କରୋନା କାଳରେ ଲୋକଙ୍କୁ ସାହାଯ୍ୟ ସୋନୁଙ୍କୁ ପଡ଼ିଲା ମହଙ୍ଗା। ବଲିଉଡ୍ରେ ସୋନୁଙ୍କୁ ମିଳୁନି ନେଗେଟିଭ୍ ରୋଲ। ସ୍ଥିତି ଏମିତି ହେଲାଣି କି ନିର୍ଦ୍ଦେଶକ ସୋନୁଙ୍କ ପାଇଁ ବଦଳାଉଛନ୍ତି ସ୍କ୍ରିପ୍ଟ। ଫ୍ୟାନ କହିଲେ..
ବିଜେପିର ମିଶନ୍ ୨୦୨୪ । ଟାର୍ଗେଟ୍ ୧୯ ନିର୍ବାଚନ ଅପେକ୍ଷା ଅଧିକ ସିଟ୍ । ଉତ୍ତରପ୍ରଦେଶ ସମେତ ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିବା ପରେ ନଜର ଆଗାମୀ ସାଧାରଣ ନିର୍ବାଚନ ଉପରେ । କାରଣ ୨୪ ନିର୍ବାଚନ ଲାଗି ହାତରେ ଆଉ ୨୪ ମାସରୁ ବି କମ୍ ସମୟ ରହିଲା ।
ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଲୋକେ । ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।
କିଶୋରଙ୍କ ପରେ ଏବେ ପିଲାଙ୍କୁ ମିଳିବ କରୋନା କବଚ । ୫ରୁ ୧୨ ବର୍ଷ ବୟସ ବର୍ଗଙ୍କ ଲାଗି ଦୁଇଟି କୋଭିଡ୍ ଟିକାକୁ ଅନୁମୋଦନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ- DCGI । ୬ରୁ ୧୨ ବର୍ଷ ବୟସର ପିଲାଙ୍କ ଲାଗି ଭାରତ ବାୟୋଟେକ୍ର କୋଭିଡ୍ ଟିକା- କୋଭାକ୍ସିନ୍ର ଜରୁରୀ ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି DCGI ।
ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ଘଣ୍ଟା ଘଣ୍ଟା ଧରି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆସନ୍ତାକାଲି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି ।
ବିବାହର କେବେ ଲକ୍ଷ ନଥିଲା ଶରୀରର ସମ୍ଭୋଗ। ବାହାଘରର ଲକ୍ଷ ଥିଲା ସମାଜକୁ ରାମକୃଷ୍ଣ ପରି ସନ୍ତାନଟିଏ ଦେବା
ଖେଳ ପଡ଼ିଆରୁ ଖବର କାଗଜ ବିତରଣ। ଅନେକ ଆଶା ଆଉ ସ୍ୱପ୍ନ ନେଇ ସକାଳୁ ସକାଳୁ ଗଳିକୁ ଗଳି ବୁଲି ଇଏ ବିତରଣ କରନ୍ତୁ ସମ୍ବାଦପତ୍ର। ଦାରିଦ୍ର ସତ୍ୱେ ହାର ମାନିନାହାନ୍ତି ବରଂ ନିଜେ ପରିଶ୍ରମ କରି ପରିବାର ଚଳାଇବାରୁ ଭାର ନିଜ କାନ୍ଧକୁ ନେଇଛନ୍ତି ଶୋଭାରାଣୀ ଦାସ।
ଟଙ୍କିକିଆ ଚାଉଳ ଆଣିବାକୁ ମନାକରିବାର ଅର୍ଥ ଡାଇରେକ୍ଟ ମାଆ ଲକ୍ଷ୍ମୀଙ୍କୁ ଇନସଲ୍ଟ। ନବୀନ ବାବୁ ମାତ୍ର ୧ ଟଙ୍କାରେ ଲକ୍ଷ୍ମୀ ଦେଉଛନ୍ତି ତୁମେ ମନା କରୁଛ...ଆରେ କିଲୋ ଚାଉଳକୁ ୧ ଟଙ୍କା, ଲେମ୍ବୁ ଗୋଟାକୁ ୧୦ ଟଙ୍କା…ଖାଇବୁ କ’ଣ?
