ଏବେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀଙ୍କୁ ୫ଦିନିଆ ରିମାଣ୍ଡରେ। ନିରଂଜନଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା, ଫୋକସରେ ମେମୋରି ଚିପ୍ । ସେପଟେ ସାମ୍ନାକୁ ଆସିଲା ଶର୍ମିଷ୍ଠା ଫେରାର ପୂର୍ବର ଭିଡିଓ।
ଜଳୁଛି ଶିମିଳିପାଳ ସହ ଖଡ଼ିଆଳ, ଫୁଲବାଣୀ ଓ ନବରଙ୍ଗପୁରର ଜଙ୍ଗଲ I FSI ରିପୋର୍ଟରେ ଜଙ୍ଗଲ ନିଆଁରେ ଦେଶରେ ପ୍ରଥମ ଓଡ଼ିଶା, ମୁଖ୍ୟ ବନପ୍ରାଣୀ ସଂରକ୍ଷକ କହିଲେ ଗତବର୍ଷ ତୁଳନାରେ ବହୁତ କମ୍ I
ଲୋ ଇନଭେଷ୍ଟିମେଣ୍ଟରେ ହାଇ ପ୍ରଫିଟ୍ କରିବା ମୋର କାମ। ଯାହାର ନଥିବ ଗତି ସେ କରିବ ରାଜନୀତି...ବାସ୍ ଏଇ କଥାକୁ ମୁଁ ତ ଅକ୍ଷରେ ଅକ୍ଷରେ ପାଳନ କରୁଛି...ଜିତେ କି ହାରେ ମତେ ଫରକ୍ ପଡ଼େନି...
ଟିକିଏ ଧନିଆ ଗୁଣ୍ଡ ଆଉ ଅଳ୍ପ ଲଙ୍କା ଗୁଣ୍ଡ...ଆଉ ଏହିସବୁ ମସଲା ଦେଇ କଡ଼େଇରେ କଷିଦେଲେ ବାସ୍...ସାଙ୍ଗେ ସାଙ୍ଗେ ତିଆରି ହୋଇଯିବ ନଡ଼ିଆ ପନିର୍
ମହାଯୁଦ୍ଧ ବେଳେ ପୁଟିନ୍ଙ୍କୁ ଚରମବାଣୀ ଶୁଣାଇଲେ ବାଇଡେନ୍। କହିଲେ, ଆମର ଧୈର୍ଯ୍ୟ ପରୀକ୍ଷା କରନି। ନିଜ ସୈନ୍ୟଙ୍କୁ କେବଳ ୟୁକ୍ରେନ ଭିତରେ ସୀମିତ ରଖ। ଟିକେ ହଲଚଲ ହେବ ତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଅଛି ନାଟୋ। ସେପଟେ...
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ସପ୍ତାହକୁ ମିଳିବ ୨ ଦିନ ଛୁଟି...ସୋମରୁ ଶୁକ୍ର କାମ କରିବେ, ଶନି-ରବିବାର ଛୁଟିରେ ରହିବେ। ୱାର୍କିଂ ଦିନରେ ସରକାରୀ ଛୁଟି ପଡ଼ିଲେ...
ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି। ଏଣିକି ରାସ୍ତାରୁ ହଟିଯିବ ଟୋଲ୍ଗେଟ୍। ୧୦୦ ସ୍ପିଡ୍ରେ ଦଉଡ଼ିବ ଆପଣଙ୍କ ଗାଡ଼ି...ସବୁ ଗାଡ଼ିରେ ଲାଗିବ ଜିପିଏସ୍।
ଭାରତକୁ ଛାଡି ବିଦେଶରେ ଏସବୁ ସାମଗ୍ରୀ ବିକ୍ରି ଉପରେ ରୋକ୍ ଲାଗିଛି। ହେଲେ ଆମ ପାଖଆଖରେ ବିନା କୌଣସି ବାଧାରେ ଏହି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି। ଏବେ ଜାଣନ୍ତୁ ସେହି ୫ ସାମଗ୍ରୀ ବିଷୟରେ...
