• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Airport
କୁଆପଥର ମାଡ଼ରେ ଚେପା ହେଲା ବିମାନ

କୁଆପଥର ମାଡ଼ରେ ଭାଙ୍ଗିଲା ବିମାନର ୱିଣ୍ଡ ସିଲ୍ଡ । ଚେପା ହେଲା ସମ୍ମୁଖ ଭାଗ । ଉପାୟ ନପାଇ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଦିଲ୍ଲୀ ଅଭିମୁଖେ ଦିନ ଗୋଟାଏ ୪୫ରେ ଉଡ଼ାଣ ଭରିବା ପରେ, କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହେବାରୁ ୧୦...

BJD
ମେଧାବୃତ୍ତିରେ ବି ଭୋଟ୍ ରାଜନୀତିର ଝଲକ୍

ମେଧାବୃତ୍ତିରେ ବି ଭୋଟ୍ ରାଜନୀତିର ଝଲକ୍ । ଚରମରେ ବିଜେଡିର ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ । ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମେ ଦେଲେ ମେଧାବୃତ୍ତି । ଆଉ ଏବେ ମେଧାବୃତ୍ତି ଆଳରେ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍ କଲ୍। ଆଶ୍ଚର୍ଯ୍ୟର କଥା ହେଲା ଫୋନ୍ କଲରେ...

Aparajita Sarangi
ପୁଣି ନାଁ ନ ନେଇ ପାଣ୍ଡିଆନଙ୍କୁ ନିଶାନା

ପୁଣି ନାଁ ନ ନେଇ ପାଣ୍ଡିଆନଙ୍କୁ ନିଶାନା । ପରୋକ୍ଷରେ ସାନ ବାବୁ ସମ୍ବୋଧନ କରି ଆଜି ଓଡ଼ିଶା ଶାସନ କଳର କିଛି ଭିତିରି କଥାକୁ ସାମ୍ନାକୁ ଆଣିଛନ୍ତି ଅପରାଜିତା। କହିଛନ୍ତି, ସାନ ବାବୁ, ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନିର୍ବାଚନରେ...

Odisha Politics
ପ୍ରାର୍ଥୀଙ୍କୁ ବଳ ଯୋଗାଉଛି ପରିବାରର ସାଥ୍

24 ମହାସଂଗ୍ରାମ ପାଇଁ ତାରିଖ ଯେତିକି ଯେତିକି ପାଖଉଛି ସେତିକି ଜମି ଆସୁଛି ପ୍ରଚାର ତାତି । କିଏ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ତ ଆଉ କେଉଁ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ବଳ ଯୋଗାଉଛି ପୂରା ପରିବାରର ସାଥ୍। ଏଭଳି କିଛି ରୋଚକ ଚିତ୍ର ଏବେ...

Drinking Water Problem
ଅସହ୍ୟ ତାତିରେ ଅସମ୍ଭାଳ ଜଳ କଷ୍ଟ

ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ । ରାଜ୍ୟରେ ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ତା ସହ ତାଳ ଦେଇ ବଢ଼ିବାରେ ଲାଗିଛି ପିଇବା ପାଣିର ସମସ୍ୟା ।

Droupadi Murmu
ରାମଲାଲାଙ୍କୁ ଦର୍ଶନ କରି ସରଜୁ ତଟରେ ଆଳତୀ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଅଯୋଧ୍ୟା ଗସ୍ତରେ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡ଼ା ସୁରକ୍ଷାରେ ସେ ଆଜି ଅଯୋଧ୍ୟା ଯାଇଥିଲେ। ରାମ ମନ୍ଦିରକୁ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରି ଆଶିଷ ମାଗିଥିଲେ।

Monkey
ସୋସିଆଲ ମିଡ଼ିଆ ପାଇଁ ଫେରିଲା ଛୁଆ; ମାଙ୍କଡ ହେଲେ ବି ବୁଝିଛି ସମ୍ପର୍କ..ଦେଖନ୍ତୁ ଭିଡିଓ..

