• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

INS Vikrant
ଭାରତୀୟ ନୌସେନାକୁ ବିକ୍ରାନ୍ତ ବଳ, ଉନ୍ମୋଚିତ ହେଲା ନେଭିର ନୂଆ ପତାକା

ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ ।

Special POCSO Judge
କେମିତି ହେଲା ଜଜ୍‌ଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ଆଉ କିଛି !

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।

Akhsay Kumar Mohanty Death
ଆରପାରିରେ ଆଉ ଜଣେ ଅକ୍ଷୟ ମହାନ୍ତି

ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ସାତଟା ସମୟରେ ପରଲୋକ ଘଟିଛି...

Baliyatra
ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବ କି ଐତିହାସିକ ବାଲିଯାତ୍ରା ?

ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ପ୍ରସିଦ୍ଧ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରିବେ କି ସରକାର?

Husband slapped Wife
ଲୋକଙ୍କ ସାମ୍ନାରେ ମହିଳା MLAଙ୍କୁ ଶକ୍ତ ଚାପୁଡ଼ା ଦେଲେ ସ୍ୱାମୀ

ସ୍ୱାମୀଙ୍କ ନିର୍ଯାତନର ଶିକାର ହୋଇଛନ୍ତି ପଞ୍ଜାବରେ କ୍ଷମତାସୀନ ଆପ୍‌ର ବିଧାୟିକା ବଲଜିନ୍ଦର କୌର। ଘର ଅଗଣାରେ ବଲିଜନ୍ଦରଙ୍କୁ ମାଡ଼ ମାରିଛନ୍ତି ତାଙ୍କ ସ୍ୱାମୀ।

Minor Boy
କି ଦୁର୍ଭାଗ୍ୟ ! ବିନା ଦୋଷରେ ଜେଲ ଗଲା ୩ ବର୍ଷର ପୁଅ

ଦୋଷ କଲେ ବାପା-ମାଆ। ହେଲେ ଜେଲ ଗଲା ୩ ବର୍ଷର ପୁଅ। ବାପା-ମାଆଙ୍କ ଯିବା ପରେ ଏବେ ଅନାଥ ପରି ବଂଚୁଛନ୍ତି ୪ ଛୁଆ। ଆଉ ସିନ୍‌ ରିକ୍ରିଏସନ୍‌ ପାଇଁ ମାଆ ଆସିଥିଲା ବେଳେ ପିଲାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲା। ହେଲେ ପିଲାଙ୍କୁ ନିଜ ସାଥୀରେ...

J P Nadda
ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ସେପ୍ଟେମ୍ବର ମାସରେ ଓଡିଶା ବିଜେପି ପକ୍ଷରୁ ହେବ ପ୍ରଶିକ୍ଷଣ ଶିବିର ।

Lovers Death
ଜଙ୍ଗଲରେ ଝୁଲିଛି ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

Puri MLA Jayant Sarangi
ଆଲୋ ଆଲୋ...ବନ୍ୟା ପାଣିରେ ଲୋକଙ୍କୁ ବିଧାୟକ ପଚାରୁଛନ୍ତି ସରକାର କଣ ଆସିନାହାନ୍ତି?

ଆଲୋ ଆଲୋ ଇଏ କଣ? ତୁମକୁ ତ ଭୋଟ୍‌ ଦେଲେ ଲୋକେ...ତୁମେ କିଆଁ ପଚାରୁଛ, ସରକାର ଆସିନାହାନ୍ତି? ସରକାର ତ ସରକାର ପୁଣି ମେନ୍‌ କି ଓମେନ୍‌ କଣ କିରେ ନାରଣ?

Nuakhai festival
ସରପଞ୍ଚ ହେବ ତ ଏମିତି ! ନୂଆଁଖାଇ ପାଇଁ ଗରିବ ଲୋକଙ୍କୁ ବାଣ୍ଟିରେ ଶାଢି

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି। ଦେଖନ୍ତୁ ଏ ସବୁ ପାଇବା...

Old Lady Live In Toilet
ପଚାରୁନାହାନ୍ତି ପୁଅ-ବୋହୂ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ

୮ଫୁଟ୍‌ ଉଚ୍ଚ, ୪ ଫୁଟ ଚଉଡା ହେବ କି ନାହିଁ ପାଇଖାନା । କିନ୍ତୁ ସେହି ପାଇଖାନା ଭିତରେ ରହୁଛନ୍ତି ଜଣେ ବୃଦ୍ଧା ।

Deaf Making Ganesh Idol
କହି ପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି, ତଥାପି ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି

ଦିବ୍ୟାଙ୍ଗ ସତ ହେଲେ ଅକ୍ଷମ ନୁହନ୍ତି । କାନକୁ ଶୁଣାଯାଉନି କି ପାଟିରୁ ପଦଟେ କଥା ବି ବାହାରୁନି, ହେଲେ ବି ଦୁଇ ହାତରେ ଗଢ଼ି ଦେଉଛନ୍ତି ଚମତ୍କାର ମୂର୍ତ୍ତି ।

Old Lady Live In Toilet
ଲୁହଲହୂ ଏକାକରି ପାଳିଥିବା ମା’କୁ ପାଇଖାନାରେ ଶୁଆଇଦେଲେ ଦୁଇ ପୁଅ

ପୁଅ-ବୋହୂ ପଚାରୁନାହାନ୍ତି...୭୦ ବର୍ଷ ବୟସରେ କାମ କରି ଖାଇବାକୁ ଅଂଟାରେ ଆଉ ବଳ ବି ନାହିଁ। ଭାତ ସାଙ୍ଗରେ କଷ୍ଟେମଷ୍ଟେ ଖାଉଛନ୍ତି ଶାଗ। ଘରନାହିଁ କି ଦୁଆର ନାହିଁ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ..

Deaf Making Ganesh Idol
ଠାରରେ ଠାରରେ ତିଆରି କରିଦେଲେ ଗଣେଶ ମୂର୍ତ୍ତି

ବାକ୍‌ଶକ୍ତି ଦୁର୍ବଳ ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ବୁଝି ପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ ।

Nuakhai
‘ଟଙ୍କା ଥାଉ କି ନଥାଉ ମିଳିମିଶି ନୂଆ ଖାଇବା’

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି।

Ganesh Puja
ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ପେଣ୍ତାଲ

ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ...

Idol Making
ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଊଷା ଜାତୀୟ ରାଜପଥରେ କଡରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଗଢୁଛନ୍ତି ଗଣେଶ ମୂର୍ତ୍ତି ।

5 Die in Mishap
ଉଜୁଡ଼ିଗଲା ୫ ପରିବାର..କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ତ

ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ। ଏକା ସାଙ୍ଗରେ ୫ ଜଣଙ୍କ ପାଇଁ କୋକେଇ ବନ୍ଧା ହେଲା, ଗାଁ ଶ୍ମଶାନରେ ଜୁଇ ବି ଜଳିଲା। ମହୁଲ ତେଲ ପେଡିବା ହେଲା କାଳ...ରାସ୍ତା ଉପରେ ଚାଲି ଗଲା ୫ ଜଣଙ୍କ ପ୍ରାଣ। ଦେଖନ୍ତୁ ଆତ୍ମୀୟ ସୋଜନଙ୍କୁ ହରାଇ କେମିତି କାନ୍ଦୁଛି...

Garbage Problem
ଅଳିଆ ବିବାଦ ତୁଟାଇବା ପାଇଁ ୯ ମାସ ସମୟ ମାଗିଛୁ: ଉଷା ଦେବୀ

ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି।

Babri Masjid Demolition
ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ

ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।