ୟୁକ୍ରେନ ସହ ଯୁଦ୍ଧ କରିବାକୁ ଇଚ୍ଛା କରୁନାହାନ୍ତି ଋଷ ସୈନ୍ୟ। ଯୁଦ୍ଧକୁ ବନ୍ଦ କରିବାକୁ ନିଜ ଗାଡ଼ିକୁ ଗୁଳିମାରୁଛନ୍ତି ତ ପୁଣି ମିଛ କହି ଛୁଟି ନେଇ ଘରକୁ ପଳାଉଛନ୍ତି। ଚାଂଚଲ୍ୟକର ଖୁଲାସା କଲା ବ୍ରିଟିଶ ଗଣମାଧ୍ୟମ...
ଦିନେ କହିଥିଲେ ‘ଜନତାଙ୍କୁ ଏପରି ସରକାର ଦରକାର, ଯିଏ ୪୦ ଟଙ୍କାରେ ପେଟ୍ରୋଲ୍ ଓ ୩୦୦ ଟଙ୍କାରେ ରୋଷେୟୀ ଗ୍ୟାସ୍ ଯୋଗାଇ ଦେବ’। ଏକଥା ସାମ୍ବାଦିକ ମନେ ପକାଇ ଦେବାରୁ ଚିଇଁକି ଉଠିବେ ବାବା ରାମଦେବ। କହିଲେ...
ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ବାପାର ସାହାରା ପାଲିଟିଛନ୍ତି ଛୋଟ ପୁଅ-ଝିଅ। ଦିନରାତି ବାପାଙ୍କ ସେବାରେ ବ୍ୟସ୍ତ ପୁଅ...ସେପଟେ ବାପା-ମାଆ-ଭାଇଙ୍କ ପାଇଁ ରୋଷେଇ କରୁଛି ଏଇ କୁନି ଝିଅ। କ୍ୟାନସର ପୀଡ଼ିତ ବାପାଙ୍କୁ ଭଲ କରିବା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି
ଇ-ଭେହିକିଲ୍ କରିବାର ଦେଖୁଥିଲେ ସ୍ୱପ୍ନ। ସାଇବର ଲୁଟେରାଙ୍କ ଚାଲ୍ର ଶିକାର ହେବା ପରେ ଆକାଉଣ୍ଟ ହୋଇଗଲା ଖାଲି। ଡିଲରସିପ୍ର ଆଶା ବି ମଉଳି ଗଲା....ଦେଖନ୍ତୁ କେମିତି ଲୁଟ୍ର ହେଲେ ଶିକାର
ମୁଁ କ’ଣ ଖୋଲିକି କହିବି? ପାଖରେ ଅଖା ନାହିଁ କି ବିରି ନାହିଁ ଖାଲି ଷ୍ଟାଇଲ୍ ମାରୁଛି ସାଇଁ ସାଇଁ...ଅନ୍ଧାରିଆ ଦେଖିକି ଖାଲି ଝୁଣ୍ଟେଇ ହେଉଛି...ଇଏ କାଳେ ମୋର ଜ୍ୱାଇଁ?
ଘଣ୍ଟାଏ ଯାଏଁ ବନ୍ଦ ହୋଇଗଲା ରାସ୍ତା। ବିଚ୍ ରାସ୍ତାରେ ଯୁବକ-ଯୁବତୀ ହାତାହାତି। ଡ୍ରାମା ଦେଖୁଥିଲା ପୂରା ଦୁନିଆ।...ଅଟକାଇବାକୁ ଆସୁନଥିଲେ କେହି, ଦେଖନ୍ତୁ କେମିତି ଥିଲା ସେହି ଦୃଶ୍ୟ...
କ୍ଷୁଦ୍ର ଜଳସେଚନ ବିଭାଗରେ ଚାଲିଛି ଭୟଙ୍କର ଦୁର୍ନୀତି। ୨୨ ବର୍ଷ ପରେ ବି ସରିପାରୁନି ପ୍ରକଳ୍ପ...୨୦୦୦ ମସିହାରେ ୪ କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ପ୍ରକଳ୍ପ ୨୦୨୨ରେ ୩୦ କୋଟିରେ ପହଞ୍ଚିଲାଣି। ହେଲେ ଏବେ ବି ସରିପାରିନି ପ୍ରକଳ୍ପର କାମ...ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କେବେ?
