• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Election Commission
ଖୁବଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ; ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ECI ଦେଲା କଡ଼ା ନିର୍ଦ୍ଦେଶ

ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।

Suhani Bhatnagar
ମେଡିସିନ୍‌ ସାଇଡ୍‌ ଇଫେକ୍ଟ ଯୋଗୁ ଆଖି ବୁଜିଲେ ‘ଦଙ୍ଗଲ’ ଫିଲ୍ମର ଅଭିନେତ୍ରୀ

ଫିଲ୍ମ ‘ଦଙ୍ଗଲ’ ରେ ବବିତା ଫୋଗଟ୍‌ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି।

Scam
କହିଥିଲେ କଲେନି, ଅସନ୍ତୋଷ ଝାଡ଼ିଲେଣି ଜନତା..

ପ୍ରଶାସନକୁ ଦିଶୁନି ? ନା ସରକାରଙ୍କୁ ଶୁଭୁନି ? ସ୍ୱାଧୀନତାର ୭୫ବର୍ଷ ପରେ ଏଇ ଉତ୍ତର ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ନିଜ କଥା ନିଜେ ବୁଝିବା ନ୍ୟାୟରେ ଏଠି ଗାଁର ଖାଲଖମା ଭର୍ତ୍ତି ମରଣଯନ୍ତାଠୁ ବଳି ରାସ୍ତାକୁ ସଜାଡୁଛନ୍ତି କିଛି ଯୁବ ସ୍ୱେଚ୍ଛାସେବୀ ।

veterinary doctors
ରାଜ୍ୟରେ ଅଜବ ଢଙ୍ଗରେ ଚାଲିଛି ସରକାରଙ୍କ ଶାସନ

ଗତ ମାସ ୧୮ ତାରିଖରୁ ସାମୂହିକ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ । ସାରା ରାଜ୍ୟରୁ ଆସୁଛି ପ୍ରାଣୀ ଚିକିତ୍ସା ଅବ୍ୟବସ୍ଥାର ପୁଳା ପୁଳା ଚିତ୍ର । କେଉଁଠି କୁକୁଡ଼ା ମରିପଡ଼ିଲେଣି ତ କେଉଁଠି ଚିକିତ୍ସା କରାଇ ନ ପାରି ଗାଇଗୋରୁଙ୍କୁ ହସ୍ପିଟାଲରୁ ଫେରାଇ ନେବାକୁ...

Wife Killed Husband
ଘରେ ପୋତିଥିଲା ସ୍ୱାମୀ ଶବ

ଏମିତି ଚାଞ୍ଚଲ୍ୟକର ଘଟଣା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ସ୍ତ୍ରୀ ନିଜ ସ୍ୱାମୀକୁ ମାରିବା ପରେ ପ୍ରମାଣ ନଷ୍ଟ ପାଇଁ ଘରେ ପୋତିଥିଲା ଶବ । ନୟାଗଡ଼ର ଏହି ଘଟଣା ଯିଏ ଶୁଣୁଛି ସିଏ ତାଜୁବ୍ । ନିଜ ପାପ ସଂପର୍କର ମୋହମାୟାରେ ପଡ଼ି ସ୍ୱାମୀଙ୍କୁ ହତ୍ୟା...

Kumbha mela
ହର ହର ମହାଦେବ ଧ୍ୱନୀରେ କମ୍ପୁଛି ଖଣ୍ଡଗିରି ପାଦଦେଶ

ହର ହର ମହାଦେବ ଧ୍ୱନୀରେ କମ୍ପୁଛି ଖଣ୍ଡଗିରି ପାଦଦେଶ । ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା । ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ନାଗାବାବା, ସାଧୁସନ୍ଥ ଓ ଶ୍ରଦ୍ଧାଳୁ ।

Election Commission
୨୪ ପାଇଁ କେତେ ପ୍ରସ୍ତୁତ ?

୨୪ ପାଇଁ କେତେ ପ୍ରସ୍ତୁତ ? ସାଧାରଣ ନିର୍ବାଚନକୁ ଆଉ ୨ ମାସରୁ କମ୍ ସମୟ । ଭୋଟ୍ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ ? ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଇସି ଟିମ୍...

Wife Killed Husband
ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ; ଟିକିଏ ଖୁସି ପାଇଁ ଭୁଲିଗଲା ୧୨ ବର୍ଷର ସମ୍ପର୍କ..

ୟେ ଏମିତି ଏକ ଘଟଣା, କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ୟେ ଏମିତି ଏକ ବୀଭତ୍ସ ଏବଂ ରକ୍ତରଂଜିତ କାହାଣୀ, ବୋଧହୁଏ କେହି କେବେ ଦେଖିନାହାଁନ୍ତି।

Election Commission
୨୪ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ସ୍ଥିତି ପରଖିଲେ ନିର୍ବାଚନ କମିଶନ, ସବୁ ଦଳଙ୍କୁ..

