକାହାଣୀକୁ ନେଇ ଏକ ନୂଆ ଓଡ଼ିଆ ଆଲବମ୍ ‘ମାନି ଆଇ ଲଭ୍ ୟୁ’.. ଯେଉଁଥିରେ ଖୋଦ୍ ସୁର ଓ ମାନିଙ୍କ...
ମମିତା ମେହେର ହତ୍ୟା ଘଟଣା ଥମି ନଥିବା ବେଳେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ଏକ ଲେଡିଜ ହଷ୍ଟେଲରୁ ମିଳିଥିବା ଝୁଲନ୍ତା ମୃତଦେହକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି।
କୋରାପୁଟ କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ରମଧ୍ୟରେ ଚାଲିଛି ଛକାଛକି । ନେରେଡିବାଲସାରେ ଆରମ୍ଭ ହେଲା ଓଡ଼ିଆ ସ୍କୁଲରେ ପାଠପଢ଼ା । ଏହାସହ ଆଖାପାଖ ଗାଁରେ ଓଡ଼ିଆରେ ଲାଗିଲା ନାମଫଳକ। ସେପଟେ ଓଡ଼ିଆ ସ୍କୁଲ ଖୋଲିବା ପରେ ଆନ୍ଧ୍ର ପୋଲିସ ମାରୁଛି ପଇଁତରା।
ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି । ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ୍ କଟକଣାରେ ହେବ ମ୍ୟାଚ।
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଗତ ୭ଦିନ ଭିତରେ ସଂକ୍ରମଣ ୪ଶହରୁ ୬ଶହ ଭିତରେ ରହୁଛି । ଡବଲିଙ୍ଗ ଟାଇମ୍ କମିଲେ ସଂକ୍ରମଣ ବି କମିବ ବୋଲି DMET ପକ୍ଷରୁ କୁହାଯାଇଛି ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି ।...
ରାଜଧାନୀରେ ବେଆଇନ ଭାବେ ଚାଲିଥିବା ବାର ଉପରେ ଚଢାଉ । ଏକାସାଙ୍ଗରେ ୫ଟି ବାର ଉପରେ ଚଢାଉ କରିଛି ଅବକାରୀ ଏବଂ ପୋଲିସ ଟିମ୍ ।
ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରାପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ବାଣ ଦୋକାନରେ ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର।
ଆଜି ପୁଣିଥରେ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । କାଲି ବମ୍ବେ ହାଇକୋର୍ଟ ଶୁଣାଣି ଅସମାପ୍ତ ରଖିଥିଲା । ତେଣୁ ଆଜି ପୁନର୍ବାର ଆର୍ୟନଙ୍କ ଜାମିନ ଶୁଣାଣି ହେବ । ସେପଟେ ଏ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଜାମିନ ମିଳିବ ।