ଭାରି ସୁଆଦିଆ କଲରାପତର ମକା ପିଠଉ। ଟିକିଏ ମସଲାରେ ଗୋଳାଇ ପ୍ୟାନରେ ପକାଇ ସେକି ଦେଲେ କେବଳ ହାତ ଚାଟୁଥିବେ
ମୁଁ ଆମ୍ବକଷିଆ ଅଦା ହେଲେ ପଖାଳ ତୁ, ମୁଁ ତୋଫା ମଲ୍ଲିଫୁଲ ସକାଳ ତୁ। ଦୋକାନଠୁ ବଜାର, ଗାଁଠୁ ହାଟ...ତରଙ୍ଗର ଏହି ଗୀତ ଏବେ ମଚାଉଛି ଧୁମ୍। ଆପଣ ବି ଥରେ ଶୁଣିନିଅନ୍ତୁ ଏହି ଗୀତ, ଆଉ କମେଂଟ୍ ଦିଅନ୍ତୁ କେମିତି ଲାଗିଲା ଏହି ଗୀତ
ସାବଧାନ !! ଏଣିକି ଟିକିଏ ପାଣି ନଷ୍ଟ କଲେ ବି ଦେବାକୁ ପଡ଼ିବ ୫ ହଜାର ଟଙ୍କା। ଯଦି ବାରମ୍ବାର ପାଣିର ଅପବ୍ୟବହାର କରନ୍ତି ତେବେ...
ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ
ଯାହାକୁ ଜୀବନଠୁ ଅଧିକ ଭଲପାଉଥିଲେ ସେ ଆଉ ଜଣଙ୍କ ସହ ବିବାହ କଲା। ଏ କଥାକୁ ସହଜରେ ଗ୍ରହଣ କରିପାରିଲେନି ପ୍ରେମିକ। ଆତ୍ମହତ୍ୟା ପୂର୍ବରୁ କାନ୍ଥରେ ଲେଖିଲେ ନିଜ ମନର କଥା। କହିଲେ, ତୁ ଆଉ କାହା ସହ ଜୀବନ ବିତାଇବୁ ମୁଁ ଦେଖିପାରିବିନି। ତୁ ଯା ଶାଶୂଘର, ମୁଁ ଯାଉଛି ଯମପୁର...ବାସ ଏହାପରେ
ମହାଯୁଦ୍ଧ ବେଳେ ଆମେରିକାକୁ ନାଲିଆଖି ଦେଖାଇଲା ଋଷିଆ। କହିଲା, ୟୁକ୍ରେନକୁ ସାହାଯ୍ୟ କରିବା ଆମେରିକାକୁ ପଡ଼ିବ ମହଙ୍ଗା। ଯଦି ଚେତାବନୀ ପରେ ବି ସାହାଯ୍ୟ ଜାରି ରୁହେ ତେବେ...
ଲେମ୍ବୁର ଭାଉ କିଛି କମ୍ ନୁହେଁ। ଦର ଏତେ ଅଧିକ ହେଲାଣି ଯେ, ଏବେ ମୋବାଇଲ ଦୋକାନରେ ୧୦ ହଜାରିଆ ମୋବାଇଲ କିଣିଲେ ମିଳିବ ଫ୍ରୀ ଲେମ୍ବୁ। ଆଉ ଯଦି...
ଘନ ଘନ ପାଓ୍ୱାର କଟ୍କୁ ନେଇ ଜନ ଅସନ୍ତୋଷ ପରେ ଚେତିଲେ ରାଜ୍ୟ ସରକାର। ଆଜି ସ୍ଥିତିର ସମୀକ୍ଷା କରି ଦିନରେ ପାଓ୍ୱର କଟ୍ ନକରିବା ଏବଂ ନିରବଛିନ୍ନ ଭାବେ ବିଜୁଳି ଯୋଗାଇ ଦେବାକୁ ଡିସ୍କମ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ କାହିଁକି ନିଅଣ୍ଟ ପଡୁଛି ବିଦ୍ୟୁତ୍ ?
