• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Journey from Rairangpur to Raisina Hill- A look at President-elect Draupadi Murmu\'s life
ପାଠ ପଢିବା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ମାସକୁ ମିଳୁଥିଲା ମାତ୍ର ୧୦ ଟଙ୍କା !

ବେଶ୍ ସଂଘର୍ଷମୟ ଥିଲା ଦ୍ରୌପଦୀଙ୍କ ପିଲାଦିନ। ପାଠ ପଢିବାକୁ ବାପା ଦେଉଥିଲେ ମାସକୁ ମାତ୍ର ୧୦ ଟଙ୍କା। ସେଇଥିରେ ପଢାଖର୍ଚ୍ଚ ସହ...ଭୁବନେଶ୍ୱରରେ ପାଠ ପଢୁଥିଲେ ବି ବୁଲିପାରୁନଥିଲେ ରାଜଧାନୀର ବଜାର...ସଚ୍ଚିବାଳୟରେ ଚାକିରି କଲେ କିନ୍ତୁ ଏଇ କାରଣ ପାଇଁ ଛାଡ଼ିଦେଲେ...ଜାଣନ୍ତୁ କେତେ ସଂଘର୍ଷମୟ ଥିଲା ଦ୍ରୌପଦୀ

  • Saturday, 23 July 2022
Yojanara Na Hariloot-Rs 5 cr for road construction embezzled by govt officials in Kendrapara
ଇଏ କାଳେ ୫କୋଟିର ରାସ୍ତା? ସରକାରୀ ବାବୁ-ଠିକାଦାର ମିଶି ଖାଇଦେଲେ କୋଟି କୋଟି ଟଙ୍କା

ଜଳସଂପଦ ଅଧିକାରୀ, ଜେଇ...ଠିକାଦାର ସବୁ ମିଳିମିଶି ଖାଇଦେଲେ ସରକାରୀ ଟଙ୍କା। ରାସ୍ତା ନାଁରେ ଟଙ୍କା ତ ଆସିଛି କିନ୍ତୁ ଏ ରାସ୍ତା କାମ କେମିତି ହୋଇଛି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ୫ କୋଟିର ରାସ୍ତାରେ ଖାଲି ଖାଲ ହିଁ ଖାଲ

  • Saturday, 23 July 2022
Elderly woman suffering from leprosy ostracised by villagers - OTV special story
ରୋଗ ପାଇଁ...୨୦ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ

କୁଷ୍ଠ ରୋଗ ହେଲା ପରେ ଗାଁରେ ପୂରାଇଲେନି...କେହି ଛୁଇଁଲେନି। ଇଚ୍ଛା ନଥିଲେ ବି ୨୦ ବର୍ଷ ହେଲାଣି ଜଙ୍ଗଲରେ କଟୁଛି କର୍ପୁରଙ୍କ ଜୀବନ। ସ୍ୱାମୀ ଚାଲିଗଲା ସାଙ୍ଗରେ ଦୁଇ ଝିଅ ବି ଗଲେ। ବୟସ ଥିବା ବେଳେ ଭିକମାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାଲିବୁଲିବା ତାଙ୍କ ପକ୍ଷରେ କଷ୍ଟ...ଜଣେ ଯୁବକ କେତେବେଳେ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ଭୋକ ଉପାସରେ ଜଙ୍ଗଲେ ପଡ଼ିଛନ୍ତି କର୍ପୁର...ଦେଖନ୍ତୁ ୨୦ ବର୍ଷ ହେଲାଣି ଜଙ୍ଗଲରେ କେମିତି କଟୁଛି ଜୀବନ

  • Saturday, 23 July 2022
News Fuse। No roof in Gajapati\'s Kashinagar school, students study under open sky
ଏଇ ସ୍କୁଲରେ ପଢିଲେ ସିଧା ପିଲାଏ ଦେଖିବେ ସୌରମଣ୍ଡଳ...