ଦିନେ ସାମ୍ବାଦିକ ହୋଇ ଆତଙ୍କୀଙ୍କ ସମ୍ପର୍କରେ ଖବର ପ୍ରସାରଣ କରୁଥିଲେ। ଆଉ ପରେ ନିଜେ ଆତଙ୍କବାଦୀ ହୋଇ ଜାମ୍ମୁରେ ନରସଂହାର କରୁଥିଲେ...ହେଲେ ଏବେ ଯବାନଙ୍କ ସହ ମୁହାଁମୁହିଁ ହେବା ପରେ ଏବେ ପ୍ରାଣ ହରାଇଲେ....ଦେଖନ୍ତୁ ସାମ୍ବାଦିକରୁ କେମିତି ହେଲେ ଆତଙ୍କବାଦୀ ?
ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ପ୍ରେମର ବାର୍ତ୍ତା। ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ-ଆନ୍ନା। ଋଷିଆର ଭୟଙ୍କର ଆକ୍ରମଣରେ ବଙ୍କର ଭିତରେ ଲୁଚି ରହିଥିଲେ, ଏବେ ନୂଆଦିଲ୍ଲୀରେ ପରସ୍ପରର ହେବେ ଜୀବନସାଥୀ...ଜାଣନ୍ତୁ ବିବାହର ପୂରା ସ୍କେଡ୍ୟୁଲ ।
ୟୁକ୍ରେନକୁ ଘାରିଲାଣି ବିଷ ଭୟ। ଋଷ୍-ୟୁକ୍ରେନ ମଧ୍ୟରେ ହେବାକୁ ଥିବା ବୈଠକରେ କୌଣସି ଖାଦ୍ୟ ଗ୍ରହଣ ନକରିବାକୁ ୟୁକ୍ରେନ ପ୍ରତିନିଧିଙ୍କୁ ଜାରି ହେଲା ନିର୍ଦ୍ଦେଶ। ମନ୍ତ୍ରୀ କହିଲେ, ପୂର୍ବ ବୈଠକରେ ଖାଇଥିବାରୁ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା ।
ଖରାଦିନକୁ ପେଟେ ପଖାଳ ନାଦି ଦେଇ ବିଧାନସଭା ଭିତରେ ଶୋଇ ପଡ଼ିଲେ ଭାଲୁ ଭାଇ। ନାରଣ ଇଏ ପା’ ଇଲେକ୍ସନରେ ଖଟି ଖଟି ଥକି ପଡ଼ିଛନ୍ତି। ତେଣୁ ଟିକିଏ ଥଣ୍ଡାରେ ବସିଲେ ଆଖି ଖାଲି ଝାଙ୍କି ଦେଉଛି, ସେପଟେ ବିଷ୍ଣୁ ଭାଇ ଯେତେ ପାଟିକଲେ ବି ଭାଲୁ ଭାଇଙ୍କ ନିଦ ଭାଙ୍ଗୁନି, ଦେଖୁନାହାନ୍ତି କେତେ ନିଦରେ ଅଛନ୍ତି ଭାଲୁ ଭାଇ...
