ପୁଣି ବିବାଦରେ କିମ୍। କହିଲେ, ଏଥର ଆମେରିକା ଉପରେ ହେବ ପରମାଣୁ ଆକ୍ରମଣ। ବିଜୟ ହେବ ଉତ୍ତର କୋରିଆ...ଆମେରିକାର ଅବସ୍ଥା ହେବ ଏମିତି...
ଯାହାର ଲକ୍ଷ୍ୟ ସ୍ଥିର ସେ କେବେ ବି ଲକ୍ଷ୍ୟଚ୍ୟୁତ ହେବନି। ଇଏ ଏମିତି ଜଣେ ନାରୀ ଯିଏ କି ଜାତୀୟ ସ୍ତରରେ ନିଜ ନାଁକୁ ବେଶ୍ ଆଗକୁ ନେଇଛନ୍ତି। ଜିମ୍ନାଷ୍ଟ୍ ମୀରାରାଣୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ସରକାର ବିରୋଧରେ ଗର୍ଜିଲେ ସବୁକିଛି ମିଳିପାରିବ ନାହିଁ। ଆଦିବାସୀଙ୍କ ପାଇଁ ଦିନେ ଏତେ ସଂଘର୍ଷ କରୁଥିଲେ କିନ୍ତୁ ଏବେ ସରକାରୀ ଦଳରେ କେମିତି ମିଶିଲେ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...
ଗୌରୀଙ୍କ ଶ୍ୱଶୁରଙ୍କୁ ସମସ୍ତେ ଭାବୁଛନ୍ତି ପାଗଳ। ହେଲେ ଗୌରୀ ଜାଣିଛନ୍ତି ସେ ଭଲ ଲୋକ...ସେଇଥି ପାଇଁ ତାଙ୍କ ସାମ୍ନାରେ ଗାଉଛନ୍ତି ଲୋରୀ। ଆଉ ସେଇ ଲୋରୀ ଶୁଣିଶୁଣି ଶୋଉଛନ୍ତି ଶ୍ୱଶୁର। ଦେଖନ୍ତୁ କାନ୍ଦ ସିନ୍ ପାଇଁ କେମିତି ଚାଲିଛି କସରତ?
ଦିନେ ରାଜମିସ୍ତ୍ରୀ ଥିଲେ, ସୁନ୍ଦର ସୁନ୍ଦର ମନ୍ଦିର ନିର୍ମାଣ କରୁଥିଲେ। ହେଲେ ଏବେ ସବୁ କିଛି ବଦଳିଯାଇଛି। କେତେବେଳେ କାଠ ହାଣିପକାଉଛନ୍ତି ତ କେତେବେଳେ ମାଟି ଖୋଳୁଛନ୍ତି। ପଚାରିଲେ ନିଜେ କଣ କହୁଛନ୍ତି ତାହା ବୁଝିବା ବି କଷ୍ଟ। ନିଜର ସ୍ୱପ୍ନକୁ ନେଇ ଏଣେତେଣେ ବୁଲୁଛନ୍ତି ସ୍ୱପ୍ନେଶ୍ୱର...
କେଡେ ଚାଲାକ୍ ତୁମେ ଚତୁର? ଫାଷ୍ଟ ଭିଡ଼ିଓ କଲରେ ଦେଖିଲ, ପରେ ଚାଟିଂ ସହ ଡେଟିଂ କଲ। ଏବେ କହୁଛ ମତେ ଚିହ୍ନିନ ବୋଲି? ତୁମେ କେମିତିକା ଲୋକ କିହୋ ଚତୁର?
ପ୍ରଶାସନକୁ ଲଜ୍ଜା। ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜ ସ୍କୁଲ ରାସ୍ତାକୁ ନିଜେ ତିଆରି କଲେ ପିଲା...ବଡବାବୁଙ୍କୁ ପଚାରିଲେ କହୁଛନ୍ତି, କ୍ୟାମେରା ଆଗରେ କିଛି କହିବିନି...
ଥରେ ନୁହେଁ କି ଦୁଇଥର ନୁହେଁ ବରଂ ୩୯ ଥର ଫେଲ ମାରିବା ପରେ ଏବେ ଚାକିରି ଦେଲା ଗୁଗୁଲ। ଦରମା ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍...