ସାଧାରଣ ନିର୍ବାଚନକୁ ମଝିରେ ଦୁଇ ମାସରୁ କମ୍ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଓଡ଼ିଶାରେ ଲୋକସଭା ସହ ବିଧାନସଭା ଲାଗି ବି ନିଆଯିବ ଭୋଟ। ଫଳରେ ଅଧିକ ମାନବସମ୍ବଳ ସାଙ୍ଗକୁ...

SHG Women
ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା; ଏଣିକି ପ୍ରତି SHG ସଦସ୍ୟାଙ୍କୁ ୧ ହଜାର

ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର।

108 Ambulance Driver
ସରକାରଙ୍କ ବଡ଼ ଘୋଷଣା; ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାସିକ ୫ ହଜାର

ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା ହୋଇଛି।

Engagement
ଅଷ୍ଟ୍ରେଲିଆ PM ଆନ୍ଥୋନୀ ଆଲବାନିଜଙ୍କ ନିର୍ବନ୍ଧ; ଭାଲେନଣ୍ଟାଇନ ଡେରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍

ଆଲବାନିଜଚ ନିଜର ୪ ବର୍ଷର ପାର୍ଟନର ଜୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି।

Organ Donation
ଅଙ୍ଗଦାନ କଲେ ରାଷ୍ଟ୍ରୀୟ ସମ୍ମାନରେ ଶେଷକୃତ୍ୟ

ଅଙ୍ଗଦାନ ଏକ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟ ମାନେ ଅଙ୍ଗଦାନ ପାଇଁ ସାହସିକ ନିଷ୍ପତ୍ତି ନିଅନ୍ତି।

Prafulla Mallik
ନିର୍ବାଚନ ପୂର୍ବରୁ ହାଜିରା ପକାଇଲାଣି ED; ଆଜି ପ୍ରଫୁଲ୍ଲ, କାଲି କିଏ ?

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି। ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍।

Ashwini Vaishnaw
ସମର୍ଥନ ଦେଲା, ନାମାଙ୍କନ ବେଳେ ଅନୁପସ୍ଥିତ ରହିଲା; ବୁଝାପଡୁନି ‘B’ ପଲିଟିକ୍ସ

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା

Sarfaraz Khan
ମିଳୁନଥଲା ସୁଯୋଗ; ପୁଅ ମୁଣ୍ତରେ ଟିମ୍‌ ଇଣ୍ତିଆ କ୍ୟାପ୍‌ ଦେଖି କାନ୍ଦି ପକାଇଲେ ବାପା

ଅପେକ୍ଷାର ଅନ୍ତ ଘଟିଲା। ସ୍ୱପ୍ନ ବି ପୂରଣ ହେଲା। ବାପା ଦେଖିଥିବା ସ୍ୱପ୍ନକୁ ଶେଷରେ ପୁଅ ସାକାର କରି ଦେଖାଇଲା। ଘରୋଇ କ୍ରିକେଟ୍‌ ହେଉ ବା ଇଣ୍ତିଆ A ପକ୍ଷରୁ ବାରମ୍ବାର ଦମଦାର ପ୍ରଦର୍ଶନ ସତ୍ତ୍ୱେ BCCI ଆଖିରୁ ଅଣଦେଖା ହେଉଥିବା ସର୍ଫରାଜ ଖାନଙ୍କୁ ଆଜି ଟିମ୍‌ ଇଣ୍ତିଆର...

Mimi Chakraborty
TMC ରେ ଅସନ୍ତୋଷ ! ସାଂସଦ ପଦରୁ ଇସ୍ତଫା ଦେଲେ ମିମି ଚକ୍ରବର୍ତ୍ତୀ

ତୃଣମୂଳ କଂଗ୍ରେସ ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।

Ayodhya Train
ପୁରୀରୁ ଅଯୋଧ୍ୟା ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

ଜୁଲାଇ କିମ୍ବା ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

SECL Recruitment
SECL Recruitment 2024: ଖାଲି ପଡ଼ିଛି ୧୪୨୫ ପୋଷ୍ଟ..ଜାଣନ୍ତୁ ଆବେଦନର ଶେଷ ତାରିଖ..

SECL (ସାଉଥ୍‌ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୧୪୨୫ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Lightning Death
ଫୁଟବଲ୍‌ ମ୍ୟାଚ୍‌ରେ ମାରିଲା ବିଜୁଳି; ଟଳିପଡ଼ିଲେ ଖେଳାଳି, ଭିଡିଓ ଭାଇରାଲ

ଇଣ୍ତୋନେସିଆର ଫୁଟବଲ୍‌ ଖେଳାଳି ସେପ୍ଟେନ୍‌ ରାହାର୍ଜା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।