• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Anuradha Paudwal
ପଦ୍ମ ଧରିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌

ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଠିକ୍ ଏହି ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି।

Woman Seeks Help
ପାଗଳି ମା’ ଓ ଶିଶୁଙ୍କ ସାହା ଏଟିଏମ୍ ବାରଣ୍ଡା

ମା’ ପେଟରେ ବଢୁଥିବା ଶିଶୁଠାରୁ ଶ୍ମଶାନ ଘାଟକୁ ଅନ୍ତିମ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଯୋଜନା କରିଛୁ ବୋଲି ଡିଣ୍ଡିମ ପିଟୁଛନ୍ତି ସରକାର । ମାଳମାଳ ଏତେ ସବୁ କଲ୍ୟାଣକାରୀ ଯୋଜନା ଥିବା ସତ୍ତ୍ୱେ ଜଣେ ମାନସିକ ଭିନ୍ନକ୍ଷମ ମା’ ଓ ତାର ନିଷ୍ପାପ ଶିଶୁକନ୍ୟା ପାଇଁ ଏସବୁ...

Marriage
କହିଲେ ଦେଖି.. ବର କିଏ ଆଉ କନିଆଁ କିଏ ?

ପାରମ୍ପରିକ ବାଦ୍ୟ ଓ ବେଦମନ୍ତ୍ରରେ କମ୍ପୁଛି ପରିବେଶ.. ପବିତ୍ର ଅଗ୍ନିଙ୍କୁ ସାକ୍ଷୀ ରଖି ହେଉଛି ବାହାଘର.. ବେଦୀ ଚାରିପଟେ ଘେରି ରହିଛନ୍ତି ବରପକ୍ଷ ଆଉ କନ୍ୟାପକ୍ଷ.. ଏ ବାହାଘର ଦେଖି ବର କନିଆଁଙ୍କୁ ଆପଣ ଖୋଜୁଛନ୍ତି କି!

Supreme Court CJI
ନିଜ ରୋଷେୟାର ଝିଅକୁ ପ୍ରଶଂସା କଲେ CJI

ବାପା ତାଙ୍କର ସୁପ୍ରିମ କୋର୍ଟର ରୋଷେୟା। ସୁଖ ସ୍ୱାଚ୍ଛନ୍ଦ୍ୟର ପରିଧି ହୁଏତ ତାଙ୍କ ପାଇଁ ସ୍ୱଳ୍ପ। ତଥାପି ସେ ସ୍ୱପ୍ନ ଦେଖିଛନ୍ତି। ଆକାଶରେ ଉଡିବାର ଦମ୍ଭ ବାନ୍ଧିଛନ୍ତି। ପାଠ ପଢିଛନ୍ତି, ଭଲ ପଢିଛନ୍ତି। ଯେଉଁଥିପାଇଁ ଉଚ୍ଚ ଶିକ୍ଷା ଲାଗି ବିଦେଶରୁ ପାଇଛନ୍ତି ସ୍କଲାରସିପ୍। ଆଉ ଏ ଖୁସିକୁ ଦ୍ବିଗୁଣିତ...

Miscreants
ଦାଦନ ଟଙ୍କା ସଞ୍ଚି ଘର କରିଥିଲୁ.. ଆମ ଘର ଭାଙ୍ଗିଦେଲେ..

ବର୍ଷ ବର୍ଷ ଧରି ଝାଳବୁହା ପରିଶ୍ରମରେ ନିଜ ସ୍ୱପ୍ନର ଘର ତୋଳିଲା ବେଳକୁ ଯଦି କେହି ତାକୁ ଭାଙ୍ଗି ଛାରଖାର କରିଦିଏ.. ସେତେବେଳେ ଗରିବର ମେରୁଦଣ୍ଡ ଭାଙ୍ଗିଯାଏ..

BJD programme
ଆଲୋ ନାନୀ ରହିଯା’.. ବିଜେଡି, ବିଜେପି କୁଆଡ଼ୁ ଆଇଲା ଯେ !

ହଇରେ ନାରଣ.. ଭଉଣୀ କଣ ଡରିଗଲେ କି ! ଆଲୋ ଆଲୋ ବିଜେପି ଜିନ୍ଦାବାଦ କଣ କହିଲେଣି.. ନାଇଁ ନାଇଁ କରେକ୍ସନ୍ ହେଲା ନା..

Election Date 2024
Big Breaking: କାଲି ନିର୍ବାଚନ ତାରିଖ ଘୋଷଣା

କାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି।

Panchang
Panchang Today 15th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଅହୋରାତ୍ର, ତିଥି- ୬ଷ୍ଠୀ ରାତ୍ରି ୧୦.୦୯ ଗତେ ୭ମୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତବାର- ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୦୮ ପର୍ଯ୍ୟନ୍ତ,...

