ସମ୍ଭାବ୍ୟ ବର୍ଷାକୁ ଦେଖି ୧୩ରୁ ୧୫ ତାରିଖ ଯାଏଁ ସବୁ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ ।
୩ ବର୍ଷ ପରେ ସେସବୁ କେମିତି ଚାଲିଛି, ମୋବାଇଲ ଟୟଲେଟ୍ ଅବସ୍ଥା କେମିତି ଅଛି ଆସନ୍ତୁ ଜାଣିବା।
ସାବାସ୍ ବନବିଭାଗ। ବୋଟ୍ରେ ତିଆରି କଲା ଲାଇବ୍ରେରୀ...ଯେଉଁ ପର୍ଯ୍ୟଟକ ବୁଲି ଆସିବେ, କୁମ୍ଭୀର ହରିଣ ଦେଖିବା ସହ ବହି ପଢି ଅନେକ କିଛି ଜାଣିବେ। ଦେଖନ୍ତୁ କେମିତି ଲାଇବ୍ରେରୀରେ ବହି ପଢିବା ପାଇଁ ଲାଗିଛି ଭିଡ଼
ଇରେ ନାରଣ ତୁ ଏ କଣ କଲୁ? ଶାହଙ୍କ ଏତେ ବଡ଼ ବୈଠକ...ଶେଷରେ ତୁ ଖାରବେଳଙ୍କ ଚୌକିରେ ଏମିତି କେଁ କଲୁ। ଦେଖୁନୁ ସେ କେମିତି ଚୌକି ଘୋଷାରୁଛନ୍ତି...ହେଲେ ଏ ଚୌକି କଣ ଆଗକୁ ଆସୁଛି?
ଏ ମଣିଷ ନା ରାକ୍ଷସ? ବିଲରେ ପଶି ଧାନ ଖାଇଦେଲା ବୋଲି ଗୋଡେଇ ଗୋଡେଇ ଷଣ୍ଢର ଗୋଡ ହାଣିଦେଲା ନୃଶଂସ ମଣିଷ। ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ନିରୀହ ପଶୁ। ସେପଟେ ଷଣ୍ଢର ଅବସ୍ଥାକୁ ଦେଖି ସ୍କୁଲରେ ରଖି ସେବା କରୁଛନ୍ତି ଶିକ୍ଷୟିତ୍ରୀ..
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ..
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍କୁ ଯିବାକୁ ଲାଗିବ ଡର
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ। ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ୨ଟି ଲେଖାଏଁ ୪ଟି ବଡ଼ରାକ୍ଷୀ ପ୍ରସ୍ତୁତ ହୋଇଛି। ଆଜି ଏହାକୁ ଶ୍ରୀମନ୍ଦିରକୁ ନିଆଯିବ।
ସ୍ବାଧୀନତା ଦିବସ ଅବ୍ୟହତ ପୂର୍ବରୁ ବିଭିନ୍ନ ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା। ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମାର୍କେଟରେ ମାନ୍ଦା ଅବସ୍ଥା ଥିଲା। ହେଲେ ଏଥର କରୋନା କଟକଣା ନଥିବାରୁ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ଲାଗି ସମସ୍ତେ ଆଗଭର।
ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ। ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ। ଅପରେସନ୍ ହେଲେ ସ୍ୱାମୀ ବଞ୍ଚିବେ...ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ। ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର...ଅକ୍ଷୟଙ୍କୁ ବଞ୍ଚାଇ ଦିଅ
ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ବରଂ ୨୦ ବର୍ଷ ପରେ ଘରକୁ ଫେରିଲା ଭାଇ... ଆଜି ମିଠା ଖୁଆଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ
ଏଇଟା ଟ୍ରେଲର, ଫିଲ୍ମ ଦେଖିବ ରୁହ । ଝାରପଡ଼ାକୁ ନେବ ତ? ଆଲୋ ଆଲୋ...ଇଏ କଣ? ସୁରଙ୍କୁ କଣ ଏମିତି ଟେକିନେଲା ପୋଲିସ? ନାରଣ ଭିଆଇପି ଗାଡ଼ି କୋଉଟା କିରେ?
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏତିକି ଦିନ ମଧ୍ୟରେ ୭୦ ଲକ୍ଷ ହିତାଧିକାରୀଙ୍କ କଟିଯିବ ରାସନ କାର୍ଡ। ଜାଣନ୍ତୁ ଆପଣଙ୍କ କାର୍ଡ ସୁରକ୍ଷିତ କି ନାହିଁ...
