ଇଲୋ ହେଇଲୋ...ଶ୍ରୀକ୍ଷେତ୍ରରେ କଣ ଏକା ଏକା ବୁଲୁଛନ୍ତି ନରସିଂହ? କିଲୋ ଦଳ ତାଙ୍କୁ ଛାଡ଼ିଲା ନା ସିଏ ଦଳକୁ ଛାଡ଼ିଦେଲେ? ଆରେ ନାଇଁରେ ଧନ କେହି କାହାକୁ ଛାଡ଼ିନାହାନ୍ତି...ସିଏ ପା ଜଗା ଦର୍ଶନରେ ପୁରୀ ଗସ୍ତ କରିଛନ୍ତି
ଋଷିଆ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ପ୍ରେମ ପାଇଁ ତ ପୁଣି କେତେବେଳେ ରାଜନୀତି ପାଇଁ। ୨୦୧୬ରେ ଯେତେବେଳେ ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତି ତାଲିକା ପ୍ରକାଶ ପାଇଲା। ଶୀର୍ଷରେ ସ୍ଥାନରେ ପୁଟିନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ବିଶ୍ୱ...
ପୁଟିନଙ୍କ ଜୀବନ ପ୍ରତି ସବୁ ବେଳେ ରହିଛି ବିପଦ। ବିଶ୍ୱ ରାଜନୀତିରେ ବେଶ୍ ପ୍ରଭାବ ରଖିଥିବା ପୁଟିନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଜାଣନ୍ତୁ, କେଉଁମାନେ ଅଛନ୍ତି ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ?
କାଗଜ କଲମରେ ସରକାରୀ ଯୋଜନା। କେଉଁଠି କାମ ନ ହୋଇ ଫଳକ ଲାଗୁଛି ତ ଆଉ କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର। ଏ ହେଉଛି ଏ ମିତି ଘଟଣା ଶ୍ମଶାନ ଅଛି ହେଲେ ଗୋଟିଏ ବି ଶବ
ପୁଟିନଙ୍କର ଅତି ବିଶ୍ୱସ୍ତ କିଏ? ଋଷୀୟ ସେନାର କମାଣ୍ଡର ଇନ ଚିଫ୍ ପୁଟିନ ସବୁ ବେଳେ ନିଜର ରଣକୌଶଳ ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନଙ୍କ ପରାମର୍ଶ ଅନୁସାରେ ଅସ୍ତ୍ର ଉଠାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି...
ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ପୁଟିନଙ୍କ ପ୍ରେମିକାଙ୍କୁ ନେଇ ପୁଣି ଚର୍ଚ୍ଚା। ପୁଟିନଙ୍କ ପ୍ରେମିକା ବୋଲି କୁହାଯାଉଥିବା ଆଲିନା କାବାଏଭାଙ୍କ ଉପରେ କଟକଣା ଲଗାଇବାକୁ ପଛଘୁଞ୍ଚା ଦେଇଛି ଆମେରିକା। ଏ ଖବର ପରେ ଋଷିଆର ସିକ୍ରେଟ୍ ଫାଷ୍ଟ ଲେଡିଙ୍କୁ ନେଇ ଚର୍ଚ୍ଚା
ଏ କେମିତିକା ଭକ୍ତ କିରେ ନାରଣ... ସିଂହଦ୍ୱାର ଆଗରେ ପଡିଛନ୍ତି ଯେ ଉଠୁ ନାହାଁନ୍ତି। ସାଆନ୍ତଙ୍କୁ ଦୁଃଖ ଜଣାଇବାକୁ ବୋଧେ ଆସିଛନ୍ତି ଏ ମ୍ୟାଡମ୍
ଖରା ବେଳେ ଗାଁରେ ଅଘୋଷିତ ବିଜୁଳିକାଟ , ସନ୍ତୁଳି ହେଉଛନ୍ତି ଗ୍ରାମାଞ୍ଚଳ ବାସିନ୍ଦା ।ବିଦ୍ୟୁତ୍ ବିତରଣ କମ୍ପାନୀ ଡିସ୍କମ୍ ଟାଟା ପାଓ୍ୱାର କଟ୍ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ ...
ବାହାଘର ପରେ ଖୁସିରେ ମିଳିମିଶି ଘର ସଂସାର କରୁଥିଲେ ବିଶ୍ୱଜିତା ଓ ବିନୋଦ। ଦିନେ ହଠାତ୍ ଆଗକୁ ଆସିଲା ଗୋଟିଏ ଫଟୋ। ଯେଉଁଥିରେ ଫାଟିଗଲା ଖୁସିର ସଂସାର। କଣ ଥିଲା ସେ ଫଟୋରେ? ଜାଣିବା ପାଇଁ ଦେଖନ୍ତୁ ଜୀବନ ଦୋ ଛକିରେ ଆଶାର ଆଲୋକ
ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ ଉପର ଅଫିସରଠୁ ତଳ ଅଫିସର ପର୍ଯ୍ୟନ୍ତ କେହି ଶୁଣୁ ନାହାଁନ୍ତି ଅଭିଯୋଗ। ଶେଷ କାନମୁଣ୍ଡା ଆଉଁସି ଚୁପ୍ ହୋଇ ବସିବାକୁ ହେଲା...
