• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Puri-Konark Marine Drive
ସମୁଦ୍ର ଆଁକୁ ଚାଲିଯିବନି ତ ପୁରୀ-ଚନ୍ଦ୍ରଭାଗା ମନୋରମ ବେଳାମାର୍ଗ ? 

କାରଣ ସମୁଦ୍ରର ଭୀମକାୟ ଢେଉ ମା଼ଡରେ ମେରାଇନ୍ ଡ୍ରାଇଭ୍‌ର ଇକୋ-ରିଟ୍ରିଟ୍ ସ୍ଥଳ ପାଖରେ ପ୍ରାୟ ୨୫୦ ମିଟର ପ୍ରାଚୀର ଧୋଇ ଯିବା ପରେ ଏବେ ସୃଷ୍ଟି ହୋଇଛି ଏଭଳି ଆଶଙ୍କା ।

  • Tuesday, 13 September 2022
Binika school
ବାଃ ବାଃରେ 5T। କଳାପଟା ନାହିଁ ବୋଲି ଆଲମିରାରେ ପିଲାଙ୍କୁ ପଢାଯାଉଛି ପାଠ

ଆଚ୍ଛା !! ଏମିତି ଚାଲିଛି ଆମର ସ୍ମାର୍ଟ ସ୍କୁଲ। ବ୍ଲାକ୍‌ ବୋର୍ଡ ନାହିଁ ବୋଲି ଆଲମିରାକୁ କଳାପଟା ଭାବରେ ବ୍ୟବହାର କରୁଛନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ତରତର ହୋଇ ସ୍କୁଲ ଉଦଘାଟନ କଲେ। ହେଲେ ସ୍କୁଲର ହାଲ୍‌ ପୂରା ବେହାଲ ଅବସ୍ଥାରେ

  • Tuesday, 13 September 2022
Woman seeks govt help
ସ୍ୱାମୀ ପାଇଁ ଭିକ ମାଗୁଛନ୍ତି ମାଆ ଆଉ ସ୍ତ୍ରୀ...ସାହାଯ୍ୟ ମିଳିଲେ ବଂଚିଯିବେ ମିଥୁନ୍‌

କ୍ୟାନସରରେ ପଡିଛି ସ୍ୱାମୀ। ସାହାଯ୍ୟ ପାଇଁ ଗାଁ ଗାଁରେ ବୁଲି ଭିକ ମାଗୁଛି ସ୍ତ୍ରୀ। ଲୋକଙ୍କୁ ପ୍ରାର୍ଥନା କରୁଛି, ମତେ ଟିକିଏ ସାହାଯ୍ୟ କର। ମୋ ସ୍ୱାମୀଙ୍କୁ ବଂଚାଇ ଦିଅ। ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି ଲୁହ ଗଡାଉଛି ମାଆ...ସେପଟେ ଭାଇ ଲାଗି ଭଉଣୀ....

  • Tuesday, 13 September 2022
Taste Of Odisha
କଖାରୁ ସିଝିବା ପରେ ଅଣ୍ଡା, ହଳଦୀ ଦେଇ ଏମିତି କରନ୍ତୁ କଖାରୁ ଅଣ୍ଡା ମୁସ୍କା...

କେବେ ଖାଇଛନ୍ତି କି କଖାରୁ ଅଣ୍ଡା ମୁସ୍କା? କଖାରୁ ସିଝିବା ପରେ ଅଣ୍ଡା, ହଳଦୀ ଗୁଣ୍ଡ ସହ ଏମିତି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡିବନି

  • Tuesday, 13 September 2022
Arindam, We Miss You
ସ୍ୱାମୀ ପାଇଁ ଭିକ ମାଗୁଛନ୍ତି ମାଆ ଆଉ ସ୍ତ୍ରୀ...ସାହାଯ୍ୟ ମିଳିଲେ ବଂଚିଯିବେ ମିଥୁନ୍‌

ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍‌ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍‌। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍‌ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’

  • Tuesday, 13 September 2022
News Fuse
ବାଃ ବାଃ !! ଯାହାକୁ ସଂଧ୍ୟାରେ ପକାଇଥିଲେ, ସେଇୟାକୁ ସକାଳୁ ଉଠାଇଲେ...

ରାଜନୀତି କରିବ ତ ଏମିତି। ଦେଖୁନାହାନ୍ତି କେମିତି ସଂଧ୍ୟାରେ ଅଳିଆ ସବୁ ପକାଇଲେ ଆଉ ଏବେ ସକାଳୁ ସକାଳୁ ଆସି ଅଳିଆକୁ ଉଠାଉଛନ୍ତି। ରହ ରହ....ଏଇନା ସୁଲୋଚନା ମାଡାମ୍‌ ଆସିବେ, ଫାଇନ୍‌ କାଟିଦେବେ

  • Tuesday, 13 September 2022
WODC Office
କେଉଁଠି ହେବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ହେଡ୍ କ୍ୱାର୍ଟର?