ମୋ ବୋଉଲୋ...ଏଇଟା ସ୍କୁଲଟି? ମାରିଦେଲୁରେ ନାରଣ ତୁ....ଆଲୋ ଆଲୋ ଏଇଠି ଆଜବେଷ୍ଟ ଗଲା କୁଆଡ଼େ? ନାଇଁରେ ଏଇଠି ବିଜ୍ଞାନ ପଢିଲେ ପିଲାଏ ପରା ସୌରମଣ୍ଡଳ ଲାଇଭ୍‌ ଦେଖିବେ।

  • Saturday, 23 July 2022
Khola Katha- BJD MP Niranjan Bisi\'s take on changing political platform
ଦିନେ ଆଦିବାସୀଙ୍କ ପାଇଁ ଲଢେଇ ଜୋରଦାର କରୁଥିଲେ, ଏବେ ସରକାରୀ ଦଳରେ ଖୁସି ତ?

ଯିଏ ଦିନେ ସରକାର ବିରୋଧରେ ଜୋରଦାର ଲଢେଇ କରୁଥିଲେ ସିଏ ଆଜି ବିଜେଡି ପାର୍ଟିରେ। କେମିତି ରାତାରାତି ବଦଳିଗଲା ପାଣିପାଗ? ଦିନେ ବିଜେଡିକୁ ବୟକଟ୍‌ କରିଥିଲେ, ହେଲେ ଏବେ ସେଇ ପାର୍ଟିରୁ ଗଲେ ରାଜ୍ୟସଭା...ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...

  • Friday, 22 July 2022
The Great Odisha Political Circus- Special episode on Congress Political Crisis
ଏବେ କଂଗ୍ରେସ ରଥ ପୂରା ଦୋହଲୁଛି...ଆଗକୁ ତ ଯାଉନି ବରଂ ପଛକୁ ଫେରୁଛି...

ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍‌ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...

  • Friday, 22 July 2022
Mobile phone saves life of jawan । Viral video
ଜୀବନ ନେଲାନି ବରଂ ଜୀବନ ବଂଚାଇଦେଲା ମୋବାଇଲ ଫୋନ୍‌...

ଯୁଦ୍ଧରେ ଯବାନଙ୍କ ଜୀବନ ବଂଚାଇ ଦେଲା ମୋବାଇଲ ଫୋନ୍‌। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, ଦେଖନ୍ତୁ କେମିତି?

  • Friday, 22 July 2022
Yojanara Na Hariloot- Private oil mill operating on govt land in Odisha
ସରକାରୀ ଜମିରେ...ନାଲିଆଖି ଦେଖାଇ ବାବୁ କରିଛନ୍ତି ତେଲ ମିଲ୍‌...

ଜମି ସରକାରୀ କିନ୍ତୁ ଚାଲିଛି ବେସରକାରୀ ତେଲ ମିଲ୍‌। ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଇ, ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ଖୁଲମଖୁଲା ଚଲାଉଛନ୍ତି ମିଲ୍‌, ହେଲେ....

  • Friday, 22 July 2022
Police carries \'untouchable\' body for 3kms after villagers deny - OTV special story
ଶବ ଛୁଇଁଲେନି ସାହି-ଭାଇ..୩ କିମି ଶବ କାନ୍ଧେଇ କାନ୍ଧେଇ ଆଣିଲେ ପୋଲିସ ବାବୁ

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି...ଶବ ଛୁଇଁଲେନି ସାହି ଭାଇ। ମୃତ୍ୟୁ ପରେ ଏମିତି ୩ କିଲୋମିଟର ପର୍ଯ୍ୟନ୍ତ ଶବକୁ କାନ୍ଧରେ ବୋହି ବୋହି ପାହାଡ ତଳକୁ ଆଣିଲେ ପୋଲିସ ବାବୁ...

  • Friday, 22 July 2022
Mayurbhanj man awaits govt help to treat brain tumor - Apana Eka Nuhanti
ସ୍ତ୍ରୀର କଷ୍ଟ ଦେଖିପାରୁନାହାନ୍ତି... ଅପରେସନ୍‌ ପାଇଁ ଟଙ୍କା ବି ଯୋଗାଡ କରିପାରୁନାହାନ୍ତି...

ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍‌ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍‌

  • Friday, 22 July 2022
Auto driver\'s quest to arrange money for surgery - OTV special story
ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରି ଟଙ୍କା ସଂଗ୍ରହ କରୁଛି ସ୍ତ୍ରୀ..

ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା। ଚିକିତ୍ସା ପାଇଁ ନିଜ ଅଟୋକୁ ବି ବିକ୍ରି କରିଦେଲେ। ବ୍ରହ୍ମପୁରରୁ ଭୁବନେଶ୍ୱର...ସବୁ ଡାକ୍ତରଙ୍କ ଗୋଟିଏ କଥା...ଦରକାର ଅପରେସନ୍‌। ଖାଇବାକୁ ପଇସା ନାହିଁ, ଏତେ ଗୁଡ଼ାଏ ଟଙ୍କା ଆଣିବେ କେଉଁଠୁ? ସ୍ୱାମୀ ପାଇଁ ସିଲେଇ କରୁଛି ସ୍ତ୍ରୀ, ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା...

  • Friday, 22 July 2022
Pics made viral after denial to pay money - OTV Cyber Crime
ଟଙ୍କା ଦେଲେନି ବୋଲି...କଲ ଗର୍ଲ କରି ଫଟୋ ଭାଇରାଲ କରିଦେଲେ...

ହ୍ୱାଟ୍ସଆପ୍‌ର ଡିପି ସେମାନେ ଜାଣିଲେ କେମିତି? ଟଙ୍କା ଦେଲେନି ବୋଲି କଲ ଗର୍ଲ କରି ଭାଇରାଲ କରିଦେଲେ ଫଟୋ। ଦେଖନ୍ତୁ ଏହାପରେ ହେଲା କଣ?

  • Friday, 22 July 2022
How much salary will Draupadi Murmu draw as the President of India - Watch to know
ରାଷ୍ଟ୍ରପତି ହେବା ପରେ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ?

ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ? ଦେଖନ୍ତୁ ଏଇ ଭିଡ଼ିଓ

  • Friday, 22 July 2022
Indian Railway withdraws senior citizen discount - OTV report
ରେଲୱେର ବଡ଼ ନିଷ୍ପତ୍ତି: ଏଣିକି ବୟସ୍କଙ୍କୁ ମିଳିବନି ଟିକେଟ୍‌ରେ ରିହାତି

ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍‌ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...

  • Friday, 22 July 2022
Is Virat Kohli the most expensive celeb in Asia - Watch OTV special report
ବିରାଟଙ୍କ ବିଗ୍‌ କ୍ରେଜ୍‌, ମାତ୍ର ଗୋଟିଏ ପୋଷ୍ଟରୁ ରୋଜଗାର କରୁଛନ୍ତି ୮ କୋଟି?

ବିରାଟଙ୍କ ବିଗ୍‌ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି କି ବିରାଟ କୋହଲି? କଣ କହୁଛି ରିପୋର୍ଟ....

  • Friday, 22 July 2022
Nagin dance on road - News Fuse
ବାଃ ବାଃ...ରାସ୍ତାରେ ହର୍ଣ୍ଣ ବାଜିଲା, ଏମାନେ ନାଗିନ ନାଚିଲେ...

ଭିଜା ଭିଜା ପାଗରେ ଲାଗେ ଭାରି ମଜାରେ। ୱା ୱା...ରାସ୍ତାରେ ହର୍ଣ୍ଣ ଦେଲା ଟ୍ରକ୍‌, ଅନ୍‌ କଣ୍ଟ୍ରୋଲ ହେଲେ ପଲେ ପିଲା। ବାସ୍‌ ତା’ପରେ ଦେଖୁନାହାନ୍ତି କେମିତି ଆରମ୍ଭ କରିଦେଲେ ନାଗିନ ଡ୍ୟାନ୍ସ...

  • Friday, 22 July 2022
5T school
ଏମିତି ଚାଲିଛି ୫-ଟି ସ୍କୁଲ। କାମ ସରିନି କିନ୍ତୁ ଅଧା ଉଠିଗଲାଣି...

୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍‌....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି

  • Thursday, 21 July 2022
Beach erosion
ଭୟଙ୍କର ହେଲାଣି ପୁରୀ ସମୁଦ୍ର...ଗର୍ଜନ କରି ଗାଁ ଭିତରକୁ ମାଡ଼ି ଆସୁଛି..