ମାରିଦେଲୁରେ ନାରଣ। ପିଲାଏ ଖାଇଲେ ମିଲମେକର...ସେପଟେ କିନ୍ତୁ ଚକା ମାଡିକି ଚିଙ୍ଗୁଡ଼ି ଝୋଳ ଖାଇଲେ ଦିଦି ଆଉ ସାର୍। ଦେଖୁନୁ ନାରଣ, କେମିତି ଝୋଳ ହାପୁଡୁଛନ୍ତି ଦିଦି, ମୋ ବୋଉଲୋ...
ଶାନ୍ତନୁ କେତେ ଦୁଷ୍ଟ? ନାଁ ପଛରେ କାହିଁକି ଆଡ୍ ହେଲା ଭାଇରାଲ ବୟ? ଶୁଣନ୍ତୁ ଏନେଇ କଣ କହୁଛନ୍ତି କୁନି ଗୀତିକାର ଶାନ୍ତନୁ...
ଆଦିବାସୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ମନଖୋଲା ଗର୍ଜୁଥିଲେ ଆଉ ବର୍ଷୁଥିଲେ। ହେଲେ ଏବେ ସେଇ ଦଳରେ ମିଶି ରାଜ୍ୟସଭା ଗଲେ। ଆନ୍ଦୋଳନକୁ ଚାପିବା ପାଇଁ ବିଜେଡିରେ ସାମିଲ ହେଲେ କି ବିଶି?
ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମେନୁରେ ଆଡ୍ ହେବ ନୂଆ ଡିସ୍। ରାଷ୍ଟ୍ରପତି ଭବନରେ ଏଣିକି ସମସ୍ତେ ଖାଇବେ ଭାତ, ଶାଗ ସହ ଆଳୁଭର୍ତା...ପୂର୍ବରୁ ବି ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ରନ୍ଧା ଯାଉଥିଲା ଖାଦ୍ୟ..
ସାର ମୋ ଆତ୍ମା କାନ୍ଦୁଛି...ଦିନ ରାତି ଏଇ ଲୋକଟା ମୋବାଇଲ ଧରି ଖେଂଚୁଛି। ସାର୍ ଏ ଅଜାଗା ଘା’ କାହାକୁ ଦେଖାଇବି? ମୋବାଇଲରେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ରାସ୍ତା ଘାଟରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...
ଆଶ୍ଚର୍ଯ୍ୟ !! ମାତ୍ର ଗୋଟିଏ ସିରିଞ୍ଜରେ ଦିଆଗଲା ୩୦ ଜଣଙ୍କୁ ଇଂଜେକସନ୍। ପ୍ରଶ୍ନ ପଚାରିବାରୁ କହିଲେ, ମୁଁ କିଛି ଜାଣିନାହିଁ। ମତେ ଦିଆଯାଇଥିଲା ଗୋଟିଏ ସିରିଞ୍ଜ...ଭାଇରାଲ ହେଉଛି ଭିଡ଼ିଓ
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଅଗଷ୍ଟ ୧ରୁ ବଢିବ ଦରମା...ଖାଲି ଏତିକି ନୁହେଁ ବରଂ ଏଇ ସବୁ ଉପହାର ପାଇଁ ସରକାରୀ ଚାକିରିଆ...
ମୋ ବୋଉଲୋ...ଏଇଠି କଣ ମେୟରଙ୍କ ସାଙ୍ଗରେ କମିଶନର ବୁଲୁଛନ୍ତି? ଗଲା ଆଜି ଯିଏ ସାମ୍ନାରେ ପଡ଼ିଲା ତା’ବେଳ ଖରାପ। ଦେଖୁନୁରେ ନାରଣ, କେମିତି ଦୋକାନୀକୁ ତାଗିଦ୍ କଲେଣି ମେୟର ମାଡାମ। କହିଲେଣି, ଏଇଠି ଅଳିଆ ପକାଇବ ତ ଦୋକାନ ବନ୍ଦ କରିଦେବି..
