Advertisment

ଟ୍ୱିନସିଟିରେ ଜିରୋନାଇଟ ପ୍ରସ୍ତୁତି

ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ ।

author-image
Manoranjan Behera

ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ ।

Advertisment
Commissionerate Police Zero Night Celebrations
Advertisment
Advertisment