ଦିନେ ସେ କୁଖ୍ୟାତ ମାଓବାଦୀ ଥିଲେ। ରାତି ରାତି ଜଙ୍ଗଲରେ ବୁଲୁଥିଲେ। ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିଲେ। ହେଲେ ଏବେ ତାଙ୍କ ପରିବର୍ତ୍ତନ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମୀକିରେ ପାଲଟିଯାଇଛନ୍ତି। ମାଲକାନାଗିରରୁ ଚାଲନ୍ତୁ ଦେଖିବା ଏ କାହାଣୀ
ଟହ୍ୟାଲେ..କେମିତି ଲାଗୁଛି ଫଟୋ? ଏ ଫଟୋଟା ତୋ ପରିବାରରୁ ମୁଁ ଗିଫ୍ଟ ଦେବି। ବାସ୍ ୟୁଟ୍ୟୁବରେ ଅପଲୋଡ୍ ହେଲେ ସମସ୍ତେ ଦେଖିବେ। ମୋବାଇଲରୁ କଂଟାକ୍ଟ ଡିଟେଲ୍ସ ନେବା ପରେ ଏମିତି ଫୋନ୍ କରି କହିଲେ ସାଇବର ଲୁଟେରା। ଦେଖନ୍ତୁ ଏହା ପରେ ହେଲା କଣ?
୪ ମାସ ହେଲାଣି ଦିବ୍ୟାଙ୍ଗଙ୍କ ଚାଉଳ ଖାଉଛନ୍ତି ଡିଲର ବାବୁ। ଗୁହାରି କରିବା ପରେ ଦେଖାଉଛନ୍ତି ନାଲିଆଖି। କହୁଛନ୍ତି ମୋର ଉପର ଲେବୁଲରେ ବହୁତ ଚିହ୍ନା। କାହାକୁ ଅଭିଯୋଗ କରିବୁ କହ...ଏପଟେ ଦିବ୍ୟାଙ୍ଗ ହୋଇଥିବାରୁ କେତେବେଳେ ଖାଉଛନ୍ତି ତ ପୁଣି କେତେବେଳେ ଉପାସରେ ରହୁଛନ୍ତି ସ୍ୱାମୀ-ସ୍ତ୍ରୀ...
ସୁନା ପୁଅଟିଏ...ବାପା ମାଆ ଯାହା କୁହନ୍ତି ତାହାକୁ ଅକ୍ଷରେ ଅକ୍ଷରେ ସେ ମାନନ୍ତି। ବେଶ୍ ଭଲ ପାଠ ବି ପଢନ୍ତି। ହେଲେ ସେଇ ସୁନା ପୁଅ ଏବେ ରୋଗରେ ପଡ଼ିଛି। ପାର୍ଥଙ୍କୁ ଭଲ କରିବା ପାଇଁ ମାଆ କାନ୍ଦୁଛି ତ ଆଇ କାନ୍ଦୁଛି...ଆଉ ପୁଅର କଷ୍ଟ ଦେଖି ବାପା ପୂରା ଚୁପ୍। ବ୍ରେନ, ଆଖି ଓ କିଡନୀରେ ଟ୍ୟୁମର ହେବାରୁ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି ସୁନା ପୁଅ।
ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍ ଦ୍ରୌପଦୀ ମୁର୍ମୁ। ମାତ୍ର ୬ ଦିନରେ ତାଙ୍କୁ ଫେସବୁକ୍ରେ ଫଲୋ କଲେ ୬ ମିଲିୟନ୍ ୟୁଜର୍ସ...ସାରା ଦେଶରେ ଏହାକୁ ନେଇ ବଢିଲା ଚର୍ଚ୍ଚା
୧୫ ଗୁଣ୍ଠ ଜମିରେ ପରିଶ୍ରମ କରି ଫଳାଇଛନ୍ତି ଗୁଆ। ଏତେ ମାତ୍ରାରେ ଫଳ ଫଳୁଛି ଯେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି। ଗୁଆ ଚାଷ କରି ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା...ଦେଖନ୍ତୁ ଏଇ ଭିଡ଼ିଓ
ଆଲୋ ଆଲୋ ଇଏ କଣ? ରାସ୍ତା ମଝିରେ ବିରାଟ ଗାତ...ଆଉ ସେଇ ଗାତକୁ ଜଗିଛନ୍ତି ମେୟର ବାବୁ…ହେଲେ ଇଏ ନନ୍ଦିସାହିରେ ଏତେ ବଡ ଗାତ କଲା କିଏ? ନାରଣ ତୁ ଖାଲି ଚିତ୍ର ଦେଖ୍...ବାକି ଉତ୍ତର ଆପେ ଆପେ ପାଇଯିବୁ...