ତୃପ୍ତି-ପ୍ରକୃତି-ବାବୁସାନ କଳି ଭିତରେ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ମା’ ଅପରାଜିତା ମହାନ୍ତି ଥିବା ଦେଖିବାକୁ ମିଳିଥିଲା।
ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଲା ଭାରତ । ୱେଷ୍ଟଇଣ୍ଡିଜକୁ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ । ଭାରତ ପ୍ରଥମେ ୩୬ ଓଭରରେ ୩ ଓ୍ୱିକେଟ ହରାଇ ୨୨୫ ରନ୍ କରିଥିଲା । ଶୁବମନ ଗିଲ୍ ୯୮ ରନ୍ ଓ ଧଓ୍ୱନ ୫୮ ରନ୍ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।
ଦେଶର ସର୍ବ ପୁରାତନ ଟେଲିକମ୍ କଂପାନୀ ବିଏସ୍ଏନ୍ଏଲର ପୂର୍ବ ଗୌରବ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ। ଯୋଗାଯୋଗ କ୍ଷେତ୍ରରେ ସେବା ଦେଉଥିବା ଦେଶରେ ଏହି ପୁରୁଣା ରାଷ୍ଟ୍ରାୟତ୍ତ କମ୍ପାନୀର ପୁନରୁତ୍ଥାନ ଲାଗି ୧ଲକ୍ଷ ୬୪ ହଜାର କୋଟିର ରିଭାଇଭାଲ୍ ପ୍ୟାକେଜ୍ ପ୍ରସ୍ତାବକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏ ନେଇ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ହୁଇଲ୍ ଚେୟାର୍ ଧରି ହସ୍ପିଟାଲ୍ ସାରା ବୁଲୁଥିବା ଇଏ ପିଲାଟି ହେଉଛି ସୋମେଶ ସାହୁ। ଏବେ ଓଲଟପୁର ସ୍ଥିତ SVNIRTARରେ ଚିକିତ୍ସାଧୀନ। ହାତ ଗୋଡ଼ ଦୁର୍ବଳ। ହୁଇଲ୍ ଚେୟାର ନ ହେଲେ ଚାଲିବା କଷ୍ଟ। ତା ଗୀତ ଶୁଣିଲେ ଆପଣ ବି ଖୁସି ହୋଇଯିବେ... ଜୀବନ ଯନ୍ତ୍ରଣା ଭୋଗିଲେ ବି ଏତେ ବିନ୍ଦାସ୍ ଆଉ ଖୁସି ମିଜାଜର ପିଲା ଯେ, ତାକୁ ଦେଖିଲେ ରୋଗୀ ଭଲ ହୋଇଯିବ। ନା ମନରେ ଅଛି ଅବସାଦ ନା ବିସାଦ...
କେଉଁ ହିରୋଇନ ବାବୁସାନଙ୍କ ପସନ୍ଦ। ଉତ୍ତରରେ ପ୍ରଥମେ ଆସିଲା ରିୟାଙ୍କ ନାଁ। ପରେ ଝିଲିକଙ୍କ ନାଁ ନେଲେ ବାବୁସାନ୍। ଆଉ ତା’ପରେ... ଦିନେ ଖୋଲାକଥାର ହଟସିଟରେ ବସି ଏମିତି କହିଥିଲେ ବାବୁସାନ ମହାନ୍ତି...
ଏହା କେଉଁ ମନାଲି କି ଲଦାଖରୁ କମ୍ ନୁହେଁ। ଏ ଯାଗା ଓଡିଶାର କୋରାପୁଟ୍। ଏଠି ଆପଣଙ୍କୁ କେମିତି ଛୁଇଁ ଯାଏ ମେଘ ଦେଖନ୍ତୁ
ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର କରିବାକୁ ବାଟ ଦେଖାଉଥିବା କଲ୍ୟାଣୀ ସତରେ ଉଦାହରଣ।
ସୁଟିଂ ସେଟରେ ଖୁବ ମଜାମସ୍ତି। ବାହାଘର ହେଲା। ଆଉ ଦଶ କୋଡିଏ ଥର ବାହାଘର ହବ। ଯେତେବେଳେ ମୁଁ ତାଙ୍କୁ ଦେଖିଲି...