ତାଲିବାନ ପରେ ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍ ନିର୍ଦ୍ଦୟ ଅତ୍ୟାଚାର । ଚୀନର କମ୍ୟୁନିଷ୍ଟ ସରକାରକୁ ନ ମାନିବା କାରଣରୁ ଉଇଗୁରୁମାନଙ୍କୁ ଶିନ୍ଜିୟାଂଗ ପ୍ରଦେଶର ଡିଟେନ୍ସନ୍ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଅମାନୁଷିକ ନିର୍ଯାତନା ଦିଆଯାଉଛି । ଏହି ନିର୍ଯ୍ୟାତନା ବିରୁଦ୍ଧରେ ଚୀନରୁ ପଳାଇଥିବା ଉଇଗୁର ପୀଡିତା ମାନେ ଏହି...
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଭୁବନେଶ୍ୱର ବାସଭବନରେ ଚଢ଼ାଉ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ।...
କେରଳରେ ବର୍ଷା ବିତ୍ପାତ । ୧୮ ଜଣଙ୍କ ଜୀବନ ଯିବା ସହ ୨୦ ଜଣ ନିଖୋଜ ଅଛନ୍ତି । ଭାଙ୍ଗିଲା ଘର, ଉପୁଡ଼ିଲା ଗଛ I ରେସ୍କୁ ଅପରେସନରେ NDRF ଟିମ୍ I ଇଡୁକି ଜିଲ୍ଲାରେ ବିଗିଡ଼ିଛି ସ୍ଥିତି I ଜଳ ଘେରରେ ଅନେକ ଲୋକI ରିଲିଫ ଯୋଗାଣରେ...
କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।
ଗଜପତିର ଅଡ଼ବା ଥାନା ଉଲିଆପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାI ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ିI ପାଇଲଟିଂ ଗାଡ଼ିର ଡ୍ରାଇଭର ସମେତ ୫ ଆହତ ।
ମାଲକାନାଗିରି ମାଥ୍ରୀ ଥାନା ଅନ୍ତର୍ଗତ ତୁଳସୀପାହାଡରେ ଚାଲିଥିବା କମ୍ବିଙ୍ଗ ଅପରେସନ୍ ବେଳେ ପୋଲିସ ଚଢାଉ କରି ବିପୁଳ ବୋସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରିଛି । ଗତ ୧୫ ତାରିଖରେ ପୋଲିସ ଓ ମାଓ ମୁହାମୁହିଁ ହୋଇଥିଲେ । ବହୁ ସମୟ ଗୁଳି ବିନିମୟ ପରେ ମାଓବାଦୀ...
ଉତ୍ତର ଓଡ଼ିଶା ଏବଂ ଉପକୂଳରେ ଘଡ଼ଘଡ଼ି ସହିତ ବର୍ଷା ଜାରି, ବାଲେଶ୍ୱରରେ ସର୍ବାଧିକ ୯୪.୮ ମିଲିମିଟର ବର୍ଷା ରେକର୍ଡ I ୭ ଜିଲ୍ଲାରେ ପ୍ରବଳ ବର୍ଷା ସଂଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । ସୂଚନା ଅନୁସାରେ ଉକ୍ତ ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ...
ଆମେରିକାର ଆଲାସ୍କାରେ ଭାରତୀୟ ସୈନ୍ୟଙ୍କ ଦ୍ୱିପାକ୍ଷିକ ତାଲିମ ଅଭ୍ୟାସ । ଏହି ଅଭ୍ୟାସ ବେଳେ ଆଲାସ୍କାର ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକା ସୈନ୍ୟ ଓ ଭାରତ ସୈନ୍ୟଙ୍କ ମଧ୍ୟରେ କବାଡି ମ୍ୟାଚ୍ର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭାରତୀୟ ସୈନ୍ୟଙ୍କ ଏହି ତାଲିମ ଅଭ୍ୟାସଟି ଆମେରିକାର...
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ବ୍ରହ୍ମପୁର ଏବଂ ଭୁବନେଶ୍ୱର ବାସଭବନରେ ରେଡ୍ କରିଛି ଭିଜିଲାନ୍ସ। ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର।
ଜମ୍ମୁ-କାଶ୍ମୀରର ଉଧାମପୁର ଜିଲ୍ଲା ପୋଲିସ୍ ସ୍ଥାନୀୟ ଯୁବତୀ ମାନଙ୍କୁ ଶିଖାଉଛି ଆତ୍ମରକ୍ଷା କୌଶଳ। ଦେଖନ୍ତୁ ଏହାର ଝଲକ୍
ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଛି ଆଜି ମାଲକାନଗିରି ତୈଳ ଦର ସବୁ ରେକର୍ଡ ଟପିଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୫ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୨୪୩ ଜଣ ଚିହ୍ନଟ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି । ...
ରାଜଧାନୀରେ ବଡ଼ ଧରଣର ଚୋରି। ଘରେ ପଶି ୨୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ହେଉଛି ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳର। ଘଟଣା ସ୍ଥଳରୁ ପୂରା ରିପୋର୍ଟ ଦେଉଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ୍
ଆମେରିକାରେ ଭାରତୀୟ ସେନା ଓ ଆମେରିକୀୟ ସେନାର ଯବାନ ମାନେ ମିଶି ଫ୍ରେଣ୍ଡସିପ୍ ମ୍ୟାଚ ଖେଳୁଛନ୍ତି। ଫୁଟ୍ ବଲ୍ ଭଲି ବଲ୍ ସାଙ୍ଗକୁ ବରଫ ଫିଙ୍ଗା ଖେଳ ମଧ୍ୟ ହୋଇଛି। ଦେଖନ୍ତୁ ଏହାର କିଛି ଝଲକ୍
୧୯୭୧ ପାକିସ୍ତାନ ବିରୋଧରେ ଭାରତର ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚଳିତବର୍ଷ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।
ବହୁ ଚର୍ଚ୍ଚିତ ରାଜଧାନୀ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ ଶୁଣନ୍ତୁ କଣ କହୁଛନ୍ତି କେସ୍ ଲଢ଼ୁଥିବା ଆଇନଜୀବୀ
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଲା ବିଜେପି।