ହତଶିରୀ ସୁନାର ଲଙ୍କା ପ୍ରାଚୁର୍ଯ୍ୟର ଭୂଖଣ୍ଡରେ ନାହିଁ ନାହିଁର ଆର୍ତ୍ତ ଚିତ୍କାର । ଗୁରୁତର ଆର୍ଥିକ ସଙ୍କଟର ଶୀକାର ପରେ ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଅତି ଉତ୍କଟ ଅବସ୍ଥା ।
ପାଣିରେ ଚାଳିବ କାଋ୍! ସିଧାସଳଖ ପାଣିରେ ନଚାଲିଲେ ବି ପାଣିରେ ଥିବା ଦୁଇ କେମିକାଲ କମ୍ପୋନେଣ୍ଟ ହାଇଡ୍ରୋଜନ୍ ଓ ଅକ୍ସିଜେନ୍ ମଧ୍ୟରୁ ହାଇଡ୍ରୋଜେନ୍କୁ ଅଲଗା କରାଯାଇ ସେଥିରେ ଗଡ଼ିବ କାର୍ ।
କିଏ ହେବ ବ୍ରଜରାଜ ନଗରର ବିଜେଡି ପ୍ରାର୍ଥୀ ? ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଗୋଟିଏ ପଟେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ଅନ୍ୟ ପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁକୁ ନେଇ ଏବେ ସରଗରମ ଜିଲ୍ଲା ରାଜନୀତି ।
ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ । ବାହାରେ ଧାରଣା । ରାଜପାଳଙ୍କୁ ଫେରାଦ । ଯେଉଁ ଝଡ଼ ଗଲା ବିଧାନସଭା ଅଧିବେଶନକୁ ଧୋଇ ଦେଇଥିଲା, ସେ ଝଡ଼ ଆଜି ବି ବହିଲା ।
ମାନସ ସ୍ୱାଇଁ ହତ୍ୟା ମାମଲାରୁ ଖସିବାକୁ ତିଆରି ହୋଇଥିଲା ଖସଡ଼ା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ ଓ ସହଯୋଗୀ ବନେଇଥିଲେ ପ୍ଲାନ୍ । କ୍ରାଇମବ୍ରାଞ୍ଚର ଘନ ଘନ ଜେରା ବେଳେ ସାମ୍ନାକୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ ।
ଏମିତି ହେଲେ ସ୍କୁଲରେ ଉପସ୍ଥାନ ବଢିବ ହିଁ ବଢିବ । ଏଠି ନାହିଁ ପାଠପଢାର ବୋଝ । ସରକାରୀ ସ୍କୁଲରେ ଡିଜିଟାଲ ସହାୟତାରେ ପାଠ ପଢାଉଛନ୍ତି ପ୍ରଧାନଶିକ୍ଷକ ।
ପୁଣି ବିଶ୍ୱକୁ ପରମାଣୁ ବୋମାର ଧମକ ଦେଲା ଋଷିଆ। ମସ୍କୋ କହିଲା, ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଆସିଲେ ପଛକୁ ହଟିବୁନି ବରଂ ଜବରଦସ୍ତ ଫାଇଟ୍ କରିବୁ।
ଭାଗ୍ୟ ବଦଳାଇ ଦେଲା ଭାଇରାଲ ଭିଡ଼ିଓ। ଟର୍ଣ୍ଣାଡୋରେ ଗାଡ଼ି ଭାଙ୍ଗି ଛତୁ ହୋଇଯାଇଥିଲା...ଏବେ ନୂଆ ଗାଡ଼ି ତ ପାଇଲେ ପୁଣି ୧୧ ଲକ୍ଷର ଚେକ୍ ବି ପାଇଲେ।
ବେକରେ ମନ୍ଦାର ମାଳ ଦେଲେ ଜନତା, ପକେଟ୍ରୁ ଗାନ୍ଧିମୁଣ୍ଡ ବଢାଇ ଦେଲେ ନେତା। ନେତାଙ୍କ ବେକରେ ମନ୍ଦାର ମାଳ ଦେଲେ ଜନତା।
ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ
ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ
ଇ-ଗାଡ଼ିର ଡିଲରସିପ୍ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,
ଶେଷ ହୋଇଛି ପୌର ଭୋଟ୍ । ନିର୍ବାଚନୀ ମୈଦାନରେ କିଏ ଜିତିଛି, କିଏ ହାରିଛି । ହେଲେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଅଛନ୍ତି ଏମିତି କିଛି ବିରଳ, ଅସାଧାରଣ ପ୍ରାର୍ଥୀ, ଯେଉଁମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଜିମାତ୍ କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବଢୁଛି କି ବିରୋଧୀଙ୍କ ଦବଦବା? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ? ପୌର ଫଳାଫଳକୁ ଦେଖିଲେ କିଛି ଏମିତି ଜଣାପଡୁଛି। ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକା ବିଜେଡି ଦଖଲକୁ ଯାଇଛି ସତ କିନ୍ତୁ ୨୧ ଟି ୱାର୍ଡ ଭିତରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରିନି ବିଜେଡି।