ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।
ଅପଲୋଡ୍ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ ଲଭ୍ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି।
ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।...
ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତା ପରେ ବର୍ଷା କମିବ ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଆଗକୁ ମ୍ୟାରେଜ୍ ସିଜିନ୍ କୁ ଦେଖି ବ୍ୟବସାୟୀ ଦେଉଛନ୍ତି ଭଳିକି ଭଳି ଅଫର୍। ବଜାର ବିଶେଷଜ୍ଞ ମତ, ସୁନାରେ ନିବେଶ ସବୁଠୁ ଉକୃଷ୍ଟ।
ନେତାଙ୍କ ଚାଷୀ ଅବତାର...୫ବର୍ଷ ପରେ ଓୟୁଏଟି କ୍ୟାମ୍ପସରେ ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ। ସୁକିନ୍ଦାରେ ମନମୋହନ ଓ କୋଲାବିରାରେ ପିସିସି ସଭାପତିଙ୍କ ଚାଷ ଅନୁକୂଳ। ଏଣେ ବିହନ ନପାଇ ଚାଷୀ ହନ୍ତସନ୍ତ, କୃଷିମନ୍ତ୍ରୀ କହିଲେ ବହୁତ ମହଜୁଦ୍ ଅଛି।
ଭବିଷ୍ୟତକୁ ଆଖିରେ ରଖି ହେଲା କି କାର୍ଯ୍ୟାଳୟ, ଦେବୀ କହିଲେ- ଅନନ୍ତ କାଳ ଯାଏଁ ରହିବ ଦଳ।କର୍ପୋରେଟ ଟଙ୍କାରେ ନୂଆ ଅଫିସ୍ କହି ବିରୋଧୀଙ୍କ କଡ଼ା ସମାଲୋଚନା।
ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି। ରାଜ୍ୟ ପରିବହନ ବିଭାଗର ନୂଆ ଗାଇଡଲାଇନ୍ସ, ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ। ଠକିଲେ, ତତ୍କାଳ ଅଭିଯୋଗ କରିି ପାରିବେ ଗ୍ରାହକ, ରହିବ ୨୪ ଘଣ୍ଟିଆ କଲ୍ ସେଣ୍ଟର।
ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କ ଦହଗଞ୍ଜର ଆଉ ଏକ ଅଭାବନୀୟ କାହାଣୀ: ରାସ୍ତା ନଥିବାରୁ ଭାରରେ ବୁହା ହୋଇ, ଡଙ୍ଗାରେ ପାରି ହୋଇ ବ୍ୟାଙ୍କ ଯାଉଛନ୍ତି କେନ୍ଦ୍ରାପଡ଼ା ଏକମାଣିଆର ହିତାଧିକାରୀ। ଏଡିଏମ୍ କହିଲେ, ଏସବୁ ପ୍ରାୟୋଜିତ
ପଞ୍ଜାବ ମୋଗାର ରୋଡେ ଗାଁରୁ ଗିରଫ, କଡ଼ା ସୁରକ୍ଷାରେ ଆସାମ ଦିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ ସ୍ଥାନାନ୍ତର। ମାର୍ଚ୍ଚ ୧୮ରୁ ଫେରାର ଥିଲା ମୋଷ୍ଟ ୱାଣ୍ଟେଡ୍, ଲାଗିଛି ଏନଏସଏ-ଜେରା କରିବ RAW ଓ IB।
ପ୍ରଭାବୀ ସାମ୍ବାଦିକତା ଦ୍ବାରା ସାମାଜିକ ସମସ୍ୟାର ନିରାକରଣ ପାଇଁ ଓଟିଭିର ସାମ୍ବାଦିକା ପ୍ରଜ୍ଞାଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଜୟବିଜୟ ଦ୍ବାରର ବନ୍ଦାପନା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।
ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍ କରିଦେଇଥିଲେ ଅର୍ଶଦୀପ।
ହଜାର ହଜାର ଲୋକଙ୍କ ଗହଣରେ ଜନ୍ମମାଟି ପୁରୀ ଖଣ୍ଡାୟତସାହିରେ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷକୃତ୍ୟ। ଦୁନିଆ କଣ ଜାଣିବା ପୂର୍ବରୁ ୩ ମାସର କୁନିଝିଅକୁ ମିଳିଲା ସହିଦ ବାପାର ଶେଷ ସନ୍ତକ।
ଶୃଙ୍ଖଳିତ ଦର୍ଶନ ହେଉ କି ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି, ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ୨୫ ସୂତ୍ରୀ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି ଅନୁପାଳନ। ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ହଠାତ୍ ତତ୍ପର ଆଇନ ବିଭାଗ।
ଗୁଡ୍ଡୁ ମୁସଲିମ୍ ଲିଙ୍କରେ ରାଜାକୁ ୟୁପି STFର ଜେରା ପରେ ବିଜେପିର ଅଭିଯୋଗ, MLA ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ହେଉଛି ରାଜା, କଂଗ୍ରେସ ବି କଲା ଟାର୍ଗେଟ୍ , ବିଜେଡି ରଖିଲା ଜବାବ।
ବୌଦ୍ଧ ଓ ସୁବର୍ଣ୍ଣପୁରରେ ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ଆଠଗଡରେ ଅକାତକାତ ପାଣି ଜାଗାରେ ଦିଶିଲାଣି ବାଲି। କୂଳ ବେଉସା ହରାଇ ସଂକଟରେ ମତ୍ସ୍ୟଜୀବୀ, ଦୁର୍ଦ୍ଦିନରେ ଡଙ୍ଗା କାରିଗର। ଦେଖିବା ବିଶେଷ ରିପୋର୍ଟ...