• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

mann ki baat
'ମନ କି ବାତ୍'ର ଶତକ ଅଧ୍ୟାୟ ଶୁଣିବାକୁ ଦେଶବ୍ୟାପୀ ଉତ୍ସାହ

ଦିଲ୍ଲୀରୁ ପଲ୍ଲୀ, ନେତା-ଜନତାଙ୍କଠୁ ସେଲିବ୍ରିଟି: 'ମନ କି ବାତ୍'ର ଶତକ ଅଧ୍ୟାୟ ଶୁଣିବାକୁ ଦେଶବ୍ୟାପୀ ଉତ୍ସାହ, ୪ ଲକ୍ଷ ବୁଥରେ ବିଜେପି କଲା ବ୍ୟାପକ ଆୟୋଜନ, ବିଦେଶରେ ବି ଲୋକଙ୍କ ମନକୁ ଛୁଇଁଲା ମୋଦିଙ୍କ ମନର କଥା

Jharsuguda By-poll
ଝାରସୁଗୁଡ଼ା ଦଖଲ ପାଇଁ ବୁଥ୍ ମ୍ୟାନେଜମେଣ୍ଟ ଉପରେ ତିନି ଦଳର ଫୋକସ୍

ଦଳୀୟ କର୍ମକର୍ତ୍ତାଙ୍କୁ ବିଜେପି ପ୍ରଭାରୀ ବଂଶଲ ଦେଲେ ବୁଥ୍ ପରିଚାଳନା ମନ୍ତ୍ର, ବୁଥୱାରୀ ଦଳୀୟ ସ୍ଥିତିର ସମୀକ୍ଷାକୁ ଗୁରୁତ୍ୱ ଦେଉଛି ବିଜେଡି, କଂଗ୍ରେସ ବି ଭିଡ଼ିଛି ଅଣ୍ଟା

divyang man walks long way for pension in koraput village
ଭତ୍ତା ପାଇଁ ଦିବ୍ୟାଙ୍ଗ ସହୁଛନ୍ତି ନର୍କ ଯନ୍ତ୍ରଣା

୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି

100-year-old Ramben blesses PM Modi
ନ୍ୟୁଜିଲାଣ୍ଡରେ ‘ମନ୍ କି ବାତ୍’ ଶୁଣିଲେ, ପୋଷ୍ଟରରେ ହାତ ମାରି ମୋଦିଙ୍କୁ ଆଶୀର୍ବାଦ ଦେଲେ ଶତାୟୁ ମହିଳା

ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।

Baijayant Jay Panda
ମୋଦି ସାରା ବିଶ୍ୱରେ ଲୋକପ୍ରିୟ ଜନନେତା: ବୈଜୟନ୍ତ

କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି।

Snake bite victim reaches hospital carrying reptile in Basudevpur
ସାପକୁ ଧରି ମେଡିକାଲରେ ପହଞ୍ଚିଲେ ମହିଳା ରୋଗୀ

ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

veteran BJD leader N Bhaskar Rao
ନକ୍ସଲଙ୍କୁ ବଟି ଦେଉଛନ୍ତି ବିଜେଡି ନେତା, ଟ୍ରକ ମାଲିକ ସଂଘର ଅଭିଯୋଗ ପରେ ତଦନ୍ତ ଦାବି କଲେ ବିରୋଧୀ

ବିଜେଡି ନେତାଙ୍କର ଯେ କେତେ ରୂପ ତାହା ଗୃହ ମନ୍ତ୍ରୀଙ୍କୁ ପଚାରିଲେ ଜଣାପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ।

IAS Ranjan Kumar Das
ରଂଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।

Sanjay Das Burma
ସଂଜୟ ଦାସବର୍ମାଙ୍କୁ ନବୀନ ନିବାସ ଡାକି ଟିକଟ୍ ଅଫର ଚର୍ଚ୍ଚା

ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା ପଡ଼ିଲେ? କିଛି ପ୍ୟାଚ୍ ଅପ୍ ପାଇଁ ଉଦ୍ୟମ ହେଉଛି କି ? କେବଳ ଦଳ ନୁହେଁ ରାଜ୍ୟ ରାଜନୀତିରେ ବି ଏସବୁ ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା। ତାର କାରଣ ବି କିଛି ରହିଛି।

Sambalpur Violence
ସମ୍ବଲପୁର ହିଂସା: ଗୁଇନ୍ଦା ରିପୋର୍ଟକୁ ଅଣଦେଖା; OTV ହାତରେ ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ  

ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି।

Weather Update
ଆସିବ କି ଖରାଦିନିଆ ବାତ୍ୟା ? ମେ' ପ୍ରଥମ ସପ୍ତାହରୁ ଆସୁଛି ଲଘୁଚାପ

ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ପ୍ରାକ୍ ମୌସୁମୀ ସମୟର ମେ ଓ ମୌସୁମୀ ପରବର୍ତ୍ତୀ ନଭେମ୍ବର ମାସ ହେଉଛି ବାତ୍ୟାର ସବୁଠୁ ପ୍ରକୃଷ୍ଟ ସମୟ। ଏପରିକି ମେ ରେ ଫନି, ୟଶ, ଅମ୍ପନ ଭଳି ବାତ୍ୟା ରାଜ୍ୟକୁ ଲଗାତର ଭାବେ ପ୍ରଭାବିତ କରିଛି।

JEE Main Result
JEE ମେନ୍‌ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ, ସେମାନେ ସେମାନଙ୍କର ରେଜଲ୍ଟ କେମିତି ଜାଣିବେ....

IG shares important info on naxal attack
ଦାନ୍ତେୱାଡାରେ ନକ୍ସଲ ହମ୍‌ଲା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଆଇଜି

ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍‌ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

shopkeeper bites of customer ear
ବାକି ମାଗିବାରୁ ରାଗିଗଲେ ଦୋକାନୀ, ଦାନ୍ତରେ କାମୁଡି ଛିଣ୍ଡାଇଦେଲେ ଗ୍ରାହକଙ୍କ କାନ

ବାକିରେ ପରିବା ନଦେବାରୁ ଜଣେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି...

Sambalpur Violence
ସମ୍ବଲପୁର ହିଂସା: ହିନ୍ଦୁ ସମାଜ ପ୍ରତି ଅତ୍ୟାଚାର ବଢୁଛି କହିଲେ ଧର୍ମେନ୍ଦ୍ର

ସମ୍ବଲପୁର ହିଂସାକୁ ନେଇ ଥମୁନି ବିବାଦ। ଏଥିପାଇଁ କିଏ କରିଥିଲା ଷଡ଼ଯନ୍ତ୍ର? ପୋଲିସ, ଗୁଇନ୍ଦା, ଓ ପ୍ରଶାସନିକ ବିଫଳତା ଦାୟୀ କି?

ବନ୍ଦେ ଭାରତ ଏକ୍ସପ୍ରେସ୍‌
ଓଡ଼ିଶାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଟ୍ରେନ୍‌ ଭିତର ଦୃଶ୍ୟକୁ ଉପଭୋଗ କଲେ ଯାତ୍ରୀ

ସଫଳତାର ସହ ସରିଲା ପ୍ରଥମ ଟ୍ରାଏଲ୍ ରନ୍। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହାୱଡାରୁ ପୁରୀ ପହଞ୍ଚିବାକୁ ଏହାକୁ ଲାଗିଥିଲା ୬ ଘଣ୍ଟା ୨୫ ମିନିଟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସେମି ହାଇସ୍ପିଡ୍ ଟ୍ରେନରେ ରହିଛି ଅଟୋମେଟେଡ୍ କ୍ଲୋଜିଂ ଡୋରଠୁ ନେଇ ୧୮୦ ଡିଗ୍ରୀ ଘୁରୁଥିବା ସିଟ୍...

Sudan Returnee
ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।

Self-styled Godman arrested
ଗୁପ୍ତଧନ ଆଳରେ ତନ୍ତ୍ରବିଦ୍ୟାର ମିଛ ନାଟକ: କଟକରେ ଭଣ୍ଡ ମୌଲାନା ଗିରଫ

ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍।

Jharsuguda bypoll
ଝାରସୁଗୁଡ଼ା ଉପନିର୍ବାଚନ: କାହା ପାଖକୁ ଯିବ ଆଦିବାସୀ ଓ ଅଘରିଆ ଭୋଟ୍ ?

କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।

Here's what Deepali Das says about father Naba Das' death
ନ୍ୟାୟ ମିଳିବା କଥା ଯାହା କହୁଛନ୍ତି, ଭଗବାନ ଅଛନ୍ତି: ଦୀପାଳି ଦାସ

ବାପା ତ ଚାଲିଗଲେ, ତାଙ୍କୁ ତ ଆଉ ଫେରାଇ ଆଣି ହେବନି। କାରଣ ଯାହା ବି ଥାଉ, ଏହା ବିଧିର ବିଧାନ ଥିଲା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।