• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

PM Narendra Modi
ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆଜି ରାଜକୀୟ ଅନ୍ତିମ ସତ୍କାର ହେବ। ଏଥିରେ ସାମିଲ ହେବା ପାଇଁ ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୋକିଓରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେ ଶ୍ରଦ୍ଧାଞ୍ଜଳି ଜଣାଇବେ।

E-bike showroom
ବମିଖାଲ ଇ-ସ୍କୁଟର ସୋରୁମ୍‌ରେ ଅଗ୍ନିକାଣ୍ତ

ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

NASA
ସଫଳ ହେଲା ଡାର୍ଟ ମିସନ୍‌; ପୃଥିବୀକୁ ମାଡ଼ି ଆସୁଥିବା ଡିମୋରଫସ୍‌କୁ ଧକ୍କା ଦେଲା ନାସା ସ୍ପେସକ୍ରାଫ୍ଟ

ସଫଳତାର ସହ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଇଛି ନାସାର ସ୍ପେସକ୍ରାଫ୍ଟ୍ ।

Weather Update
ଅକ୍ଟୋବର ୧ରୁ ବଢ଼ିବ ବର୍ଷା!

ଆସନ୍ତାକାଲି ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Barabati Stadium
ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଚାଲିଛି ବାରବାଟୀରେ ଟିକେଟ୍ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ ।

Teacher becomes farmer
ଚାକିରିରୁ ଅବସର ପରେ ସଉକ୍‌ ଭୁଲିନାହାନ୍ତି ପୂର୍ଣ୍ଣଚନ୍ଦ୍ର; ଛାତ ଉପରେ କରୁଛନ୍ତି ଅଙ୍ଗୁର ସହ ସେଓ ଚାଷ

ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ

Electricity
ଡିବିରି ଆଲୁଅରେ ବିତୁଛି ଜୀବନ; ସାତ ସପନ ହୋଇପଡ଼ିଛି ବିଜୁଳିବତୀ

କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ ।

Babushaan Mohanty
ସୁସ୍ଥ ହେଲେ ଅଭିନେତା ବାବୁସାନ; ଡିସ୍‌ଚାର୍ଜ ବେଳେ ସାଥିରେ ଥିଲେ ପତ୍ନୀ ତୃପ୍ତି

ପ୍ରାୟ ସପ୍ତାହେ ପରେ ଆଜି ବାବୁସାନ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ।

Dhamnagar
ଧାମନଗର ଉପନିର୍ବାଚନ: ପଦ୍ମ ଗଡ଼କୁ ହାତେଇବା ପାଇଁ ବିରୋଧୀଙ୍କ ଅଙ୍କକଷା

ଧାମନଗର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳ । ପଦ୍ମ ଗଡ଼କୁ ହାତେଇବା ଲକ୍ଷ୍ୟରେ ଶାସକ ବିଜେଡ଼ି କଂଗ୍ରେସ ବି ଟକ୍କର ଦେବାକୁ ତିଆରି କଲାଣି ରଣନୀତି ।

Roger Federer, Rafa Nadal, Virat Kohli
ଫେଡରର୍‌ଙ୍କ ପ୍ରତି ନାଡାଲ୍‌ଙ୍କ ଭଲପାଇବା ଦେଖି ଭାବବିହ୍ୱଳ ହେଲେ କୋହଲି

ସରିଛି ରୋଜର ଫେଡରରଙ୍କ ଯୁଗ। ଟେନିସକୁ ଅଲିବଦା କହିଛନ୍ତି କିମ୍ବଦନ୍ତୀ ଫେଡେରର।

Mobile Phone Found
ମିଳିଲା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲ୍‌: ଏବେ ସାମ୍ନାକୁ ଆସିବ ମୃତ୍ୟୁ ପଛର ଗୁମର

ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Modern-day Shravan Kumar
ନିଜର ସବୁ ସ୍ୱପ୍ନକୁ ଚୁର୍‌ମାର୍‌ କରି ବାପାଙ୍କ ଆଶାବାଡ଼ି ସାଜିଛି ପୁଅ

ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍‌ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର...

