ଭାରତୀୟ ଜନତା ପାର୍ଟିର ଫୋକସ୍ ଓଡ଼ିଶା। ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ବଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶାରେ ଏବେ ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତାଙ୍କ ଉପସ୍ଥିତି।
ରାଜ୍ୟ କଂଗ୍ରେସରେ କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ଏ ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ବରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ବପୂର୍ଣ ଗ୍ୟାରେଣ୍ଟି।
ବରିଷ୍ଠ ସାଜିବେ କି ବାଧକ? ବିଜେଡିର ବାଟ ଉଗାଳିବେ କି ବାଦ ପଡିଥିବା ବରିଷ୍ଠ ନେତା? ସମୀର ଦାଶ, ଅମର ଶତପଥୀ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରାଙ୍କ ଟିକଟ୍ କଟିବା ପରେ ନେତାଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ।
ଆଜି ଅଯୋଧ୍ୟା ପହଁଚି ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ। ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ ଜଣାଇଥିଲେ।
ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
୭ ତାରିଖରୁ ବଢିବ ବର୍ଷା ବିସ୍ତୃତି। ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ଚିଟଫଣ୍ଡ ଟଙ୍କା ଫେରସ୍ତଠୁ ଧରି କୃଷି ଓ କୃଷକଙ୍କ କଲ୍ୟାଣ, ମହିଳା ଓ ଶିଶୁଙ୍କ ବିକାଶ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତି ସାଙ୍ଗକୁ ଉତ୍ତମ ଶାସନ ଏବଂ ସର୍ବୋପରି ଓଡ଼ିଆ ଆସ୍ମିତାର ରକ୍ଷା ପାଇଁ ୨୦୨୪ ନିର୍ବାଚନ ପାଇଁ ଇସ୍ତାହାରରେ...
ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ।
ଦୁଇଦିନିଆ ଗସ୍ତରେ କାଲି ଆସିବେ। 4 ଦିନ ପରେ ପୁଣି ଆସି ରାଜଧାନୀରେ କରିବେ ରୋଡ୍ ସୋ। 24 ମହାସଂଗ୍ରାମରେ ପିଏମ୍ ମୋଦିଙ୍କ ଏକଦମ୍ ଫୋକସରେ ଓଡ଼ିଶା।
ଓଡ଼ିଶାର ନେତୃତ୍ବ ନେବା ଦରକାର ଜଣେ ମାଟିର ପୁଅ। ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜୟଶଙ୍ଗର ଭୁବନେଶ୍ବରଠାରେ ସାମ୍ବାଦିକ ସମ୍ମିଳନୀରେ, ରାଜ୍ୟ ଓ ରାଜନୀତିଠୁ ଦେଇ ଦେଶ-ବିଦେଶ ବିଭିନ୍ନ ପ୍ରସଙ୍ଗରେ...
ସରାକାରୀ ଅଧିକାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଇତି ଫେରାଦ ହେଇଛି ବିଜେପି। ଆଉ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ବି ଜୋରଦାର ନେଉଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।
ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି।
କଂଗ୍ରେସର ଟିକଟ୍ ରିଟର୍ଣ୍ଣ ଟ୍ରେଣ୍ଡ୍। କାରଣ ହେଲା ପ୍ରାର୍ଥୀଙ୍କୁ ପାର୍ଟି ଫଣ୍ଡିଂ ନକରିବା। ଜଣକ ପରେ ଜଣେ ପ୍ରାର୍ଥୀ ଟିକେଟ ଫେରାଉଛନ୍ତି। ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପାର୍ଟିଂ ପଣ୍ଡିଂ କରୁନଥିବାରୁ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ଶୁଣାଇ ଟିକେଟ ଫେରାଇଛନ୍ତି।
ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା ସିଟ୍ ନବରଙ୍ଗପୁର। ଆଦିବାସୀ ବହୁଳ ଏହି ସଂସଦୀୟ କ୍ଷେତ୍ରରେ ଯେବେ ଭୋଟ୍ ହୁଏ, ପ୍ରତ୍ୟେକ ଦଳର ନଜର ଏଠିକାର ବଙ୍ଗୀୟ ମତଦାତାଙ୍କ ଉପରେ।
ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା କ୍ଷେତ୍ର ନବରଙ୍ଗପୁରରେ କାହା ଭାଗ୍ୟ ବଦଳାଇବେ ବଙ୍ଗୀୟ ଭୋଟର ? କାହା ମୁଣ୍ଡରେ ସୁନା କଳସ ଢାଳିବେ ଏହି ଅଣ ଓଡ଼ିଆ ମତଦାତା ? ଦକ୍ଷିଣ ଓଡ଼ିଶାରେ ବଙ୍ଗୀୟ ମତଦାତାଙ୍କ ହଟସ୍ପଟ୍ ସାଜିଥିବା ଏହି ଆଦିବାସୀ ବହୁଳ ସଂସଦୀୟ କ୍ଷେତ୍ର ଏବେ...
ଆକ୍ସନ ମୋଡରେ ନିର୍ବାଚନ କମିଶନ୍। ବିଜେଡି ପାଇଁ କାମ କରୁଥିବା ଅଧିକାରୀଙ୍କ ବଢିଲାଣି ଟେନସନ୍! ଗୁରୁବାର ମିଶନ ଶକ୍ତିରୁ IAS ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ।
ସୁପର୍ ସଣ୍ଡେରେ ଭୁବନେଶ୍ୱରରେ ବିଜେପିର ସୁପର ସୋ'। ଅପରାହ୍ଣରେ ସଭାପତି ନଡ୍ଡା, ରାତିରେ ପିଏମ୍ ମୋଦି। ଗ୍ରୀଷ୍ମ ତାତିକୁ ବଳି ବଢ଼ିବ ନିର୍ବାଚନୀ ପାରା, ଜୋରରେ ତେଜିବ ପ୍ରଚାର ଅଭିଯାନ। ବିଜେପିର ମିଶନ୍ ଓଡ଼ିଶା ଲକ୍ଷ୍ୟରେ କାଲିଠୁ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
‘ମୋର ପ୍ରିୟ କେନ୍ଦ୍ରାପଡ଼ାର ଭାଇ ଭଉଣୀମାନେ, ଆପଣମାନଙ୍କ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ..ମୁଁ ପ୍ରଭୁ ବଳଦେବଜୀଉଙ୍କୁ ପ୍ରାର୍ଥନା କରୁଛି ମୋତେ ଆଶୀର୍ବାଦ ଦେବେ କି ଯେତେ ଶୀଘ୍ର ସମ୍ଭବ ମୁଁ ପୁଣିଥରେ ମଇଦାନକୁ ଓହ୍ଲେଇକି ମୋ କେନ୍ଦ୍ରାପଡ଼ାର ଜନସାଧାରଣଙ୍କ ସହ ମିଶିପାରିବି’।
କଳା ଓ ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ। ଓଡ଼ିଆ ଅସ୍ମିତା ସମ୍ପର୍କିତ ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ୍....