କେବେ ଶୁଣିଛନ୍ତି ଏ ଆଇଟମର ନାଁ। ଆଜି ଜାଣନ୍ତୁ ଏହି ସ୍ପେଶାଲ୍ ଆଇଟମ୍। ଆଉ ମନଭରି ଖାଆନ୍ତୁ ଚିଙ୍ଗୁଡି ସୁପ୍ତ...
ଗଜପତି ଜିଲ୍ଲା ଚନ୍ଦ୍ରଗିରି ITI କଲେଜର ପୂର୍ବତନ ଛାତ୍ର ସମୀର ପ୍ରଧାନୀ। ମାତ୍ର ୭ ହଜାର ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି ଏମିତି କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ଯାହାକୁ ସୀମାରେ ଲଗାଇଲେ ବାହ୍ୟଶତ୍ରୁ ଅନୁପ୍ରେବଶ ବେଳେ ତୁରନ୍ତ ସୂଚନା ମିଳିଯିବ। ଆବଶ୍ୟକ ସ୍ଥଳେ ଶତ୍ରୁଙ୍କୁ ଅଚେତ ମଧ୍ୟ କରିହେବ। ଆସନ୍ତୁ ଭେଟିବା ଏହି ବିଚକ୍ଷଣ ଦେଶୀ ଇଂଜିନିୟରଙ୍କୁ…
ହଇରେ ନାରଣ ରହିଯା... ଆଗକୁ ଯାଆନି, ହୋସ୍ ଉଡ଼ିଯିବ... ରାଜଧାନୀର ଛାତି ଉପରେ ରାଜ କଲେ ସୁନୀତି ମ୍ୟାଡମ୍। ବେକରେ ପକାଇ....
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମିତି ନେଲେ ଶପଥ, ଉତ୍ସବରେ ପ୍ରବଳ କରତାଳି
ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ମୋ ଜୀବନ ପଛେ ନର୍କେ ପଡିଥାଉ
ଆଜି ଶପଥ ନେଲେ ଦେଶର ପ୍ରଥମ ନାଗରିକ। ରାଇସିନା ହିଲ୍ସ ଦେଖିଲା ଦେଶର ପଞ୍ଚଦଶତମ ରାଷ୍ଟ୍ରପତିଙ୍କୁ। ଭାରତ ଇତିହାସରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ, ଜଣେ ଆଦିବାସୀ ମହିଳା ହେଲେ ମହାମହିମ ପଦର ଅଧିକାରୀ।
ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍।
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
ଜଣେ ଲେଡି ଆର୍ଟିଷ୍ଟଙ୍କ ବାପାଙ୍କ ସହ ଏ ସଂପର୍କରେ ବହୁତ୍ ଆଲୋଚନା କରୁଥିଲୁ: ଅପରାଜିତା...
୧୯ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ସିପରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ଜିତିଲେ ନିରଜ। ଖୁସିରେ ଝୁମୁଛି ଗାଁରୁ ଦେଶ, ନିରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ....
ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ। ସକାଳ ୧୦ଟା ୧୪ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ଶପଥ ସମାରୋହରେ ସାମିଲ ହେବ ନବୀନ...
ନବମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଅଭିଯୋଗ। ବିଷ ପିଇ ଅଭିଯୁକ୍ତ ଗୁରୁତର, ମେଡିକାଲରେ ଭର୍ତ୍ତି। ସାଇଣ୍ଟିଫିକ୍ ଟିମ୍ ସହ ପୋଲିସର ତନାଘନା...
କେରଳ ପରେ ଦିଲ୍ଲୀକୁ ଡେଇଁଲା ମଙ୍କିପକ୍ସ। କେନ୍ଦ୍ର ଗାଇଡ୍ଲାଇନ୍ ଅନୁସାରେ ପଦକ୍ଷେପ ନିଆଯାଉଛି। ସଂକ୍ରମଣ ରୋକିବାକୁ ଉଚ୍ଚସ୍ତରୀୟ ବୈଠକରେ ରଣନୀତି ପ୍ରସ୍ତୁତ....
ଅବସର ପରେ କେଉଁଠି ରହିବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ? ସରକାରଙ୍କ ପକ୍ଷରୁ କି କି ସୁବିଧା ତାଙ୍କୁ ମିଳିବ? ଦେଖନ୍ତୁ ଏଇ ରିପୋର୍ଟ...
ଆଲୋ ଆଲୋ ଏଇ ପିଲାଏ ଦୁବାଇ ଯିବେ ନା କଣ? ଆଉ ନୁହେଁ ତ କଣ? ଦେଖୁନୁ ସ୍କୁଲରେ ପିଲାମାନେ ପାଠ ନପଢି କେମିତି ଶାବଳ ଧରି ଖୋଳି ପକାଉଛନ୍ତି କ୍ଲାସ୍ ରୁମ୍...ନାରଣ ଏଇ ସବଜେକ୍ଟ ଟା କୋଉ ପିରିୟଡ୍ର?