ଦୀର୍ଘବର୍ଷ ପରେ ବି କାହିଁକି ହୋଇପାରୁନି ସହମତି? କିଏ ପୁରାଉଛି କେଁ? ନେତା ନା ସରକାର? WODCର ହେଡ୍‌ କ୍ୱାଟର୍‌ ସ୍ଥାପନ ନେଇ ଛିଣ୍ଡୁନି ଅଙ୍କ ।

  • Monday, 12 September 2022
Smart School
ଏମିତି ଆମ ସ୍ମାର୍ଟ ସ୍କୁଲ୍ ? ମନ୍ଦିର ବେଢ଼ାରେ କ୍ଲାସ୍ ରୁମ୍

ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?

  • Monday, 12 September 2022
Puri-Konark Marine Drive
ମାଡ଼ି ଆସୁଛି ସମୁଦ୍ର, ଟାୱାର୍ ଦେହରେ ପିଟି ହେଉଛି ଢେଉ

ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର । ସ୍ଥଳଭାଗ ମୁହାଁ ଉଛୁଳା ଢେଉ ସହ ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗ । ସମୁଦ୍ରର ଏଭଳି ଉଗ୍ର ରୂପ, ଆଗରୁ କେବେ ଦେଖାଯାଇନଥିଲା । ଦୁଇ ଦିନ ହେଲାଣି ସାମୁଦ୍ରିକ ଜୁଆର କୂଳ ଖାଇବାରେ ଲାଗିଛି । ଫଳରେ କୋଣାର୍କ-ପୁରୀ ମରିନ୍ ଡ୍ରାଇଭ୍ ପ୍ରତି ଘନେଇଲାଣି ବିପଦ ।

  • Monday, 12 September 2022
Kohinoor
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଫେରିବ ତ କୋହିନୂର ହୀରା ?

କୋହିନୂର ଏକଦା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପା ଯାଇଥିବା ଭାରତର ଦୂର୍ମୂଲ୍ୟ ହୀରା ଯେଉଁ କାରଣ ପାଇଁ ବ୍ରିଟିଶ୍ ରାଜବଂଶ ହାତରେ ପଡୁ ନା କାହିଁକି ପୂର୍ବର ବହୁ ନିଷ୍ଫଳ ପ୍ରୟାସ ସତ୍ତ୍ୱେ, ସ୍ୱଦେଶ ଫେରାଇ ଆଣିବାକୁ ଏବେ କିନ୍ତୁ ଜାଗିଛି ଛୋଟ ଆଶା ।

  • Monday, 12 September 2022
Meet the septuagenarian woman
୭୦ ବର୍ଷରେ ବି ହାର ମାନିନାହାନ୍ତି...ରାସ୍ତା କଡରେ ନିଜେ ରୋଷେଇ କରି ଖାଉଛନ୍ତି...

ସ୍ୱାଭିମାନୀ ଶୁକ୍ରମଣୀ। ଦୁଇ ପୁଅ ଦୂରରେ ରହୁଛନ୍ତି...ହେଲେ ୭୦ ବର୍ଷରେ ବି ସେ ହାର ମାନିନାହାନ୍ତି। ଖଲି ଟିପୁଛନ୍ତି ପୁଣି ହଳଦୀ ତିଆରି କରୁଛନ୍ତି। କି ଖରା କି ବର୍ଷା? ଦିନରାତି ପରିଶ୍ରମ କରି ଏମିତି ରାସ୍ତା କଡରେ ରୋଷେଇ କରି ଖାଉଛନ୍ତି ଶୁକ୍ରମଣୀ। । ସାହାଯ୍ୟ କଲେ ନେଉନାହାନ୍ତି...ବରଂ କହୁଛନ୍ତି....

  • Monday, 12 September 2022
Cyber Crime
ରାଙ୍କିଙ୍ଗ୍‌ ବଢାଇବାକୁ ଫୋନ୍‌ କଲେ...ଆକାଉଣ୍ଟରୁ ଟଙ୍କା ଲୁଟିଲେ

ମେଡିକାଲ କି ଦୋକାନର ରାଙ୍କିଙ୍ଗ୍‌ ବଢାଇବାକୁ ଚାହୁଁଛନ୍ତି କି? ଆସିବ ଫୋନ୍‌ କଲ୍‌, ଆଉ କହିବେ ଏଇ ନମ୍ବରରେ କଲ୍‌ କରନ୍ତୁ। ବାସ୍‌ କଲ୍‌ କରୁ କରୁ ଆକାଉଣ୍ଟ ହୋଇଯିବ ଖାଲି

