ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?
ସମୟର ଚକ୍ର ଏମିତି ବୁଲିଗଲା ଯେ, ଆଜି ମା’ର ଜୀବନ ଗଲା ଗଲା, ଏହି ଦୁଇ ପିଲା ବି ଚାଲିଗଲେ ଆରପାରିକୁ। ବୁକୁ ଫଟାଇ ଆଈ କାନ୍ଦୁଛନ୍ତି।
ଜାଣନ୍ତୁ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ କେତେ ରଖାଯାଇଛି।
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।
ସିଏମ୍ ପଦ ଲାଗି ଏବେ ଦୌଡ଼ରେ ଦୁଇ ପ୍ରମୁଖ ଦାବିଦାର। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଅନ୍ୟଜଣେ ରାଜ୍ୟ ପିସିସି ସଭାପତି ଡିକେ ଶିବକୁମାର। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବା ଲାଗି ନିଜ ନିଜ ସମର୍ଥକଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା।
ବିଜେଡି ସରକାର ମହିଳା ବିରୋଧୀ ଓ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ଢଙ୍ଗରେ ବିଜେଡି ସରକାରକୁ ଘନଘନ ନିଶାନା କରୁଛି, ତାର କାଉଣ୍ଟର ଲାଗି ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଆପଣାଇଥିବା ଚର୍ଚ୍ଚା ହେଉଛି।
୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି। ଆଉ କଂଗ୍ରେସ୍ ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍।
ଖାଲି ବାଲେଶ୍ବର ନୁହେଁ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଆଦିବାସୀ ଗାଁକୁ ବି ଦ୍ବିତୀୟ କର୍ମକ୍ଷେତ୍ର ଭାବେ ବାଛିଛନ୍ତି ଶିକ୍ଷକ ଗଣେଶ ଜେନା। ଯାହାକୁ ଅଭିଭାବକମାନେ ବି ବେଶ୍ ପ୍ରଶଂସା କରୁଛନ୍ତି।
ପିଲାମାନେ cisce.org ଓ results.cisce.org ସାଇଟରେ ରେଜଲ୍ଟ ଦେଖିପାରିବେ । ଡିଜିଲକର ଓ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ ।
ଆଗକୁ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ଦ୍ୱିମୁଖୀ ଲଢେଇ ହେବା ଏକ ପ୍ରକାର ଜଳ ଜଳ ଦିଶୁଛି
ମ୍ୟାଟ୍ରିମୋନିରୁ ପରିଚୟ ହେବା ପରେ ଗତ ଅକଟୋବର ୨୩ରେ ହରିହରଙ୍କ ସହ ହୋଇଥିଲା ନିର୍ବନ୍ଧ। ପରେ ଫେବ୍ରୁୟାରୀ ୯ରେ ବୈଦିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା କିନ୍ତୁ ପରେ ସବୁ କିଛି ବଦଳିଗଲା।
ବାପାଙ୍କୁ ହରାଇଥିବା ଦୁଇ ଝିଅଙ୍କୁ ବିରୋଧୀ ଅସମ୍ମାନ କରିଥିଲେ। ଇତିହାସ ଏହାର ସାକ୍ଷୀ, ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେନି...
ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ।
ଛାତ ପାଇଁ ଚାଳ ଭାଙ୍ଗିଦେଲେ.. ୫ ବର୍ଷ ହେଲା ମିଳୁନି କିସ୍ତି
ପାୱାର କାହାର ଅଧିକ ? ପୌରାଧ୍ୟକ୍ଷଙ୍କର ନା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର? ବାରମ୍ବାର ନିର୍ଦ୍ଦେଶ ଦେବା ପରେ ବି କାମ ହେଲାନି । ରାଗି ଗଲେ ମାଡାମ୍...ସିଧା ଯାଇ ଅଫିସ୍ରେ ଦେଲେ ଧାରଣା...ଭୁଲ ମାଗି ମନାଇବାକୁ ଉଦ୍ୟମ କଲେ ବଡ ବାବୁ
ସୌର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର – ମକର ରାତ୍ରି ୧୨.୧୮ ଗତେ ବୃଷ। ଜାଣନ୍ତୁ କେତେବେଳେ ରହିଛି ଶୁଭ ଓ ଅଶୁଭ ସମୟ