CCTV Footage
ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଟୁଇଷ୍ଟ ଆଣିଲା ସିସିଟିଭି ଫୁଟେଜ୍

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ପଡ଼ୋଶୀ ଘରେ ଲାଗିଥିବା ସିସିଟିଭିରୁ ମିଳିଲା ବଡ଼ ସୁରାକ ।

Sachin Tendulkar
ଲିଜେଣ୍ତସ୍‌ କ୍ରିକେଟ୍‌ରେ ସଚିନ୍‌ଙ୍କ ଜଲୱା; ଫ୍ୟାନ୍ସ କହିଲେ ‘ଆମେ ୧୯୯୮ ମସିହାରେ ଅଛୁ’

ଲିଜେଣ୍ତସ୍‌ କ୍ରିକେଟ୍‌ର ୧୪ତମ ମ୍ୟାଚ୍‌ ଇଣ୍ତିଆ ଲିଜେଣ୍ତସ୍‌ ଓ ଇଂଲଣ୍ତ ଲିଜେଣ୍ତସ୍‌ ମଧ୍ୟରେ ଦେହରାଡୁନ୍‌ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଲିଟିଲ୍‌ ମାଷ୍ଟର ସଚିନ ତେନ୍ଦୁଲକର୍‌ ନିଜର ପୁରୁଣା ଅନ୍ଦାଜରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି ।

Look Out Notice
ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଦେବାକୁ କହି ୨୦ କୋଟିର ଠକେଇ; ବିଲ୍ଡରଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି

ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା ।

HSRP Deadline
ସରିଆସୁଛି ଡେଡ୍‌ଲାଇନ୍, ବଢ଼ୁଛି ଟେନସନ୍‌; ମାସେ ପରେ ମିଳୁଛି ବୁକିଂ ଡେଟ୍‌

ବଡ଼ ଗଡ଼ବଡ଼ ନମ୍ବର ପ୍ଲେଟ୍ ଅଙ୍କ । ବିଗିଡ଼ିଯାଇଛି ଗଣିତ । ଆବେଦନର ସପ୍ତାହକ ମଧ୍ୟରେ ମିଳୁନି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ସେପଟେ ସମୟ ଯେତେ ଗଡ଼ୁଛି, ଗାଡ଼ି ମାଲିକଙ୍କ ଚିନ୍ତା ସେତେ ବଢ଼ୁଛି ।

Bali Yatra
ବାଲିଯାତ୍ରାକୁ NGTର ଛାଟ, ୩୪ ଏକର ଜମିରେ ହେବ ଆୟୋଜନ

କେବଳ ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ। ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ। ଅବଶିଷ୍ଟ ୩୯୨ ଏକର ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ।

Commisionorate Police
ସାବଧାନ! ଏଥର ଦଶହରା ଖଟି ମନା, ପୋଲିସ ଚାହିଁ ରହିଛି

ପୂଜା ପୂର୍ବରୁ ସାବାଡ ହେବେ କ୍ରିମିନାଲ। ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍। ଦଶହରାକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ କରାଯାଇଛି।

IND vs AUS
ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ ଦେଖାଇବ ଭାରତ; ମଇଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ..

ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରୁ ପ୍ରଥମ ମ୍ୟାଚ୍‌ଟି ହାରିଯିବା ପରେ ଏବେ ଟିମ୍‌ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍‌ ଜିତିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

Amitabh Bachchan
ନାତୁଣୀର ରାଗ ଥଣ୍ତା କରିବାକୁ କ’ଣ କରନ୍ତି ବିଗ୍‌ ବି ଅମିତାଭ୍‌ ?

ନିକଟରେ ପପୁଲାର୍‌ ଶୋ’ ‘କୋନ୍‌ ବନେଗା କରୋଡପତି’ ରେ ଅମିତାଭ୍‌ ଆରାଧ୍ୟାଙ୍କ ସହ ବିତାଇଥିବା କିଛି ମୂଲ୍ୟବାନ ସମୟ କଥା ସମସ୍ତଙ୍କୁ କହିଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।