ଆସ ଆସ ଲଗାଇବା ଗଛ...ବଞ୍ଚିଥିବା ବେଳେ ଦେବ ପବନ, ମଲା ପରେ ଦେବ କାଠ। ସାର୍ ଆପଣ ଯୋଉ ଚାରା ଧରିଛନ୍ତି ସେଇଟା ବଡ଼ ହେଲେ ଆମେ ସମସ୍ତେ ମିଶି ହସିବା। ଆବେ ଦୁନିଆ ଦେଖିଲେ ମୋର ଲାଭ କଣ? ମୁଁ ଖାଲି ହସିବା ଦରକାର...ଇଏ କାଳେ ଆମ ନେତା?
ବଲିଉଡ୍ରେ ଆଉ ଚାଲୁନି ଅମୀର ଖାନ୍ଙ୍କ ଫିଲ୍ମ। ଆକ୍ଟିଂ ଦେଖିବାକୁ ପସନ୍ଦ କରୁନାହାନ୍ତି କି ଲୋକେ? ନା କଣ ରହିଛି ଅନ୍ୟ କାରଣ?
ଜାଗା ଭାଗ ହେଲେ ବାପା ରହିବେ କେଉଁଠି? କହିଦେଉଛି ସେଇଟାକୁ ଜମା ମଝିରେ ଏପଟ ସେପଟ କରନି..ନହେଲେ ଫୋପାଡି ଦେବି
ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ
ସରକାରୀ ଆପ୍ ଡାଉନଲୋଡ୍ କରୁ କରୁ ଆକାଉଣ୍ଟ ହୋଇଗଲା ଖାଲି। ଫୋନ୍ କରି ମାଗିଲେ ଟଙ୍କା...କହିଲେ ଯଦି ନଦେବ ତେବେ...ଦେଖନ୍ତୁ ଏହା ପରେ ହେଲା କଣ?
ଘରର ଷ୍ଟାଟସ୍ ଓ ସୁରକ୍ଷା ବଢ଼େଇବା ପାଇଁ, ଦିନେ ଯେଉଁ ବିଦେଶୀ କୁକୁରଟିକୁ ଘରକୁ ଆଣିଥିଲେ, ଆଜି ତାକୁ ରାସ୍ତାକଡ଼ରେ ଛାଡ଼ି ଲୁଚି ଲୁଚି ପଳେଇଛନ୍ତି। କାରଣ ହେଲା, କୁକୁରଟି ବୁଢ଼ା ହୋଇଗଲା ଆଉ ତାକୁ ରୋଗ ମାଡ଼ି ବସିଲା। ମଣିଷ କ’ଣ ଏତେ ସ୍ୱାର୍ଥପର ପାଲଟି ଯାଇପାରେ? ଦେଖନ୍ତୁ ଏହି ଭିଡିଓ
ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ଏଇ ପୋଲ୍ ଦେଇ ସ୍କୁଲ ଯାଉଛନ୍ତି ପିଲା...ପଂଚାୟତକୁ ଯାଉଛନ୍ତି ଲୋକ। ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।
ଟ୍ରାକ୍ଟରରେ ବସି ବନ୍ୟା ଅଂଚଳ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ। ଖାଲି ଶୁଣିଲେ ତାହା ନୁହେଁ ବରଂ କାଦୁଅ ଭିତରେ ପଶି ଲୋକଙ୍କ ସହ ହାତ ମିଳାଇଲେ, ସେମାନଙ୍କ ଦୁଃଖ ବୁଝିଲେ। ହେଲେ ଆମର ତ ଖାଲି ଭିଡ଼ିଓ କନଫରେନ୍ସିଂ...
ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...
ଭୋଜି କଲା ବେଳକୁ ବିଧାୟକ, ସରପଞ୍ଚଙ୍କୁ ଡାକି ମାଂସ ଝୋଳ ଖୁଆଇବ . . .
ସାବଧାନ ହୁଅନ୍ତୁ...କାରଣ ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ
ପୁଣି ନିଜ ଫିଚର୍ସ ବଦଳାଇଲା ହ୍ୱାଟ୍ସଆପ୍।
ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର
ଶାଶୂଘର ଲୋକଙ୍କ ଅତ୍ୟାଚାରରେ ବେହୋସ ହୋଇ ପଡ଼ିଲା ମାଆ
କଫି ପରେ କାଜୁକୁ ନେଇ ଏବେ ଭାରି ଚର୍ଚ୍ଚାରେ କୋରାପୁଟ।
ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ
୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା।
ବିନା ପୋଷାକରେ ନିଜ ଫଟୋକୁ କାହିଁକି ଭାଇରାଲ କଲେ ରଣବୀର? ସେପଟେ ନ୍ୟୁଡ୍ ଫଟୋକୁ ନେଇ ମାମଲା ବି ହେଲାଣି ରୁଜୁ