ରାଜଧାନୀରେ ମନ ମୋହୁଛି ଆଦିବାସୀ ମେଳା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ଆଦିବାସୀଙ୍କ କଳାକୃତି ଓ ଉପକରଣ ସତେ ଯେପରି ଶୋଭା ପାଉଛି। ଏହି ମେଳା ୨ ତାରିଖ ତାରିଖ ଯାଏ ଚାଲିବ।
Published By: Chandan Shishu
Last updated: 27 April 2022, 07:10 PM IST
ପେପରରେ ତିଆରି ବିଭିନ୍ନ ପ୍ରକାରର ସାମଗ୍ରୀକୁ କିଣୁଛନ୍ତି ଗ୍ରାହକ
ମେଳାରେ ବିକ୍ରି ହେଉଛି ଆଦିବାସୀ କାରିଗରଙ୍କ କଳାକୃତି
କାରିଗରଙ୍କ ହାତରେ ଗଢା ହୋଇଥିବା ସୁନ୍ଦର ସୁନ୍ଦର ଖେଳଣା ଓ ଘର ଉପକରଣ
ମେଳାରେ ବିକ୍ରି ହେଉଛି ଆଦିବାସୀଙ୍କ ହାତ ତିଆରି ଚାଦର
ଆଦିବାସୀ ମେଳାରେ ଆୟୋଜିତ ସାଂସ୍କୃତିକ ସମାରୋହରେ ପାରମ୍ପରିକ ନୃତ୍ୟରେ କଳାକାର
କଳାକାରଙ୍କ ସହ ସେଲ୍ଫି ନେଉଛନ୍ତି ଦର୍ଶକ