• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Savitri Brata 2023
ରାତି ପାହିଲେ ସାବିତ୍ରୀ ଓଷା: ବଜାରରୁ ଫଳ କିଣିଲାବେଳକୁ କରେଣ୍ଟ ମାରୁଛି ଆକାଶଛୁଆଁ ଦର

ସେଓ କିଲୋଗ୍ରାମ ପ୍ରତି ଦର ୨୦୦ରୁ ୨୫୦ ଟିପିଥିବା ବେଳେ ଲିଚୁ ୨୦୦ ଛୁଇଁଛି। ଅଙ୍ଗୁର ୨୦୦ରୁ ତେଣିକି ଏବଂ ପିଜୁଳି କିଲୋ ୧୦୦ରୁ ଅଧିକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା
୨୦୨୪ରେ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରୁଛନ୍ତି କି ନବୀନ ?

ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ହେଉଛି କି ?

ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍
ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ: ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ

ଇଏ ସେହି ଶୁଭ ମୂହୁର୍ତ୍ତ, ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏଣିକି ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ ଓ ଏହାଦ୍ୱାରା ସମୟ ବଞ୍ଚିବ,...

Odisha Matric Results 2023
ମାଟ୍ରିକ ପରୀକ୍ଷାରେ କମାଲ୍ ଦେଖାଇଲେ ପାନ ଦୋକାନୀ, ମେକାନିକ ଓ ରୋଷେୟାଙ୍କ ପୁଅଝିଅ

ସଫଳତାର ଶୀର୍ଷ ଛୁଇଁଥିବା ଏମିତି କିଛି ବିଦ୍ୟାର୍ଥୀଙ୍କ କଥା ଜାଣିବା, ଯାହାଙ୍କ ସଫଳତା ଶୁଣିଲେ ଆପଣଙ୍କୁ ପ୍ରେରଣା ଦେବ।

IPS reshuffle in odisha
IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୫ ଏସ୍‌ପି

୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି। 

Amazon’s Huge Investment Plans In India
ଆସୁଛି ବଡ଼ ଧରଣର ନିଯୁକ୍ତି ସୁଯୋଗ, ବର୍ଷକୁ ୧.୩ ଲକ୍ଷ ଚାକିରି ଦେବ ଆମାଜନ୍‌ !

୨୦୧୬ରୁ ୨୦୨୨ ଭିତରେ AWS ୩ ବିଲିୟନ ଡଲାର ଭାରତରେ ନିବେଶ କରିବା ସହ ବର୍ଷକୁ ୩୯୫୦୦ ଫୁଲ୍‌ ଟାଇମ୍‌ ଜବ୍‌ ସୃଷ୍ଟି କରିପାରିଛି। 

Banker kills another staffer who was in relationship with his ex girlfriend
ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କ ରଖିବାରୁ ସହକର୍ମୀଙ୍କୁ ବିଭତ୍ସ ହତ୍ୟା

ସାଫି ଗୋଟିଏ ପଥରରେ ମୁଣ୍ଡକୁ ଛେଚି ସନ୍ଦେଶ ପାଟିଲଙ୍କୁ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ରେଲୱେ ଟ୍ରାକ୍‌ ନିକଟରେ ପିଙ୍ଗିଦେଇ ଚାଲିଯାଇଥିଲା

Karnnataka CM Race
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସିଦ୍ଦରମୈୟା

ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା। 

SC tells ED
ଇଡିକୁ ତାଗିଦ୍‌ କଲେ ସୁପ୍ରିମକୋର୍ଟ: 'ଅଯଥାରେ ଭୟର ବାତାବରଣ ସୃଷ୍ଟି କରନି'

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଫସାଇବାର ଚକ୍ରାନ୍ତ ହେଉଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଛତିଶଗଡ଼ ସରକାର।

Father Takes daughter's Body Home On Bike
ଝିଅର ମୃତଦେହକୁ ବାଇକ୍‌ରେ ନେଉଥିଲେ ବାପା, ଦେଖିଦେଲେ ଜିଲ୍ଲାପାଳ

ଲକ୍ଷ୍ମଣ ସିଂହଙ୍କ ୧୩ ବର୍ଷର ଝିଅ ମାଧୁରୀ ସିକଲ୍‌ ସେଲ୍‌ ଆନେମିଆ(ରକ୍ତହୀନତା ରୋଗ)ରେ ପୀଡିତ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଠାରୁ ଦୂର ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା।   

father donates eyes of son
ପୁଅ ଚାଲିଗଲା ଆରପାରିକୁ, ଜୀବିତ ରହିଗଲା ଆଖି

କୋହ ଆଉ ଲୁହ ଭିତରେ ନିଜକୁ ସମ୍ଭାଳିବା ସହ ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ଇଚ୍ଛା ରଖିଲେ ବାପା

