କିଛି ଦିନର ବିରତି ପରେ ପୁଣି ମାଡି ଆସୁଛି ମହାମାରୀ। ଚାଇନାରେ ହୁ ହୁ ହୋଇ କରୋନା ମାଡ଼ି ଛାଲିଥିବା ବେଳେ ଇସ୍ରାଏଲରେ ଚିହ୍ନଟ ହେଲାଣି ନୂଆ ଭାରିଆଣ୍ଟ। ଯାହାକୁ ନେଇ ବିଶ୍ୱରେ ଖେଳି ଯାଇଛି ଆତଙ୍କ
କଂଗ୍ରେସ-ବିଜେଡି-ବିଜେପି ସମସ୍ତେ ଛକାଛକି। ହାତେଇବାକୁ ବସିଛନ୍ତି ଭୁବନେଶ୍ୱର ମେୟର ପଦବୀ। ନୂଆ ପ୍ରାର୍ଥୀ ଦେଇ କରୁଛନ୍ତି ପ୍ରଚାର। କିଏ ଖଟିରେ ତ ଆଉ କିଏ ପାର୍କରେ କରୁଛି କ୍ୟାମ୍ପେନିଂ। ଆଜି ଆମେ ଆପଣଙ୍କୁ କହୁଛୁ ବିଜେପିର ଡ. ସୁନୀତି ମୁଣ୍ଡଙ୍କ ବିଷୟରେ ଅନେକ କଥା...
ଆପଣମାନେ ଜାଣନ୍ତି କି କ’ଣ ରହିଛି ବିଜେଡି ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିଅର? ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ? କେବେ ଓ କେମିତି ରାଜନୀତିକୁ ଆସିଲେ? ଆସନ୍ତୁ ଜାଣିବା ଭୁବନେଶ୍ୱରର ବିଜେଡି ମେୟର ପ୍ରାର୍ଥୀଙ୍କ ବିଷୟରେ
ଋଷ ଟାର୍ଗେଟ୍ରେ ମାରିଉପୋଲ । ଆକ୍ରମଣ ନୁହେଁ ତ, ସତେ ଯେମିତି ଜାରି ରହିଛି ଗଣହତ୍ୟା । ଏଯାଏଁ ପ୍ରାଣ ହରାଇଲେଣି ପ୍ରାୟ ୩ ହଜାର ସାଧାରଣ ଲୋକ । ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା ।
ବିଳମ୍ବରେ ହେଉ ପଛେ ଘୋଷଣା ହୋଇଛି ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ତାରିଖ । ଏପ୍ରିଲ ୨୮ରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ଏକାସାଙ୍ଗରେ ପରୀକ୍ଷା ଆରମ୍ଭ ହେବ ।
ଏତେ ବଡ଼ ବିଲାତି ଗଛ ଆପଣ କେବେ ଦେଖିନଥିବେ। ୧୦ ଫୁଟ୍ ପର୍ଯ୍ୟନ୍ତ ବଢିଛି, ଦିନକୁ ୩ କିଲୋ ବିଲାତି ଅମଳ ହେଉଛି..ଗଛ ଦେଖିବାକୁ ଏବେ ସ୍ଥାନୀୟ ଅଂଚଳରେ ଲାଗିଛି ଭିଡ଼
ପଞ୍ଚାୟତ ନିର୍ବାଚନ ତ ସରିଲା ଏବେ ପୌର ନିର୍ବାଚନ । ଏ ମଉସା କାଇଁ ଏମିତି ହେଉଛ।
ନମ୍ବର ୱାନ ଦିଅର। ଅଧ ରାତିରେ ବାଘ ସହ ଲଢେଇ କରି କରି ବଞ୍ଚାଇ ଦେଲେ ଭାଉଜଙ୍କ ଜୀବନ...ପରିସ୍ରା କରିବାକୁ ଉଠିଥିବା ବେଳେ ଛକି ବସିଥିବା ବାଘ କରିଥିଲା ଆକ୍ରମଣ, ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଜୀବନ। ଉଭୟ ବାଘ କାମୁଡ଼ାରେ ଆହତ ହେଲେ ସତ କିନ୍ତୁ ଜୀବନ ଫେରି ପାଇଲେ। ଦେଖନ୍ତୁ କଣ ଥିଲା ପୂରା ଘଟଣା