ଆଜି ରବିବାର ଜମିବ। ମାଛ କି ମଟନ୍ ନ ହୋଇ ହେବ କଙ୍କଡା ଡାଲମା। କେମିତି କରି ଜାଣି ନିଅନ୍ତୁ... ଆଉ ଖାଇ ସାରିବା ପରେ କମେଣ୍ଟ ବକ୍ସରେ ଜଣାଇବେ କେମିତି ଲାଗିଲା...
ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ବିଜୁଳି କାଟ ? ୧୦ ହଜାର ମେଗାଓ୍ବାଟ୍ର ଉତ୍ପାଦନ କ୍ଷମତା ସତ୍ତ୍ୱେ କାହିଁକି ପିକ୍ ଚାହିଦା ମେଣ୍ଟାଇ ପାରୁନି ରାଜ୍ୟ ? କେଉଁଠି ରହୁଛି ତ୍ରୁଟି ? ଭିତ୍ତିଭୂମିର ଅଭାବ ନା ଡିମାଣ୍ଡ ସାଇଡ୍ ମ୍ୟାନେଜମେଣ୍ଟରେ ଅଧିକାରୀଙ୍କ ବିଫଳତା ?
ଦେଶରେ ସୁଲଭ, ତ୍ୱରିତ ନ୍ୟାୟ ଆବଶ୍ୟକ। ଅଦାଲତରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବା ଦରକାର। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀକୁ ଉଦଘାଟନ କରି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନିଜ ଜନ୍ମଦାତାକୁ କୌଣସି ପୁଅ କଣ କେବେ ବଳିଦେବାକୁ ଯୋଜନା କରିପାରେ। ଏକ ସଭ୍ୟ ସମାଜ ପାଇଁ କଥାଟା ଆଦୌ ଗ୍ରହଣୀୟ ହୋଇନପାରେ, କିନ୍ତୁ କଳାହାଣ୍ଡି ଜିଲ୍ଲାରୁ ଆଜି ଆସିଛି ଏମିତି ଏକ ଚକିତ କଲାଭଳି ଘଟଣା।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ। ସମ୍ଭାବ୍ୟ ବାତ୍ୟା ନେଇ ଦେଉଛି ସଙ୍କେତ। ମେ ମାସ ପ୍ରଥମ ସପ୍ତାହରେ ଆସିପାରେ। ସାଇକ୍ଲୋନ ମେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତାପରେ ତାହା ସାଇକ୍ଲୋନର ରୂପ ନେବାର ସମ୍ଭାବନା ରହିଛି।
କଂଗ୍ରେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଚେଲ୍ଲା କୁମାରଙ୍କ ନୂଆ ଫର୍ମୁଲା। କେବଳ ଦଳୀୟ ନେତା ନୁହଁନ୍ତି ଦଳ ବାହାରୁ ମଧ୍ୟ ବରିଷ୍ଠ ନେତାଙ୍କର ଫିଡବ୍ୟାକ ନେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ।
ଶେଷରେ ସରକାରୀ କଳର ନିଦ ଭାଙ୍ଗିଲା। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ବାରମ୍ବାର ଖବର ପ୍ରସାରଣ ପରେ, ସେମାନଙ୍କ ପାଇଁ ତୁରନ୍ତ ଅସ୍ଥାୟୀ ସେଡ୍ ତିଆରି କରି ରଖାଯିବ ବୋଲି କହିଛନ୍ତି ହସ୍ପିଟାଲ୍ ନିର୍ଦ୍ଦେଶକ।
ରାସ୍ତା କାମରେ ଗଫଲତି। ଯେଉଁ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ସେଇଠି ତିଆରି ହେଲା ନୂଆ ରାସ୍ତା। ୧୦ ଲକ୍ଷ ଟଙ୍କାର ମୋରମ କାମର ଫଳକ ମରାଯାଇଛି। ହେଲେ ରାସ୍ତାର ଅବସ୍ଥା ଦେଖିଲେ ଆପଣ ବୁଝି ଯିବେ ଦୁର୍ନୀତି ହୋଇଛି କେମିତି?