ରାଜ୍ୟର ଦୁଗ୍ଧଚାଷୀଙ୍କ ପାଇଁ ଲାଭପ୍ରଦ ହେଉ କି ନହେଉ କିଛି ଅଧିକାରୀଙ୍କ ପାଇଁ କିନ୍ତୁ ଯେମିତି ଦୁଧିଆଳୀ ଗାଈ ପାଲଟିଛି ଓମଫେଡ୍। ପୂର୍ବରୁ ପଲିଥିନ୍ କିଣା ଓ ବିଜ୍ଞାପନ ଦୁର୍ନୀତି ଅଭିଯୋଗ ପରେ ଏବେ ବିଭାଗୀୟ ଅଡିଟ୍ ଧରିଥିବା ୨୦୭ କୋଟି ଟଙ୍କାର ଆର୍ଥିକ ଅନିୟମିତତାକୁ ନେଇ ଚର୍ଚ୍ଚା।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମକୁ ନେଇ ବଢୁଛି ବିବାଦ। କିଏ କହୁଛି କର, ତ କିଏ କହୁଛି ବନ୍ଦ କର।
ଚଳଚଞ୍ଚଳ ରାଜଧାନୀରେ ଖାଁଖାଁ ରାସ୍ତାଘାଟ। ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହାସ କରିପାରୁନାହାନ୍ତି ଲୋକେ। ହେଲେ ଏଠି କିନ୍ତୁ ବିପରିତ ଚିତ୍ର। ଧୁ ଧୁ ଖରାକୁ ବଳି ଯାଉଛି ପେଟର ତାତି।
ମେ ୧୩ ତାରିଖରେ ଧୂମଧାମରେ ହୋଇଥାନ୍ତା ବିବାହ। ପରସ୍ପରକୁ ଜୀବନ ସାଥୀ କରି ସାତ ଜନ୍ମ ପାଇଁ ଶପଥ ନେଇଥାନ୍ତେ ଉଭୟ ପତି-ପତ୍ନୀ। ହେଲେ ବ୍ୟବସାୟିକ ଶତ୍ରୁତାରୁ ଭାବି ସ୍ୱାମୀଙ୍କୁ ହତ୍ୟା ପରେ ନିୟତିର ଏ ନିଷ୍ଠୁର ବିଚାରକୁ ସହଜେ ଗ୍ରହଣ କରିପାରିଲେନି ଭାବି ପତ୍ନୀ।
ଆର୍ଥିକ ଅନାଟନ ଭାଙ୍ଗି ଦେଇଥିଲା ଘର ସଂସାର। ‘ଆଶାର ଆଲୋକ’ ମିଶେଇ ଦେଲା ଦୁଇ ମନକୁ। ସଂସାର କରି ପୁଣି ଏକାଠି ରହିବାକୁ ନେଲେ ନିଷ୍ପତ୍ତି। ମିଠା ଖାଇ ଆଗକୁ ବଢିବାର ନେଲେ ସଂକଳ୍ପ...
ସବୁ ଦିନ ଭଳି ସେଦିନ ଚଳଚଞ୍ଚଳ ଥିଲା ସମୁଦ୍ର କୂଳ। ଗାଧୋଉଥିଲେ ପର୍ଯ୍ୟଟକ। ହଠାତ୍ ଆକାଶରୁ ଖସି ପଡିଲା ଗୋଟିଏ ବିମାନ। ଏହା ପରେ କ’ଣ ହେଲା ଦେଖନ୍ତୁ...
ଏପଟେ ସରକାର ଦଉଛନ୍ତି। ସେପଟେ ସବୁକିଛି ନେଇ ଯାଉଛନ୍ତି। ମାତ୍ର ୧ ଟଙ୍କାରେ ଚାଉଳ ଦେଇ ୧୦ ଟଙ୍କାରେ ଲେମ୍ୱୁ ଗୋଟିଏ ନେବାକୁ ବାଧ୍ୟ କରୁଛନ୍ତି...
ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଦେଖନ୍ତୁ ଏ ଭିଡିଓ... କେମିତି ବେଲୁନରେ ଉଡି ଉଡି ଆସିଲା କନିଆ...