Assam's lady singham Cop Junmoni Rabha
ଲେଡି ଦବଙ୍ଗ ଅଫିସରଙ୍କ ମୃତ୍ୟୁ, ଯୋଜନାବଦ୍ଧ ହତ୍ୟାକାଣ୍ଡ କହିଲେ ପରିବାର ଲୋକ

କୌଣସି ଏକ ରାକେଟ୍‌ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।     

ADR report
'ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି'

ରିପୋର୍ଟ ଅନୁସାରେ ଦେଶର ୨୭ଟି ଆଂଚଳିକ ଦଳ ଅଜଣା ସୂତ୍ରରୁ ୧୧ଶହ ୬୫କୋଟିରୁ ଅଧିକ ଅର୍ଥ ପାଇଛନ୍ତି। ତାଲିକାର ଶୀର୍ଷରେ ରହିଛି ଡିଏମକେ।

RBI Purchasing Gold
ଟନ୍ ଟନ୍ ସୁନା କିଣୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ, ବଢ଼ାଉଛି ନିଜ ସ୍ୱର୍ଣ୍ଣ ଭଣ୍ଡାରର କଳେବର

କାହିଁକି ଏତେ ସୁନା କିଣୁଛି RBI? ଟନ୍ ଟନ୍ ସୁନା କିଣିବା ପଛର କାରଣ କଣ? 

student taught inside school bus
ଏଣିକି ସ୍କୁଲକୁ ଯିବାକୁ ପଡ଼ିବନି, ସ୍କୁଲ ଆପଣଙ୍କ ପାଖରେ ପହଞ୍ଚିବ

ଗରିବ, ବସ୍ତି, ଫୁଟପାଥରେ ରହୁଥିବା ପିଲାଙ୍କ ପାଇଁ ବ୍ୟବସ୍ଥା। ମାଗଣାରେ ପିଲାଙ୍କୁ ମିଳୁଛି ପାଠପଢ଼ା।

Odisha Divas
ଦୁବାଇରେ ଓଡ଼ିଶା ଦିବସ ସମାରୋହ: ନୃତ୍ୟଗୀତ ସହ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ

ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର  ଭୁବନେଶ୍ବରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି।

Cyclone Mocha
ମିଆଁମାର ଦେଖିଲା ପ୍ରକୃତିର ତାଣ୍ଡବ, ନିମିଷକେ କରିଦେଲା ଛାରଖାର

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା। ବାତ୍ୟା ସିନା ଚାଲିଗଲା, ହେଲେ ଦେଇଦେଲା ଅନେକ ଦୁଃଖ.... କାହା ଘରର ଛପର ଉଡାଇ ଦେଲା, ଆଉ କାହା ଘରକୁ ମାଟିରେ ମିଶାଇ ଦେଲା।...

Wife of Arkesh Narayan Singhdeo alleges domestic violence
ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ

ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ।

Thief returns stolen ornaments back
୯ବର୍ଷ ପରେ କୁକର୍ମର ପ୍ରାୟଶ୍ଚିତ କଲା ମନ୍ଦିର ଚୋର

ବହୁ ଖୋଜାଖୋଜି ପରେ ଅଳଙ୍କାର ନମିଳିବାରୁ ଧଉଳି ଥାନାରେ ଏତଲା ଦେଇଥିଲେ ମନ୍ଦିର ପୂଜକ। ହେଲେ କିଛି ଲାଭ ହେଲାନି। କିନ୍ତୁ ୯ବର୍ଷ ପରେ...

Cuttack SCB Medical College and Hospital
କୃତ୍ରିମ ନୁହେଁ ରୋଗୀଙ୍କ ଦେହରେ ଲାଗି ପାରିବ ଅସଲି ହାଡ଼

ବିଶେଷକରି ବୋନ୍ ଟ୍ୟୁମରରେ ଆକ୍ରାନ୍ତ ରୋଗୀଙ୍କ ଅପରେସନ କ୍ଷେତ୍ରରେ ଏହା ଅତି ଦରକାରୀ ସାବ୍ୟସ୍ତ ହେବ। ବିଶେଷକରି ୧୮ରୁ ୪୫ ବର୍ଷର ଲୋକଙ୍କ ହାଡ଼, ବୋନ୍ ବ୍ୟାଙ୍କ ପାଇଁ ବେଶୀ ଉପାଦେୟ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।