• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Patients suffer due to scarcity of sheds at SCB hospital in Cuttack
ବିଶ୍ୱସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ: ଧୂ ଧୂ ଖରାରେ ସିଝୁଛି ରୋଗୀଙ୍କ ଜୀବନ

ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି।

Shiv Sena will leave the Maharashtra government
ଶିବସେନାର ଚେତାବନୀ: ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ମିଶିଲେ ଆମେ ସରକାରରୁ ଓହରିଯିବୁ

ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି

OTV Cares holds counselling for tailoring course
ଓଟିଭି କେୟାର୍ସ ପକ୍ଷରୁ ଟେଲରିଂ ପାଇଁ କାଉନସେଲିଂ ଆରମ୍ଭ

ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...

OTV Cares
ଓଟିଭି କେୟାର୍ସ ପକ୍ଷରୁ ଡାଟା ଏଣ୍ଟ୍ରି ପାଇଁ କାଉନସେଲିଂ, ମେ ୧ରୁ କୋର୍ସ ଆରମ୍ଭ

ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...

Girl with Indian flag painted on face denied entry into Golden Temple
ଯୁବତୀଙ୍କ ଗାଲରେ ତ୍ରିରଙ୍ଗା ଚିତ୍ର ଥିବାରୁ ସ୍ୱର୍ଣ୍ଣ ମନ୍ଦିରକୁ ବାରଣ, କ୍ଷମା ମାଗିଲେ କର୍ତ୍ତୃପକ୍ଷ

ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

Tension erupts at Maharishi College in Bhubaneswar
ମହର୍ଷି କଲେଜରେ ତୁମୁଳକାଣ୍ଡ: କଲେଜରେ ପଶି ରଡ୍‌ରେ ପିଟିଲେ ଅଣଛାତ୍ର

ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ୱ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ।

ଅଲିଭ ରିଡଲେ
ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ ରିଡଲେ କଇଁଛ, ମଜା ନେଉଛନ୍ତି ପର୍ଯ୍ୟଟକ

ଅଲିଭ୍ ରିଡଲେ କଇଁଛଙ୍କର ନିଜ ଜନ୍ମସ୍ଥାନ କହିଲେ ସମୁଦ୍ର ବେଳାଭୂମି। ଏବେ ସମୟ ଆସିଛି... ଅଣ୍ଡାରୁ ଫୁଟି ବାହାରିବା ପରେ କୂଳରେ ବିଚରଣ କରୁଛନ୍ତି ଛୋଟ ଛୋଟ ଅଲିଭ ରିଡଲେ। ଦେଖନ୍ତୁ ଋଷିକୂଲ୍ୟା ବେଳାଭୂମିର କିଛି ଝଲକ୍...

Nuapada Tiger
ନୂଆପଡ଼ାରେ କାବୁ ହେଲା କଲରାପତରିଆ

ମାସେ ବ୍ୟାପୀ ବାଘ ଆତଙ୍କ ଭିତରେ ନୂଆପଡ଼ାରେ କାବୁ ହେଲା କଲରାପତରିଆ। ଅସୁସ୍ଥ ବାଘକୁ ନେଇ ଚିକିତ୍ସା କରୁଛି ବନ ବିଭାଗ, ସନ୍ ଷ୍ଟ୍ରୋକରୁ ମୁର୍ଛା ଯାଇଥିବା ଅନୁମାନ, ସେପଟେ ପୁଣି ଏକ ବାଛୁରୀ ଶିକାର ପରେ ସ୍ଥାନୀୟ ଲୋକଙ୍କ ଆଶଙ୍କା, ଅଛନ୍ତି ଆହୁରି ବାଘ।

Budri Kirsani
ବିଦେଶ ଯିବେ ବଣ୍ଡା ଛାତ୍ରୀ ବୁଦ୍ରି କିର୍ସାନୀ

ମାଲକାନଗିରି ବଣ୍ଡାଘାଟିରୁ ଦୁବାଇ... ଆଇଟିଆଇରେ ଅଧିକ ଜ୍ଞାନ ଆହରଣ ପାଇଁ ବିଦେଶ ଯିବେ ବଣ୍ଡା ଛାତ୍ରୀ ବୁଦ୍ରି କିର୍ସାନୀ... ରାଜ୍ୟର ୫ ଛାତ୍ରଛାତ୍ରୀଙ୍କ ଭିତରେ ନିଜ ନାଁ ଥିବାରୁ ଖୁସିରେ ବିଭୋର...ସାରା ଜିଲ୍ଲା ପାଇଁ ଆଣିଲେ ଗୌରବ।