ମାସେ ନୁହେଁ କି ଦୁଇ ମାସ ନୁହେଁ। ବରଂ ୨ ବର୍ଷ ହେଲାଣି ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ। ଜାଣନ୍ତୁ କଣ ରହିଛି କାରଣ।
ଇରେ ଦେଖ୍। ଇଏ କଣ? କଂଟା ବାଡରେ କଣ ଚଢିଲେଣି ପିସିସି ସଭାପତି ଶରତ। ଦେଖୁନୁ, କେମିତି ସେପଟେ ବାଡରେ ବସିଲେଣି ପ୍ରସାଦ। ହଇରେ ନିରଞ୍ଜନ କୁଆଡେ ଗଲେ କି? ସିଏ ଯୋଉ ହେଭିୱେଟ୍ ନେତା, ତାଙ୍କ ଓଜନ କଣ ସମ୍ଭାଳିବ ଏଇ ବାଡ?
ତୋର ସର୍ମିଲି ସର୍ମିଲି ଆଖି...ଇସାରାରେ ଯେବେ ଦିଏ ଡାକି...ବାସ୍ ଲୁକ୍ ଦେଖିଲେ ଆପଣ ବି ଘଂଟାଏ ଯାଏଁ ହେବେ ହୋଲ୍ଡ। ଦେଖନ୍ତୁ କେମିତି ସ୍ମାଇଲ ଦେଇ ହାଏ କହୁଛନ୍ତି ତାରିଣୀ
ସାର ଆପଣ ତ ବିଧାୟକ ହେଲେ ସରକାର ସବୁ ଦେଲେ। ପୁଣି ଏଇଠି ଛିଡା ହୋଇକି ଦାବି ପୂରଣ କର କାହିଁକି ରଡୁଛନ୍ତି? ଲକ୍ଷେ ଟଙ୍କା ଦରମା ପାଇବା ପରେ ଅଂଟୁନି?
ରୋଗୀଙ୍କ ସହ ଅନ୍ୟାୟ ହେଲେ ମୁଁ ସହିପାରେନା। ସତ କହିବାକୁ ଡରେ ନାହିଁ...ସରକାରଙ୍କୁ ନକହିଲେ ସିଏ ଜାଣିବେ କେମିତି? ସତରେ କଣ ନେତାଙ୍କ ବିନା ଇଚ୍ଛାରେ ରୋଗୀଙ୍କୁ ମିଳିପାରିବନି ICU ବେଡ୍? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି
ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଣିକି ପମ୍ପରେ ଏଇ ସବୁ ପ୍ଲାଷ୍ଟିକ ଏତିକି ମାତ୍ରାରେ ଦେଲେ ମିଳିବ ବଡ଼ ରିହାତି...ଜାଣନ୍ତୁ କେବେଠାରୁ ଲାଗୁ ହେଉଛି ଏଇ ନିୟମ
୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଡାକ୍ତରଙ୍କୁ ଦେଖାଇ ଅପରେସନ୍ ବି କଲେ...ହେଲେ କଷ୍ଟ କମିଲାନି। ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ। ଆଉ ଚିଠିରେ ଲେଖିଲେ ଶେଷ କଥା...ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ...ଦେଖନ୍ତୁ କଣ ଥିଲା ପୂରା ଘଟଣା...
ମୋ ବୋଉଲୋ...ବରର ଅଣ୍ଟା ଆଉ ଥିବ ତ? ଇଏ ଯୋଉ ରେଟ୍ରେ ପଡ଼ିଲେ ବେଦୀରେ ବସିବେ ବା କେମିତି? ବରଯାତ୍ରୀ ବାଲା ଏମିତି ଡିଜେ ବଜାଇ ଦେଲେ ଯେ ଛତ୍ରଭଙ୍ଗ ଦେଇ ଦଉଡିଲା ଘୋଡା, ନିଜେ ତ ଗଲା ଗଲା କିନ୍ତୁ ବରର ଅଂଟାଟାକୁ... ଦେଖୁନୁରେ ନାରଣ
ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କହିଲେ, ଓଡ଼ିଶାରେ ଆସିଗଲା ଅଚ୍ଛେଦିନ
ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମି ପାଣି ପାଣି...ନୃସିଂହନାଥରେ ଫ୍ଲାସ ଫ୍ଲଡ଼ରୁ ବର୍ତ୍ତିଲେ କାଉଡ଼ିଆ, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ, ବନ୍ୟା ଆଶଙ୍କା ଏଡ଼ାଇ ହେବନି...