• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Boy Stuck In Borewell
୪୦ ଫୁଟ ବୋରୱେଲରେ ଫସିଲେ ବ୍ୟକ୍ତି; ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି

କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Aravind Kejriwal
ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ।

BJP-BJD Alliance
ଛିଣ୍ଡୁନି ମେଣ୍ଟ ଘାଣ୍ଟ; ବିଜେଡି ଚାହୁଁଛି, ବିଜେପି ରାଜି ହେଉନି ?

ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।

Ratna Bhandar
ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ? ପ୍ରଶ୍ନ.. ରତ୍ନ ଠିକ୍‌ରେ ଅଛି ତ ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।

TDP, Jana Sena, BJP finalise alliance
NDA ରେ ସାମିଲ ହେଲା ତେଲୁଗୁ ଦେଶମ ପାର୍ଟି(TDP)

ଆନ୍ଧ୍ରପ୍ରଦେଶରେ ଦମ୍‌ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।

BCCI announces Test cricket incentive
BCCI ର ନୂଆ ସ୍କିମ୍‌; କୋଟିପତି ହେବେ ଟେଷ୍ଟ କ୍ରିକେଟର, ମ୍ୟାଚ୍‌ ଫି’ ଛଡ଼ା ମିଳିବ ୪୫ ଲକ୍ଷ

ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍‌ ଫି ଛଡ଼ା ମିଳିବ ଇନସେନଟିଭ୍‌ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।

Mid Day Meal
ମଧ୍ୟାହ୍ନ ଭୋଜନରେ ଝିଟିପିଟି; ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ ଜିଲ୍ଲା ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲର ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ସେଥିରେ ଝିଟିପିଟି ପଡିଥିବା ଦେଖିବାକୁ ମିଳିଥିଲା।

Rameswaram Cafe Blast
ରାମେଶ୍ୱରମ କାଫେ ବିସ୍ଫୋରଣ; ପୁଣେରେ ଲୁଚିଛି ସନ୍ଦିଗ୍ଧ ଅପରାଧି ! ଚିହ୍ନଟ କଲେ ମିଳିବ ୧୦ ଲକ୍ଷ ଟଙ୍କା

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍‌ରେ ପଳାଇଥିଲା। ଏହାପରେ ଭଟକଲ୍‌, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।

Sub Inspector Arrested
ପୋଲିସ ପରୀକ୍ଷାର ଟପ୍ପର୍‌ ଏବେ ପୋଲିସ ହାଜତରେ..

ମାଙ୍କଡ଼ ହାତରେ ଶାଳଗ୍ରାମ। ଯାହାକୁ ଗର୍ବରେ ମୁଣ୍ତରେ ମୁକୁଟ ପିନ୍ଧାଇ ହିରୋ ଭାବେ ବସାଇଥିଲେ। ସେ ହିଁ ବାହାରିଲା ଠକ। ପୋଲିସ ପରୀକ୍ଷାରେ ଟପ୍‌ କରିଥିବା ଯୁବକ ଏବେ ଜେଲ୍‌ କୋଠରୀରେ ଦିନ କାଟୁଛି।

Lingaraj Temple
ଲିଙ୍ଗରାଜଙ୍କ ଜାଗର ନୀତି ନିର୍ଘଣ୍ଟ; ରାତି ୧୦ଟାରେ ମହାଦୀପ ଦର୍ଶନ

ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ।

Aravind Mohapatra
ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ASHA Workers
ବଢ଼ିଲା ଆଶାକର୍ମୀଙ୍କ ଦରମା; ମାସିକ ପାରିଶ୍ରମିକ ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି

ପାରିଶ୍ରମିକ ବାବାଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ।

Andhra Pradesh
ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ର ପାଳି; ମେଣ୍ଟ ଦିଗରେ ବଢ଼ୁଛି ବିଜେପି

୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।

Ravichandran Ashwin
ଅଶ୍ୱିନଙ୍କ ରେକର୍ଡ ପଛରେ ତାଙ୍କ ମାଆଙ୍କ ହାତ; କହୁ କହୁ କାନ୍ଦି ପକାଇଲେ..

ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍‌ର ତୃତୀୟ ଟେଷ୍ଟର ଅଧାରୁ ମେଡିକାଲ ଏମରଜେନ୍ସି କାରଣରୁ ଟିମ୍‌ରୁ ବାଦ ପଡ଼ିଥିଲେ। ତେବେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁ ସେ ମ୍ୟାଚ୍‌ ଅଧାରୁ ପଳାଇଥିଲେ। ମାଆଙ୍କ ଗୋଟିଏ କଥା ତାଙ୍କୁ ପୁଣି ଫିଲ୍ଡକୁ ଟାଣି ଆଣିଥିଲା।

AI Teacher
ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..

Ind Vs Eng Test Series
ଧର୍ମଶାଳାରେ ଇଂଲଣ୍ତ ବିପକ୍ଷ ଅନ୍ତିମ ଟେଷ୍ଟ; ଡେବ୍ୟୁ କଲେ ଦେବଦତ୍ତ ପାଡିକଲ୍‌

ଶେଷ ଟେଷ୍ଟରେ ଇଂଲଣ୍ତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଦିକଲ୍‌ ଡେବ୍ୟୁ କରିଛନ୍ତି। ତେବେ କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରିଛି।

Matric Exam
କପି ଯୋଗାଇବାର ନୂଆ ତରିକା; କାନ୍ଥ ଡେଇଁଲେ ଲୋକେ..ଭିଡିଓ ଭାଇରାଲ

ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି।

NDA
ବଢୁଛି NDA ର କଳେବର ଓ ଶକ୍ତି

ଏନଡିଏର ନୂଆ ସଦସ୍ୟ ହୋଇପାରେ ବିଜେଡି। ଯଦି ଶଙ୍ଖ ଘର ବାହୁଡ଼ା କରେ, ଏନଡିଏ ଆହୁରି ଶକ୍ତିଶାଳୀ ହେବବ। ବର୍ତ୍ତମାନ ଦେଶର ୬ଟି ରାଜ୍ୟରେ ବିଜେପି ଏକାକୀ ଶାସନ କରୁଥିବା ବେଳେ ୧୧ଟି ରାଜ୍ୟ ଓ ପୁଡୁଚେରୀରେ ଅଂଶୀଦାର ଭାବେ ମେଣ୍ଟ ସରକାରର ଭାଗୁଆଳି ଅଛି। ଅର୍ଥାତ ୧୭ଟି...

Alliance speculation
ହେଇଯିବ କି ବିଜେପି-ବିଜେଡି ମେଣ୍ଟ ?

ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡିବାର ପରଦିନ ହିଁ, ଆଜି ନବୀନ ନିବାସରେ ବିଜେଡିର ରୁଦ୍ଧଦ୍ବାର ବୈଠକ. ଆଉ ସେପଟେ ବିଜେପି ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା। ବଢିଲା ଚର୍ଚ୍ଚା। ଏକାଠି ହେଉଛନ୍ତି କି ବିଜେପି- ବିଜେଡି।

coalition between BJP and BJD
ନୂଆ କି ଅସମ୍ଭବ ନୁହେଁ ବିଜେପି-ବିଜେଡି ମେଣ୍ଟ

୧୯୯୮ରୁ ୨୦୦୯। ବିଜେପି- ବିଜେଡି ମେଣ୍ଟ କରି ଲଢ଼ିଛନ୍ତି ୩ଟି ଲୋକସଭା ଓ ୨ ଟି ବିଧାନସଭା ନିର୍ବାଚନ। ୪:୩ ଅନୁପାତରେ ଆସନ ବୁଝାମଣା କରି ଉଭୟ ଦଳ କେନ୍ଦ୍ର ଓ ରାଜ୍ୟରେ କ୍ଷମତାର ସ୍ବାଦ ବି ଚାଖିଛନ୍ତି। ତେବେ ୨୦୦୮ ମସିହାରେ ଦୁଇ ଦଳଙ୍କ ମଧ୍ୟରେ କାହିଁକି...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।