ସ୍ୱାମୀ ଚାଷୀ। ରୋଜଗାରରେ ପରିବାର ଚଳାଇବା କଷ୍ଟ। କିଛି କରିବାର ଆଶା ଆଜି ତାଙ୍କୁ ବହୁ ଆଗକୁ ନେଇ ଯାଇଛି। ପରିବାର ପ୍ରତିପୋଷଣରେ ସ୍ୱାମୀଙ୍କ ସହ କାନ୍ଧ ମିଳାଇବା ପାଇଁ କାଇଁଚ ବୁଣି ଚଳାଉଛନ୍ତି ପରିବାର
ଆକାଉଣ୍ଟରୁ ଟଙ୍କା କଟିବା ପରେ ଫୋନ୍ କଲେ ଶିକ୍ଷୟିତ୍ରୀ। ପଚାରିଲେ ଟଙ୍କା କଟିଲା କାହିଁକି? ସେପଟୁ ଉତ୍ତର ଆସିଲା ସର୍ଭର ପ୍ରୋବଲେମ୍ ପାଇଁ ଟଙ୍କା କଟିଲା। ହେଲେ ଆପଣ ତ କାର୍ଡ ବ୍ଲକ୍ କରିଦେଲେ। OTP ପାଇଁ ଲାଗିଲା ନାଟ...
ଦିନେ ଭାବିଥିଲେ ଜୀବନ ଯୁଦ୍ଧରେ ହାରିଗଲେ । ଆଉ ବଞ୍ଚିହେବନି । କିନ୍ତୁ ଓଟିଭିର ଏକ ଛୋଟ ପ୍ରୟାସ ତାଙ୍କ ମନରେ ଆଣିଲା ଆଶାର ଆଲୋକ । ଦିବ୍ୟାଙ୍ଗ ଜୟନ୍ତୀ ପୃଷ୍ଟି ଏବେ ଖୁସିରେ ପରଷୁଛନ୍ତି ଖାଦ୍ୟ । ବାଣ୍ଟୁଛନ୍ତି ଆନନ୍ଦ ।
ନିର୍ବାଚନ ପ୍ରଚାର ସମୟରେ ନିରଞ୍ଜନ ବାବୁ ଥିଲେ କେଉଁଠି? ଜଟଣୀକୁ ପ୍ରଚାର ପାଇଁ କିଏ ଆସିଛି? ଏତେ ଭଦ୍ର ଦେଖେଇ ହେଉଛ...ନିରଞ୍ଜନ ବାବୁଙ୍କୁ ଇସ୍ତଫା ଦେବା ପାଇଁ କାହିଁକି କହୁଛ? ମୋ ଛାତି ଚିରିଲେ କେବଳ କଂଗ୍ରେସ। ମତେ ନୋଟିସ୍ ଦେଇ ବିରାଟ ଭୁଲ କରିଦେଇଛି।
ଟାଇଁ ଟାଇଁ ଖରାରେ ବାହାରକୁ ବାହାରିଲେ ମୁଁହ ପୋଡି ଯାଉଛି l ପାରଦ ପୁରା ଉପରେ l ହେଲେ ଏହି ଅସହ୍ୟ ଖରାରେ ରାସ୍ତାର ତତଲା ପିଚୁରେ ହାତକୁ ହାତ ଧରା ଧରି ହୋଇ ଚାଲିଛନ୍ତି ଏକ ଯୁବ ଗୋଷ୍ଠୀ l ଏମାନଙ୍କ ଲକ୍ଷ୍ୟ ହେଉଛି ପରିବେଶ ସେବା l ଏକ ସ୍ୱତନ୍ତ୍ର ଚିନ୍ତାଧାରାରେ ନିମଗ୍ନ ଏହି ଯୁବ ଗୋଷ୍ଠୀଙ୍କ କାମକୁ ଦେଖିଲେ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି....
କରୋନା ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏତିକି ବେଳେ ଅଳସ ଭାଙ୍ଗିଲେ କେଜ୍ରିୱାଲ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। ୟୁଜର୍ସ କହିଲେ...
ସୁନାର ସ୍ୱପ୍ନକୁ ଚୁରମାର କରିଦେଲା କିଡ଼ନୀ ରୋଗ। ୫ ବର୍ଷ ହେଲାଣି ଖଟିଆରେ ଶୋଇ ରହିଛନ୍ତି ସିଦ୍ଧାନ୍ତ। ଦିନେ ଖାଇଲେ ଦୁଇ ଦିନ ଉପାସରେ ରହିବା ପରି ସ୍ଥିତି। ଏଇଠି ଚିକିତ୍ସା କଥା ପଚାରେ କିଏ? ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ମିଳିଛି ସତ ହେଲେ କୌଣସି ମେଡ଼ିକାଲରେ ଏହା କରୁନି କାମ। ସାହାଯ୍ୟ ଅପେକ୍ଷାରେ ସିଦ୍ଧାନ୍ତ