ସୁନ୍ଦର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ଯୁବକ। ଫଟୋ ଗୋଟିଏ ମିଳିଯିବା ପରେ ପାଗଳ ହୋଇଗଲେ...ଆଉ ଏହାରି ଭିତରେ ଆକାଉଣ୍ଟରୁ ଖାଲି ହେବାରେ ଲାଗିଛି ଟଙ୍କା, ଜାଣିବା ବେଳକୁ ଆଉ କିଛି ନାହିଁ
ସୁନୟନାଙ୍କ ପାଇଁ ସବୁ କରିବାକୁ ପ୍ରସ୍ତୁତ ସୁଶାନ୍ତ। କେତେବେଳେ ଗୁପଚୁପ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ନଈ କୂଳକୁ ବୁଲାଇବାକୁ ନେଉଛନ୍ତି...ଦେଖନ୍ତୁ ସ୍କ୍ରିନ ଉପରେ କେମିତି ଚାଲିଛି ରୋମାନ୍ସ
ସେ କହୁଥିଲେ ମୁଁ ଜଣେ ସାମ୍ୱାଦିକା। ଷ୍ଟୁଡିଓରେ ବସାଇ କରୁଥିଲେ ଇଣ୍ଟରଭ୍ୟୁ। ହେଲେ ଉଦ୍ଦେଶ୍ୟ ରହୁଥିଲା ଭିନ୍ନ। ଆପତ୍ତିଜନକ ଭିଡିଓ କରିବାକୁ ପଛାଉ ନଥିଲେ। ଯାହାର ଭିଡିଓ କ୍ଲିପ୍ ରହିଯାଇଥିଲା କ୍ୟାମେରାମ୍ୟାନ୍ ପାଖରେ। ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ। ଶେଷରେ ପ୍ରି-ପ୍ଲାନ କରି ସବୁଦିନ ପାଇଁ ହଟାଇ ଦେଇଥିଲେ। ମାନସ ସ୍ୱାଇଁ ଅପହରଣଠାରୁ ହତ୍ୟା ପର୍ଯ୍ୟନ୍ତ କେମିତି ପ୍ଲାନ କରିଥିଲା ଶର୍ମିଷ୍ଠା ଜାଣନ୍ତୁ...
ଏତିକି ଖାଇବା ପରେ ସେ ପିଠି ଆଉ ଅଛି ତ? ହଇରେ ନାରଣ...ଇଏ କଣ ମୁଣ୍ଡରୁ ଗାମୁଛା ଫୋପାଡ଼ି ଦେଇ ପୂରା ସ୍ମାଇଲ ଦେଉଛନ୍ତି? ମେଡ଼ିକାଲ ନୁହେଁ ତ ଆୱାର୍ଡ଼ ନେବା ପାଇଁ ଆଉଛନ୍ତି ବୋଧହୁଏ...
ଆଜ୍ଞା…ଜମାରୁ ବିଶ୍ୱାସ କରନ୍ତୁନି। ରୋଗୀଙ୍କୁ ଲୋଭ ଦେଖାଇ ଦେଖାଇ ୧୭ ସ୍ତ୍ରୀ ରଖିଲାଣି। ଟିକିଏ ଗଳାବଟ ପାଇଲେ ଚଟ୍କିନା ଗଳି ଯିବ, ଆଉ ସ୍ତ୍ରୀ କରିପକାଇବ
୪୦ କାଶ୍ମୀର ପଣ୍ଡିତଙ୍କୁ ହାଣିଥିଲା। ୧୬ ବର୍ଷ ଜେଲରେ ବି ରହିଲା...ପରେ ବେଲ୍ରେ ଆସି ଫୁଲମାଳ ପକାଇ କାଶ୍ମୀରରେ ବୁଲୁଛି। ମିଡ଼ିଆକୁ କହୁଛି କେତେ ଜଣଙ୍କୁ ହାଣିଥିଲି ମୋର ମନେ ପଡୁନି, ବୋଧହୁଏ ୩୦ ରୁ ୪୦ ଜଣଙ୍କୁ ହାଣିଥିଲି...ଦେଖନ୍ତୁ ବିଟ୍ଟା କରେଟାର କଳା କାହାଣୀ....