  • Monday, 12 September 2022
Missing son returns after 10 years
ପୁଅର ଶୁଦ୍ଧକ୍ରିୟା ପାଇଁ ପ୍ରସ୍ତୁତ ହେଉଥିଲା ପରିବାର....ଏତିକି ବେଳେ ପହଞ୍ଚିଗଲା ପୁଅ

ବିଧିର ବିଧାନ କିଏ କରିବ ଆନ? ୧୦ ବର୍ଷ ତଳୁ ନିଖୋଜ ହୋଇଯାଇଥିଲା ପୁଅ। ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ଶୁଦ୍ଧକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିଲା ପରିବାର। ହେଲେ ଏତିକି ବେଳେ ପୁଅର ମିଳିଲା ଖବର। ଦେଖନ୍ତୁ କେମିତି ଥିଲା ବୌଦ୍ଧରୁ ବିହାର ପର୍ଯ୍ୟନ୍ତ ଯାତ୍ରା...

  • Monday, 12 September 2022
Bull punished
ଧାନଗଛ ଖାଇଦେଲା ବୋଲି...ଷଣ୍ଢ ବେକରେ ଝୁଲିଲା କାଠଗଣ୍ଡି....

ବିଲରେ ପଶି ଧାନ ଗଛ ଖାଇଦେଲା ଷଣ୍ଢ। ରାଗରେ ଚାଷୀ ପଂଚମ...ନିର୍ଧୁମ ତ ପିଟିଲା, ସେତିକିରେ ମନ ଶାନ୍ତ ହେଲାନି ଯେ କାଠଗଣ୍ଡିକୁ ବେକରେ ଓହଳାଇ ଷଣ୍ଢକୁ ଗଛରେ ବାନ୍ଧି ଦେଲା। ଖାଇବାକୁ ଦେଲାନି କି ପିଇବାକୁ ଦେଲାନି। ଭୋକ ଉପାସରେ ଲୁହ ଗଡାଉଛି ଷଣ୍ଢ

  • Monday, 12 September 2022
News Fuse
ମଲା ନେତା ଆୱାର୍ଡ ପାଇଲେ...ଆମେ ଟିକିଏ ଝାଳ ବୁହାଇବୁନି?

ମାରିଦେଲୁରେ ନାରଣ। ଏଇନା କଣ ହେଇଥାଆନ୍ତା? ଏ ଭିଡ ଭିତରେ ଅନନ୍ତ ବାବୁ କାହିଁକି ପଶିଲେ? ମଲା ...ନଆସିଲେ ମାର୍କ କଟିଯିବ ଯେ...ତେଣୁ ଭିଡ ଭିତରେ ଆମେ ପଶିବୁନା...

  • Monday, 12 September 2022
NCERT report for examination
ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ରେଜଲ୍ଟ କ’ଣ ହେବ ସେଇ ଉତ୍କଣ୍ଠାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଅନେକ ଛାତ୍ରଛାତ୍ରୀ। ପିଲାଙ୍କଠାରୁ ବାପା-ମାଆଙ୍କର ମାତ୍ରାଧିକ ଆଶା ସେମାନଙ୍କୁ ବିଷାଦ ମଧ୍ୟକୁ ଠେଲି ଦେଉଛି । ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଓ ଟ୍ରେନିଂ ବା ଏନ୍‌ସିଆର୍‌ଟି କରିଥିବା ସର୍ଭେରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

  • Sunday, 11 September 2022
Fake currency worth Rs 16.11 lakh seized in Rourkela
କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି?

ରାଉରକେଲା ସେକ୍ଟର-୧୭ ଅଂଚଳରେ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି ପୋଲିସ ଓ ଏସଟିଏପ୍‌ ମିଳିତ ଟିମ୍। ବିଡା ବିଡା ପାଂଚ ଶହ ଟଙ୍କିଆ ନୋଟ୍। ଦୁଇ ଶହର ନୋଟ୍ ବି ଥାକ ମାରି ଥୁଆ ହୋଇଛି। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୧ ହଜାର ହେବ।

  • Sunday, 11 September 2022
The owner of Kohinoor Diamond is Lord Jagannath
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର ?

