ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ।
ରାଷ୍ଟ୍ରପତିଙ୍କ କାରକେଡ୍ ହେଲିପ୍ୟାଡରୁ ବାହାରୁଥିଲା ତ, ତାଙ୍କୁ ଦେଖିବାକୁ ହେଲିପ୍ୟାଡ୍ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ।
ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ।
ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗୁରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।
କର୍ଣ୍ଣାଟକ ରାଜନୀତି ପାଣିପାଗରେ ଏବେ ଉଷ୍ମତା ବଢିବାରେ ଲାଗିଛି। ବିଜେପି ପରେ କଂଗ୍ରେସ ତା’ର ଇସ୍ତାହାର ପ୍ରକାଶ କରିଛି। ଆଉ ଜନତାଙ୍କ ଆଗରେ ରଖିଛି ବଡ଼ ବଡ଼ ପ୍ରତିଶ୍ରୁତି
ରିଲିଜ ହେବା ଆଗରୁ ଭୀଷଣ ବିବାଦରେ ଛନ୍ଦି ହୋଇଯାଇଛି 'ଦି କେରଳ ଷ୍ଟୋରି' । କେରଳର ଶାସକ ଦଳ LDF ଓ ବିରୋଧୀ ଦଳ UDF ଏହି ଫିଲ୍ମକୁ ବ୍ୟାନ୍ କରାଯାଉ ଏବଂ ରିଲିଜ ହେବାକୁ ଦିଆନଯାଉ ବୋଲି ଦାବି କରିଛନ୍ତି।
ଆବାସକୁ ନେଇ ସେ କହିଛନ୍ତି ଯେ କୋଠାଘର ଥିବା ଲୋକଙ୍କୁ ୫/୫ଟା ଆବାସ ମିଳୁଛି। ପଶ୍ଚିମ ଓଡ଼ିଶାରେ ଯାହାର ଆବଶ୍ୟକ ସେମାନଙ୍କୁ ଆବାସ ମିଳୁନି...
ରାତିରେ ଖାଇ ସାରିବା ପରେ ଘରେ ଶୋଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି ଅତୁଲ। ହେଲେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ହୋମ୍ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍। ହେଲେ କାଲି ଏହି ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍ ସରିବା ପରେ ଗମ୍ଭୀର ଓ କୋହଲି କଥା କଟାକଟି ହୋଇଥିଲେ।
ଯୁବକଙ୍କ ବିବାହ ଏପ୍ରିଲ ୪ ତାରିଖ ରବିବାର ଦିନ ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଏହି ଦିନ ଥିଲା ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍'
ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା।
କାଲିଠୁ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ୪ ଦିନ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।
ଜୀବନରେ କାହାକୁ ହାତ ପତେଇ ନୁହେଁ, ସଂଘର୍ଷ ଓ ପରିଶ୍ରମ କରି ଆଗକୁ ଯିବାର ଯାହାଙ୍କ ଲକ୍ଷ୍ୟ ଥିଲା, ତାଙ୍କ ସ୍ୱପ୍ନ ଯେପରି ପାଣି ଫୋଟକା ପରି ଫାଟିଗଲା। ଜଣେ ୨୧ ବର୍ଷିୟ କଲେଜ ଛାତ୍ରଙ୍କ ଆଶାର କିରଣ ମୃତ୍ୟୁର ଆଁରେ ଲିଭିଗଲା।
ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର। ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ହେଲେ ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା।
ପୂର୍ବରୁ ଛାଡପତ୍ର ମାମଲାରେ ଫାମିଲି କୋର୍ଟ ଯାଇ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା।
ଜାତୀୟ ସୁରକ୍ଷା ଆଇନକୁ ଅନୁକରଣ ନ କରି ଭାରତୀୟ ଆଇନ ବିରୋଧରେ ଯାଇ ଏସବୁ ଆପ କାମ କରୁଥିଲା । ପୂର୍ବରୁ ଟିକଟିକ୍ ସମେତ ୧୩୮ଟି ମୋବାଇଲ ମେସିଜିଂ ଆପକୁ କେନ୍ଦ୍ର ସରକାର ବ୍ୟାନ କରି ସାରିଛନ୍ତି।
ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ। ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ ।
ଚେତାଇଥିଲା ଗୁଇନ୍ଦା, କାହିଁକି ଚେତିଲାନି ସମ୍ବଲପୁର ପୋଲିସ ଓ ଗୃହ ବିଭାଗ: ହନୁମାନ ଜୟନ୍ତୀ ହିଂସା ଲାଗି ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ବର୍ଷିଲେ ବିରୋଧୀ। ଘଟଣାସ୍ଥଳ ପରିଦର୍ଶନ ପାଇଁ କାଲି ଓଡ଼ିଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଟିମ୍।
ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର। ଖୋଦ ରାଜଧାନୀ ପାଖ ଖୋର୍ଦ୍ଧା ଗ୍ରାମାଞ୍ଚଳ ହସପିଟାଲରେ ଅବ୍ୟବସ୍ଥାର ବିକଳ ଚିତ୍ର। ଯୁଆଡ଼େ ଦେଖିବେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି, ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ
ଜନ ଆନ୍ଦୋଳନ ପାଲଟିଛି 'ମନ୍ କି ବାତ୍': ଶହେତମ ସଂସ୍କରଣରେ ପିଏମ୍ ମୋଦି କହିଲେ ମୋ ପାଇଁ ଏ କାର୍ଯ୍ୟକ୍ରମ ଆସ୍ଥା, ପୂଜା ଓ ବ୍ରତ। ପୁନଃ ସ୍ମରଣରେ ନେଲେ ଓଡ଼ିଶାର ଡି.ପ୍ରକାଶ ରାଓଙ୍କ ଭଳି ଦେଶର ବହୁ ପ୍ରେରଣାଦାୟୀ ବ୍ୟକ୍ତିଙ୍କ ନାଁ