Sambalpur violence
ସମ୍ବଲପୁରର ସ୍ଥିତି ଉପୁଜିବା ପ୍ରି-ପ୍ଲାନ୍ଡ: ଏସପି

କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି, ଏସପି କହିଲେ ଅଘଟଣ ଥିଲା ପ୍ରି-ପ୍ଲାନ୍ଡ। ଏଯାଏଁ ୭୯ ଗିରଫ, ସ୍ଥିତି ସମୀକ୍ଷା କଲେ ରାଜସ୍ବ ବିଭାଗ ACS, ଏପଟେ ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଥିବା କହି ବର୍ଷିଲେ ଗିରିରାଜ।

Union Minister Giriraj Singh reacts to corruption in PMAY, MGNREGA schemes in Odisha
ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପି ଦେଲା କଡ଼ା ଚେତାବନୀ

ପିଏମ୍ ଆବାସ ଯୋଜନାକୁ ନେଇ ପୁଣି ବିବାଦ। ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପିର କଡ଼ା ଚେତାବନୀ। ବର୍ଷା ପୂର୍ବରୁ କାର୍ଯ୍ୟାଦେଶ ନମିଳିଲେ ରାଜରାସ୍ତାରେ ନିଆଁ ଜଳିବା ଧମକ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବି ଝାଡ଼ିଲେ ଅସନ୍ତୋଷ। ଜବାବ ରଖିଲା ବିଜେଡି।

Three-member judicial commission set up to probe Atiq killing
୨୦୦୪ରେ ଆତିକ୍ କରିଥିଲା ନିଜ ମୃତ୍ୟୁର ଭବିଷ୍ୟବାଣୀ, ୧୯ ବର୍ଷ ପରେ ସତ ହେଲା ଆତିକର କଥା

ମାଫିଆ ଡନ୍‌ ଅତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଡାକ୍ତରୀ ପରୀକ୍ଷା ପାଇଁ ଅତିକ୍ ଅହମ୍ମଦଙ୍କୁ ନିଆଯାଉଥିଲା । ସେହି ସମୟରେ ପୋଲିସ ଗାଡି ଉପରେ ମଧ୍ୟ...

Hanuman Jayanti violence in Sambalpur
ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?

Sambalpur violence
କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ?

ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ।

Man Kills Girlfriend, Moments After Celebrating Her Birthday
କେକ୍‌ ଖୁଆଇବା ପରେ ଗର୍ଲଫ୍ରେଣ୍ଡ୍‌ର ଗଳା କାଟିଦେଲା ପ୍ରେମିକ

ଏକାଠି ହୋଇ ସାରା ଦିନ ବିତାଇବା ପରେ ପ୍ରେମିକା ପାଇଁ କେକ୍‌ ଆଣିଥିଲେ ପ୍ରେମିକ କିନ୍ତୁ ତାପରେ ସବୁ ଓଲଟପାଲଟ ହୋଇଗଲା।

odia new year celebration
ଓଡ଼ିଆ ନବ ବର୍ଷ: ଗାଁଠୁ ସହର ଜମିଲା ପଣାପାଣିର ଆସର

ଆଜି ହେଉଛି ଓଡ଼ିଆ ନବ ବର୍ଷର ପ୍ରଥମ ଦିନ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ସାଙ୍ଗକୁ ଦଣ୍ଡପର୍ବ ମଧ୍ୟ ଅନୁଷ୍ଠିତ ହୋଇଛି।

New Panjika
ଆସିଲା ନୂଆ ପଞ୍ଜିକା: ପୂର୍ବଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟର ଆଶଙ୍କା

ଉତ୍କଳୀୟ ନବବର୍ଷ ଅବସରରେ ଆଜିଠୁ ରାଜ୍ୟରେ ପ୍ରଚଳନ ହୋଇଛି ନୂଆ ପଞ୍ଜିକା। ଗ୍ରହ ଚଳନକୁ ଦୃଷ୍ଟିରେ ରଖି ଏ ବର୍ଷ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ନେଇ ଅନେକ ନୂଆ ସମାଚାର ଆଣିଛି ନୂଆ ପାଂଜିକା।

Single Working Woman Can Adopt Child: Bombay HighCourt
ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ଏକାକୀ ରହୁଥିବା କର୍ମଜୀବୀ ମହିଳା: ବମ୍ବେ ହାଇକୋର୍ଟ

ଏ ସମ୍ପର୍କିତ ଏକ ଆବେଦନକୁ ଖାରଜ କରିଦେଇଥିଲେ ଜିଲ୍ଲା କୋର୍ଟ।

Bomb squad defuses recovered bombs from Konark Express train in Bhubaneswar
କୋଣାର୍କ ଏକ୍ସପ୍ରେସରୁ ବିସ୍ଫୋରକ ଜବତ

ଭୁବନେଶ୍ବର ଷ୍ଟେସନରୁ ଜବତ ହୋଇଥିଲା ଏହି ବିସ୍ଫୋରକ 

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।