କୋହିନୂର ବଡ ଠାକୁର ଜଗନ୍ନାଥଙ୍କର। ବ୍ରିଟିଶ୍ ଶାସକ ଭାରତରୁ ଏହି ଦୁର୍ଲଭ ହୀରାକୁ ନିଜ ଦେଶକୁ ଲୁଟିନେଇଥିବା ଅଭିଯୋଗ ହୋଇ ଆସୁଥିବା ବେଳେ; କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ଏହାକୁ ପୁଣି ସ୍ୱଦେଶ ଫେରାଇ ଆଣିବାକୁ ଦାବି ଜୋର୍ ଧରିଛି। ତେବେ ଏ ଭିତରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟ। 

  • Sunday, 11 September 2022
Opposition parties support protest of contractual employees in Bhubaneswar
ଠିକା କର୍ମଚାରୀଙ୍କ ରଣ ହୁଙ୍କାରରେ ଥରିଲା ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ

ଢୁ ଢୁ ବର୍ଷା... ଛତାମୟ ଲୋୟର ପିଏମଜି... ପ୍ରତିକୂଳ ପାଗ ଭିତରେ ଭିଡ଼ ଏତେ ଯେ ସୋରିଷ ପକାଇବାକୁ ବି ସ୍ଥାନ ନାହିଁ। ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଏବଂ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ଭଳି ତିନି ପ୍ରମୁଖ ଦାବି ନେଇ ହଜାର ହଜାର ଠିକା କର୍ମଚାରୀଙ୍କ ରଣ ହୁଙ୍କାରରେ ଥରିଲା ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ। 

  • Sunday, 11 September 2022
Opposition parties target BJD
ବଦଳିଗଲା କି ବିଜେଡି କାର୍ଯ୍ୟାଳୟର ଠିକଣା ?

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାଜିଛି କି ପାର୍ଟି ଅଫିସ୍ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁହାଁ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କଠୁ ନେଇ ନେତା, ବିଧାୟକ, ମନ୍ତ୍ରୀ ଗଲେ, ମିଟିଂ ସାରି ଫେରିଲେ। ଏପଟେ ଭାଇରାଲ୍ ହେଉଥିବା ବିଜୁ ଛାତ୍ର ଓ ଯୁବ ଜନତା ଦଳର ଏକାଧିକ ନେତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟସବୁରେ ଲେଖାଯାଇଛି- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପଦାଧିକାରୀଙ୍କୁ ଭିସିରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଲେ। 

  • Sunday, 11 September 2022
ENews
ନିରୀହ ଚାହାଣି...ହେଲେ ଆଖିରେ ହାଣି ଦେଉଛନ୍ତି ଅଙ୍କିତା...

ନିରୀହ ଚାହାଣି ଚାହୁଁଛନ୍ତି ହେଲେ ଆଖିରେ ଫ୍ୟାନଙ୍କୁ ହାଣି ଦେଉଛନ୍ତି। କୁନି ଓଠରେ ଜବରଦସ୍ତ ସ୍ମାଇଲ କରୁଛନ୍ତି ଆର୍ଲିନ ଅଙ୍କିତା। ପ୍ରେମର ରଙ୍ଗରେ ରଙ୍ଗୀନ ନାୟିକା। ବିଛା ଗ୍ୟାଙ୍ଗରେ କରୁଛନ୍ତି ଜବରଦସ୍ତ ଆକ୍ଟିଂ

  • Sunday, 11 September 2022
beg to repair road
ଏମାନଙ୍କୁ କହିବ ନେତା। ଗାଁ ରାସ୍ତା ପାଇଁ ବୁଲି ବୁଲି ମାଗିଲେ ଭିକ

ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି। ସେପଟେ ଜିଲ୍ଲାପାଳ କହିଲେ...

  • Sunday, 11 September 2022
Cyber Crime
ଫ୍ରି ଟ୍ରିଟ୍‌ମେଂଟ୍‌ ନାଁରେ ରୋଗୀଙ୍କୁ ଚୂନ ଲଗାଇ ଦେଲେ ସାଇବର ଲୁଟେରା

ସାଇବର ଲୁଟେରାଙ୍କ ନୂଆ କାରନାମା। ହାର୍ଟଆଟାକ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ଫିସ୍‌ ୫ ହଜାର ବୋଲି କହିଲେ। ଆଉ ଭଲ ଡାକ୍ତରକୁ ଦେଖାଇବା ଚକ୍କରରେ ଆକାଉଣ୍ଟ ହୋଇଗଲା ଖାଲି....

  • Sunday, 11 September 2022
Son of Nuapada migrant couple secures gold medal
ବାପା-ମାଆ ଦାଦନ ଖଟୁଛନ୍ତି...ପୁଅ ରେଭେନ୍ସାରେ ପାଇଲା ଗୋଲ୍ଡ ମେଡାଲ

ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...

  • Sunday, 11 September 2022
 Meet Jeypore sarpanch
ସରପଞ୍ଚ ହେବ ତ ଏମିତି ! ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଖାତାରେ ଟିପୁଛନ୍ତି

ହାତରେ ଖାତା କଲମ ଧରିଛନ୍ତି,ଲୋକଙ୍କ ସବୁ ସମସ୍ୟାକୁ ଟିପି ରଖୁଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏମିତି କାମ କରୁଛନ୍ତି ସରପଞ୍ଚ। ଆଉ ନେତାଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ଜନତା

  • Sunday, 11 September 2022