ଏ ଅନଲାଇନ୍ ମାର୍କେଟିଂକୁ ସାବଧାନ। ଗୋଟିଏ ମଗାଇଲେ ଆସୁଛି ଆଉ ଗୋଟେ...ଗୋଲାପ ମଗାଇଲେ ଗେଣ୍ଡୁ...ବାସନ ମଗାଇଲେ ପହଞ୍ଚୁଛି ଖଟ..ଦେଖନ୍ତୁ ଏଇ ଭିଡ଼ିଓ
ଦେଶରେ ମାତ୍ର ଜଣିଏ...ଯିଏ କି ଦୁଇଥର ପାଇଁ ହୋଇଥିଲେ ଭାରତର ରାଷ୍ଟ୍ରପତି...ରେକର୍ଡ ସଂଖ୍ୟକ ଭୋଟ୍ ପାଇଁ ରଚିଥିଲେ ଇତିହାସ। ଜାଣନ୍ତୁ କିଏ?
କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି....କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି। ଦେଖନ୍ତୁ ନିଜ ପୈତୃକ ଘର ଛାଡିବା ପରେ କେମିତି କାନ୍ଦୁଛନ୍ତି ଗାଁ ଲୋକେ...
ବାହାରୁ ବେଶ୍ ଚକ୍ଚକ୍, ହେଲେ ଭିତର ପୂରା ଫମ୍ପା। ସ୍ୱର୍ଗଦ୍ୱାର ରାସ୍ତା ଏମିତି ଯେ...ଶବ କାନ୍ଧେଇ ଗଳା ବେଳେ ଟିକିଏ ଅନ୍ୟମନସ୍କ ହେଲେ ନିଜର ଚାଲିଯାଇପାରେ ପ୍ରାଣ। ୪ ମାସର କାମକୁ ୫ ବର୍ଷ ହେଲାଣି କରାଯାଉଛି। କିନ୍ତୁ କାମ ସରୁନି । ବର୍ଷାରେ ତିନ୍ତିତିନ୍ତି ଶବଦାହ କରୁଛନ୍ତି ଲୋକେ...ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, କେମିତି ଚାଲିଛି ଶବଦାହ
ଓଡ଼ିଆଠୁ ବେଙ୍ଗଲୀ...ସବୁ ଭାଷାରେ ଗାଆନ୍ତି ପୂରା ମସ୍ତ ଗୀତ। ମୌସୁମ ଦେଖି ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ଗୀତ ଗାଇଲେ କଣ୍ଠଶିଳ୍ପୀ ସୋହିନୀ ମିଶ୍ର। ଶୁଣିନିଅନ୍ତୁ ଏଇ ସବୁ ସୁନ୍ଦର ସୁନ୍ଦର ଗୀତ
ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?
ବଢୁଛି ଆଦାନୀଙ୍କ ସମ୍ପତ୍ତି। ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ରେକର୍ଡ କଲେ ଆଦାନୀ। ବିଶ୍ୱର ୪ ନମ୍ବର ଶ୍ରେଷ୍ଠ ଧନୀ ତାଲିକାରେ ଲେଖାଇଲେ ନିଜର ନା...ଦେଖନ୍ତୁ ଆମ୍ବାନୀଙ୍କ ସ୍ଥାନ କେଉଁଠି?
ସମୟ ଗଡୁଛି, ଯନ୍ତ୍ରଣା ବଢୁଛି ଆଉ ରୋଗ ବି ମାଡୁଛି। ଜିଭରେ ଭୟଙ୍କର ଭାବରେ ବଢୁଛି ମାଂସ ପିଣ୍ଡୁଳା...ଖାଇପାରୁନାହାନ୍ତି କି ଭଲରେ କଥା ବି କହିପାରୁନାହାନ୍ତି। ବାପା କାମ କଲେ ଘର ଚଳିବ..ସେଇଠି ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ଆସିବ କେଉଁଠୁ? ସରକାର ମତେ ଭଲ କରିଦିଅନ୍ତୁ ବୋଲି ହାତ ଯୋଡି ବିନତି କରୁଛନ୍ତି ସୁକଦେବ
ଏଇଠି ରିଲ୍ରେ ନୁହେଁ ବରଂ ରିୟଲରେ ଖେଳିହେବ ଟେଂପଲ ରନ୍ ଗେମ୍। ଥରେ ଏଇ ରାସ୍ତାରେ ଯିଏ ଆସିଛି ସିଏ ଜାଣିଛି...ଟିକିଏ ଏପଟ ସେପଟ ହେଲେ ସିଧା ନାଳ ଭିତରେ। ଦେଖନ୍ତୁ ଏଇ ଭିଡ଼ିଓ
ହ୍ୱାଟ୍ସଆପ୍ ଗ୍ରୁପରେ ଆଡ୍ ହେବା ପୂର୍ବରୁ ରୁହନ୍ତୁ ସତର୍କ। କାରଣ ଏଇ ସବୁ ଗ୍ରୁପରେ କ୍ଲିକ କଲେ ଆପଣଙ୍କର ଚୋରିହୋଇପାରେ କଂଟାକ୍ଟ ଲିଷ୍ଟ...ଭାଇରାଲ ହୋଇପାରେ ନ୍ୟୁଡ୍ ଫଟୋ