Electric Cycle
ବୁଲା ଗାଈଗୋରୁ ଓ ପଶୁଙ୍କ ପାଇଁ ଆୟୁଷ୍ମାନଙ୍କ ବରଦାନ

ବୁଲା ଗାଈଗୋରୁ ଓ ପଶୁଙ୍କ ଶରୀରର ଅସୁସ୍ଥତାକୁ ଏହି ଡିଭାଇସଟି ଡିଟେକ୍ଟ କରିବା ସହ ଦୁର୍ଘଟଣାକୁ ଏଡାଇ ପାରିବ।

Punjilal Meher
ପରୀକ୍ଷା ଦେଇପାରିଲାନି ପାର୍ସଲ ବୋମା ବିସ୍ପୋରଣ ଅଭିଯୁକ୍ତ ପୁଞ୍ଜିଲାଲ

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବହୁ ଚର୍ଚିତ ପାର୍ସଲ ବୋମା ବିସ୍ପୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ବଲାଙ୍ଗିର ଜେଲରେ ବିଚାରଧୀନ ବନ୍ଦୀ ଥିବା ପୁଞ୍ଜିଲାଲ ସାମ୍ବାଦିକତାର ପାଠ ପଢୁଛନ୍ତି।

African Footballer
ମ୍ୟାଚ୍‌ ମଝିରେ ଆଫ୍ରିକୀୟ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦର୍ଶକ..ଭିଡିଓ ଭାଇରାଲ

କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟନ ଚାଲିଥିଲା। ଆଫ୍ରିକା ଇଭୋରୀ କୋଷ୍ଟର ଡାଏରାସୁବା ହାସେନ୍‌ ନାମକ ଜଣେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ହଠାତ ମ୍ୟାଚ୍‌ ମଝିରେ ପଡ଼ିଆରେ ବସିଥିବା ଲୋକ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।

Srimandir
ନୂଆ ଦିଶିବ ଶ୍ରୀମନ୍ଦିର ଦୋଳବେଦୀ; ଏଣିକି ଭକ୍ତ ଦେଖିବେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜି

ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।

Manmohan Samal
ମନମୋହନଙ୍କ ବଡ଼ ବୟାନ; ରାଜ୍ୟରେ ଏକା ଲଢ଼ି ସରକାର କରିବ ବିଜେପି..

ଓଡ଼ିଶାରେ ବିଜେପି ସରକାର ହେବ କହିଲେ ମନମୋହନ ସାମଲ।

Manmohan Samal
ଦ୍ୱନ୍ଦ୍ୱ ବଢୁଛି, ସସପେନ୍ସ ହଟୁନି; ମେଣ୍ଟ ହେବ ନା ହେବନି ?

ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ କହିଛନ୍ତି ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି।

Amit Shah on CAA
ସାମ୍ନାକୁ ଆସନ୍ତୁ ରାହୁଲ ଗାନ୍ଧି.. CAA କୁ ବିରୋଧ କରିବାର କାରଣ ଦର୍ଶାନ୍ତୁ: ଅମିତ ଶାହ

୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ। ଆଇନ୍‌ ଲାଗୁ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ। କହିଲେ CAA ପ୍ରତ୍ୟାହାର ହେବନି।

SC Cooks Daughter
କମାଲ କଲେ ସୁପ୍ରିମକୋର୍ଟର ରାନ୍ଧୁଣିଆଙ୍କ ଝିଅ; ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ପାଇବେ ସ୍କଲାରସିପ୍

ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Centre recommends banning Pitbull, other dog breeds
କେନ୍ଦ୍ରର କଡ଼ା ନିର୍ଦ୍ଦେଶ; ଏଣିକି ଘରେ ପାଳିପାରିବେନି ଏହି ପ୍ରଜାତିର କୁକୁର

ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

BJP and BJD alliance speculations
ଆଜି ନବୀନ ନିବାସରେ ମିଟିଂ ! ଫିଟିପାରେ ବିଜେପି-ବିଜେଡି ମେଣ୍ଟ ଗଣ୍ଠି

ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି।

Cuttack Mayor Subhash Singh
ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି।

Timepass Lekhakayan
ଟାଇମ୍‍ପାସ୍‍ ଲେଖକାୟନ; ‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା

ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀବାଦନରୁ ଆରମ୍ଭ ହୋଇଥିବା ଏହି ସଂଗତରେ ଦେବବ୍ରତଙ୍କ ଗଳ୍ପର ବିଭିନ୍ନ ବିଭବକୁ ନେଇ ଆଲୋଚନା କରିଥିଲେ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, ବିୟତ୍‍ପ୍ରଜ୍ଞା ତ୍ରିପାଠୀ, ଦେବପ୍ରସାଦ ଦାଶ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ଏବଂ ପ୍ରକାଶ ମହାପାତ୍ର।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।