କଲେଜ୍ରେ ପାଠ ପଢୁ ପଢୁ ମାଡ଼ିବସିଲା ରୋଗ। ବିଛଣାରେ ଶଯ୍ୟାଶାୟୀ ନରେଶ...ବାପା-ମାଆ ଦିନରେ କାମକୁ ଗଲେ ରାତିରେ ଘରେ ଚୁଲି ଜଳେ...ଆଉ ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି କାନ୍ଦିକାନ୍ଦି ନୟାନ୍ତ ହେଲେଣି ବାପା-ମାଆ। କେମିତି ପୁଅର ଚିକିତ୍ସା ହେବ ସେନେଇ ଚିନ୍ତାରେ ପୂରା ପରିବାର
ଅତ୍ୟାଚାରର ସବୁ ସୀମା ଟପିଲା ପୁଅ । ଗଛ ମୂଳେ ବସିଛନ୍ତି ବାପା-ମାଆ। ଘରକୁ ପସିବା ମାତ୍ରେ ଦୂରରୁ ପନିକି ଫୋପାଡ଼ୁଛନ୍ତି ପୁଅ ବୋହୂ। ଶିଡ଼ି ଲଗାଇ ପାଚେରୀ ଡେଇଁ ଘରୁ ବାହାରୁଛନ୍ତି ବୃଦ୍ଧ ଦମ୍ପତି। ଅତ୍ୟାଚାରରେ ଅତିଷ୍ଠ ହୋଇ ଏବେ କାନ୍ଦୁଛନ୍ତି ବାପା-ମାଆ
ୟୁପି ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବାହାରକୁ ବାହିରିଥିଲେ ଅଖିଳେଶ ଯାଦବ। ଗାଡି ଯାଉଥିବା ବେଳେ ହଠାତ୍ ପଶି ଆସିଲା ଷଣ୍ଢ। ଚିଇଁକି ଉଠିଲେ ଅଖିଳେଶ। ଆଉ ସୋସିଆଲ ମିଡିଆରେ ଲେଖିଲେ
ପୌର ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ । ପଞ୍ଚାୟତ ପରେ କଣ ହେବ ପୌର ନିର୍ବାଚନ ଫଳାଫଳ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ, ସେ କାମ କରୁଥିବା ୱେବ ଚ୍ୟାନେଲ୍ ମାଲିକାଣୀଙ୍କ ସଂପୃକ୍ତି ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତାଙ୍କ ବିରୋଧରେ ପ୍ରମାଣ ଥିବା ନେଇ ସ୍ପଷ୍ଟ କରିଛନ୍ତି ଚାନ୍ଦବାଲି SDPO ।
ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗୁଳି କରାଯାଇଥିଲା କୃଷ୍ଣଚନ୍ଦ୍ରଙ୍କୁ । ଏଣେ ତେଣେ ପଡ଼ିରହିଛି ଖୋକା, ଆଉ ଚପଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡ଼ିକାଲ୍ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣ ।
୨୧ ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।
ଚିରାଚରିତ ସିନେମା ଭଳି ମନୋରଞ୍ଜନର କୌଣସି ଖୋରାକ୍ ନଥାଇ ବି ଥିଏଟର ହାଉସଫୁଲ । କୋଭିଡ୍ କବଳରୁ ବର୍ତ୍ତି ନଥିବା ବକ୍ସ ଅଫିସରେ ଏକପ୍ରକାର ସୁନାମୀ ଆଣିଛି ଫିଲ୍ମ କାଶ୍ମୀର ଫାଇଲ୍ସ ।
ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।
ପାଗଳ ହୋଇଗଲେ ଯୁବକ। ଜାଣିପାରିଲେନି ଏଇଟା ମାୟାବିନୀର ମାୟା ଜାଲ। ବାସ୍ ପ୍ରେମରେ ପାଗଳ ହୋଇ ଆକାଉଣ୍ଟ କରିଦେଲେ ଖାଲି
ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ। ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ। ଟଙ୍କା ରୋଜଗାର କରିବାକୁ ବିଦେଶ ଯାଇଥିଲା ପୁଅ।