ଅଧ ରାତିରେ ଖେଳ ହେଲା। ଗାଡ଼ି ଧରି ଆସିଲେ, ହାତରେ ଢକଲମ୍ ଦେଇ ଗଲେ। ମଉସା ଆମର ଦେଖୁନ କେମିତି ପାଦୁକା ପାଇବା ପରିକା ହାତରେ ନେଇ ଲୁଚାଇ ଦେଲେ। ନାରଣ ଆମେ ପା’ ଦେଖିସାରିଲୁଣି, ଆଉ ଲୁଚାଇ ଲାଭ କ’ଣ? ଭିଡ଼ିଓ କଲେ ବୋଲି ବହେ ଶୁଣିଲେ...
ତରଙ୍ଗ ସିନେ ଉତ୍ସବ ୨୦୨୨ରେ ବୋବାଲିଆ ନାଚିଲେ ଅଭିନେତା ଓ ଅଭିନେତ୍ରୀ। ଆକ୍ଟିଂ ପାଇଁ ଏହିମାନେ ପାଇଲେ ଆୱାର୍ଡ...ରାଜା ମେ ତେରା ତୁ ରାଣୀ ବନେଙ୍ଗି ଗୀତରେ ଦୁଲକିଗଲା ମଞ୍ଚ, ଦେଖନ୍ତୁ ଏହି ଭିଡ଼ିଓ
୩ ବର୍ଷ ଧରି ସଞ୍ଚୟ କରିଥିବା ୧ ଟଙ୍କିଆ କଏନ୍ରେ ବାଇକ୍ କିଣିଲେ ତାମିଲନାଡୁ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା…ଦେଖନ୍ତୁ ସେହି ଭିଡ଼ିଓ...
ସରି ଯାଇଛି ମେୟର ନିର୍ବାଚନ। ଏବେ କିଏ ହେବ ଭୁବନେଶ୍ୱର ଡେପୁଟି ମେୟର ? ଚର୍ଚ୍ଚାରେ ଅମରେଶ ଜେନା (ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କ ନାଁ। ଏମାନଙ୍କ ବାଦ୍ ବିଜେଡିରେ ଆହୁରି ଅନେକ ଆଶାୟୀ ଅଛନ୍ତି। ଜାଣନ୍ତୁ କଣ କହୁଛି ରାଜଧାନୀ ରାଜନୀତି ଗଣିତ
ଭାରତୀୟ ଯବାନଙ୍କ ପାଇଁ ବଡ଼ ଖବର। ଏଣିକି ବର୍ଷକୁ ୭୫ ଦିନ ନୁହେଁ ବରଂ ମିଳିବ ୧୦୦ ଦିନ ଛୁଟି। ଘର ପାଖରେ ମିଳିବ ଚାକିରି। ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନୂଆ ନିୟମ
ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବୃହତ୍ ବିଜୟ ପରେ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଆଇପିଏସ୍ ଅଫିସରମାନେ ବି ମୁଖ୍ୟମନ୍ତ୍ରୀ ଭେଟି ଜଣାଇଲେ ଅଭିନନ୍ଦନ।
ସଂଖ୍ୟା ଗରିଷ୍ଠତା ନାହିଁ। କିନ୍ତୁ ଚେୟାରମ୍ୟାନ୍ ହୋଇଛନ୍ତ। କେଉଁଠି କଂଗ୍ରେସ, କେଉଁଠି ବିଜେପି ତ ଆଉ କେଉଁଠି ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ଚେୟାରମ୍ୟାନ୍। ହେଲେ ଦଳୀୟ କାଉନସିଲର କହୁଛନ୍ତି ଆମେ ଚେୟାରମ୍ୟାନ୍ କଥାରେ ନୁହେଁ, ଦଳର କଥାରେ କାମ କରିବୁ।
ଦିନେ ଚେହେରା ଦେଖାଇ ଚର୍ଚ୍ଚାକୁ ଆସିଥିଲେ ମାଡ଼ାମ ଶର୍ମିଷ୍ଠା । ଆଉ ଏବେ ଲାଜ ସରମରେ ଜଡ଼ସଡ଼ । କ୍ୟାମେରା ଆଗରେ ମୁହଁ ଦେଖାଉବାକୁ ଆଉ ସାହସ ନାହିଁ ।