ଛୁଆକୁ କୋଳରେ ପାଇ ଗେଲ କରୁଛି, ଚାଟି ପକାଉଛି। କାଳେ କିଏ ପୁଣି ତା ଛୁଆକୁ ତା ଠୁ ଅଲଗା କରିଦେବ, ସେଇଥିପାଇଁ ସତର୍କ ଦୃଷ୍ଟିରେ ଚାରି ଆଡକୁ ଅନାଉଛି।

BJD
ଆଗେ ଦେଲେ, ଏବେ ଭୋଟ ଦେବାକୁ ବାଧ୍ୟ କଲେ ! ବିଜେଡି ଯୋଜନାକୁ ସାତ ଜୁହାର

ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି।

Odisha Politics
ନିର୍ବାଚନୀ କସରତ : ସ୍ଵାମୀ ପାଇଁ ସ୍ତ୍ରୀ, ଭଉଣୀ ପାଇଁ ଭାଇ

ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ।

Drinking Water Problem
ତାତି କଲବଲଠୁ ବଳିଲାଣି ପାଣି ଯନ୍ତ୍ରଣା : ୨୪ ବର୍ଷର ସରକାର କରିଛି କଣ ?

ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ?

Girl dies while dancing
ବଡ଼ ଭଉଣୀ ବାହାଘରରେ ନାଚିବାବେଳେ ଟଳିପଡ଼ିଲା ସାନ ଭଉଣୀ..ଦେଖନ୍ତୁ ଭିଡିଓ

ଭଉଣୀର ବାହାଘର ଖୁସିରେ ନାଚୁ ନାଚୁ ଚାଲିଯାଇଛି ୧୮ ବର୍ଷୀୟ ଭଉଣୀର ଜୀବନ। ମୃତ୍ୟୁ ପୂର୍ବର ମାତ୍ର କିଛି ସେକେଣ୍ଡର ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ ହେଉଛି।

Vistara flight
ଟେକ୍‌ଅପ୍‌ ବେଳେ ମାଡ଼ ହେଲା କୁଆପଥର; ଏମରଜେନ୍ସି ଲ୍ୟାଣ୍ତିଂ କଲା ଭିସ୍ତାରା

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପ୍‌ର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Manmath Routray
ଅପରାଜିତାଙ୍କୁ ମନ୍ମଥଙ୍କ ଟାର୍ଗେଟ୍‌, ଶିକ୍ଷିତ ମହିଳାଙ୍କ ଶବ୍ଦ ନୁହେଁ ‘ବଡ଼ ବାବୁ ସାନ ବାବୁ’

ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

Lightning Strike
ତାଣ୍ଡବ ରଚିଲା କାଳବୈଶାଖୀ; ଉଡ଼ିଲା ଆଜବେଷ୍ଟସ୍‌, ଭାଙ୍ଗିଲା ବଡ଼ ବଡ଼ ଗଛ

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି।

Candidates Name
ବିଷମ କଟକରେ ଭୋଟର ବାଉଳା ! ସମାନ ନାଁ ଅଲଗା ଦଳ, ମୁହଁ ଚିହ୍ନିବାରେ କନଫ୍ୟୁଜନ୍

ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ।

Temperature
ରେକର୍ଡ ଭାଙ୍ଗୁଛି ଟ୍ୱିନସିଟି ତାତି; କେବେ ଏସିଆ ତ କେବେ ଦେଶରେ ସବୁଠୁ ଉତ୍ତପ୍ତ ସହର

୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ।

Election Nomination
ନାମାଙ୍କନ ବେଳେ ବି ନାରାବାଜି ! ବିଜେପି କହିଲା ମୋଦି ମୋଦି, ବିଜେଡି କହିଲା ନବୀନ

ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା।

Mahendra Singh Dhoni
IPL ରେ ମାହିଙ୍କ ନୂଆ ରେକର୍ଡ; ୧୫୦ ବିଜୟୀ ମ୍ୟାଚ୍‌ରେ ହେଲେ ସାମିଲ

୨୦୦୮ରୁ ଏବେଯାଏ ଆଇପିଏଲ୍‌ରେ ଧୋନି ମୋଟ ୨୫୯ ଟି ମ୍ୟାଚ୍‌ ଖେଳିସାରିଲେଣି। ୪୨ ବର୍ଷୀୟ ଦୋନି ଆଇପିଏଲ୍‌ର ଜଣେ ସଫଳ କ୍ୟାପ୍ଟେନ ଭାବେ ବେଶ୍‌ ପରିଚିତ।

Karnataka MP Prajwal Revanna
ଭାଇରାଲ ହେଉଛି ସାଂସଦଙ୍କ ଅଶ୍ଲୀଳ ଭିଡିଓ; ଭୟରେ ଦେଶ ଛାଡ଼ିଲେ !

ଅନେକ ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ଫସିଥିବା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଦଳ।

Heat Wave
ଡେଉଁଛି ପାରଦ, ବଢୁଛି ତାତି; ଅଂଶୁଘାତରେ ଗଲାଣି ୨ ଜୀବନ

ସାରା ଓଡ଼ିଶା ପାଲଟିଛି ତତଲା ତାୱା। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।