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: https://khabar.odishatv.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://live.odishatv.in/ YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: https://www.facebook.com/otvkhabar OTV English Facebook : https://www.facebook.com/otvnews Telegram @otvtelegram @otvkhabar Twitter: https://twitter.com/otvnews Instagram: https://www.instagram.com/otvnews/ ହଇରେ !! ତୁ କେମିତିକା ସରପଞ୍ଚ କିରେ? ତତେ ସକାଳୁ ଖୋଜି ଖୋଜି ମୁଁ ଥକି ପଡ଼ିଲି ହେଲେ ତୋ ଦେଖା ପାଇଲିନି...ଭୋଟ୍ ପୂର୍ବରୁ ରୂପ ଗୋଟେ ଆଉ ଏବେ ଆଉ ଗୋଟେ
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।
ସେଲଫି ନିଅନ୍ତୁ କିଛି ଅସୁବିଧା ନାହିଁ। ହେଲେ ଏମିତି ସେଲଫି କେବେ ହେଲେ ନିଅନ୍ତୁ ନାହିଁ। ଦେଖନ୍ତୁ କେମିତି ସେଲଫି ନେବାବେଳେ ଘଟିଲା ଅଘଟଣ। ଓଟ ଖାଇଗଲା ମହିଳାଙ୍କ ।
ଯେଉଁ ଆଡ଼ିବନ୍ଧକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଲୋକ...ସେଇଠି ହେଲା ଦୁର୍ନୀତି। ପାଣିରେ ପଡ଼ିବାକୁ ବସିଲାଣି ୯ କୋଟି ଟଙ୍କା...ନିମ୍ନ ମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ
ଦହି ତରକାରୀ କେବେ ଖାଇଛନ୍ତି କି? ଯଦି ନା…ତେବେ ଏବେ ହିଁ ଘରେ ବନାନ୍ତୁ ଏହି ଡିସ୍। ଟିକିଏ ଲୁଣ ଆଉ ଟିକିଏ ଜିରା ଗୁଣ୍ଡ ଦେଇ ଛୁଙ୍କ ଫୁଟାଇଲେ ପଡ଼ୋଶୀ ବି ଆସି ମାଗିନେବେ ଆପଣଙ୍କ ତରକାରୀ...ଲେଖି ରଖନ୍ତୁ ପ୍ରସ୍ତୁତ ପ୍ରଣାଳୀ
ଥମିବାରେ ନା ନେଉନି ଯୁଦ୍ଧ। ଋଷର ଭୟଙ୍କର ଆକ୍ରମଣରେ ପ୍ରାଣ ହରାଉଛନ୍ତି ନୀରିହ ଜନତା...ହେଲେ ଟିକିଏ ବି ଶୁଣୁନାହାନ୍ତି ପୁଟିନ୍, ଆଉ କେତେ ଦିନ ଯୁଦ୍ଧ ଦେଖିବ ବିଶ୍ୱ?
ୟୁକ୍ରେନ-ଋଷିଆ ଯୁଦ୍ଧକୁ ପୂରିଲା ମାସେ। ନାଟୋ କହିଲା ୟୁକ୍ରେନକୁ କରାଯିବ ସାମରିକ ସାହାଯ୍ୟ...ସେପଟେ ମେ’୯ ସୁଦ୍ଧା ଯୁଦ୍ଧ ସାରିବାକୁ ବାଧ୍ୟ ହେବ ଋଷ୍?
ଆପଣଙ୍କ ବେକରେ ଏହି ସବୁ ସମସ୍ୟା ଦେଖାଯାଉଛି କି? ଜମା ବି ଚିନ୍ତା କରନ୍ତୁ ନାହିଁ...ଏହି ଯୋଗ ଯଦି ଆପଣ ସବୁଦିନ କରିବେ ତେବେ ଆଉ କେବେ ହେବନି ବେକ ବଥା