ଉଗ୍ରରୂପ ଧାରଣ କଲାଣି ପୁରୀ ସମୁଦ୍ର। ଘୋ ଘୋ ଗର୍ଜନ କରି ମାଡ଼ି ଆସୁଛି କୂଳକୁ...ଜୁଆର ମାଡରେ ଭାସିଯାଉଛି ବାଲିବସ୍ତା....ଝାଉଁ ଜଙ୍ଗଲକୁ ନିଜ ଗର୍ଭକୁ ନେବା ଉପରେ ସମୁଦ୍ର...ସେପଟେ କେଉଟଜଙ୍ଗାରେ ଖୋଳି ହୋଇଗଲାଣି ମୁହାଣ। ଚିନ୍ତାରେ ଅଂଚଳବାସୀ...

  • Thursday, 21 July 2022
Casanova doctor
ସରକାରୀ ଚାକିରି...ମାଗୁଥିଲେ ୧୧ ହଜାର ଲାଂଚ...ରିଲ୍ସ ପାଇଁ ପାଗଳ ଥିଲେ ଡାକ୍ତର ବାବୁ

ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ। ସରକାରୀ ମେଡିକାଲରେ ଚାକିରି କରିଛନ୍ତି...ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା। କଳା ଚଷମା ସାଙ୍ଗକୁ ଟାଇଟ୍‌ ଜିନ୍ସ...ପୂରା ହିରୋ ଷ୍ଟାଇଲରେ କରନ୍ତି ରିଲ୍‌। ଦେଖନ୍ତୁ ଏଇ ଭିଡ଼ିଓକୁ...

  • Thursday, 21 July 2022
scared of injection
ଇଂଜେକସନ୍‌ ଦେଖି ଭୋ ଭୋ କାନ୍ଦିଲେ ପୋଲିସ ବାବୁ, ଭାଇରାଲ ହେଲା ଭିଡ଼ିଓ...

ଇଂଜେକସନ୍‌ ନେବାକୁ ମେଡ଼ିକାଲରେ ପହଞ୍ଚିଲେ ପୋଲିସ ବାବୁ। ଡାକ୍ତର ଇଂଜେକସନ୍‌ ନେଇ ଆସିଲା ବେଳକୁ ଭୋ ଭୋ ହୋଇ କାନ୍ଦିଲେ ପୋଲିସ ବାବୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

  • Thursday, 21 July 2022
Badambadi bus stand
କାଳେ ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ….ଛି ଛି ଛି...

ଭାଇଲୋ କୁଆଡ଼େ ଯିବୁ? ହାଉଲେ ଚାଲିବୁ..ଦେଖୁନୁ ଏ ବାଦାମବାଡ଼ିର ଅବସ୍ଥା କେମିତି ହେଲାଣି? ଚାଲୁ ଚାଲୁ ଯଦି ଟିକେ ଏପଟ ସେପଟ ହେବ ସିଧା କାଦୁଅରେ ଗାଧୋଇ ପଡ଼ିବ। ନାରଣ ଏଇଟା ପା’ ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ..

  • Thursday, 21 July 2022
Divyang Siblings
ପରିବାରର ବୋଝ...କଅଁଳ କାନ୍ଧରେ ବୋହୁଛି ଭାଇ-ଭଉଣୀଙ୍କ ଦାୟିତ୍ୱ...

ଯେଉଁ ବୟସରେ କାନ୍ଧରେ ବହିବସ୍ତାନୀ ବୋହିବା କଥା ସେଇ ବସୟରେ କାନ୍ଧରେ ବୋହୁଛନ୍ତି କାଠ । ହାତରେ କଲମ ଧରିବା ପରିବର୍ତ୍ତେ ଧରୁଛନ୍ତି ଖଡ଼ିକା। ମାଆ ଅନ୍ୟ କାହା ସାଙ୍ଗରେ ପଳାଇଲା, ବିଲାରେ କାମ କରୁ କରୁ ବାପା ଚାଲିଗଲେ। ଦିବ୍ୟାଙ୍ଗ ଭାଇ ଓ କୁନି ଭଉଣୀର ବୋଝ ଏବେ କୁନି ଝିଅ ସନ୍ତୋଷୀଙ୍କ ଉପରେ। ପ୍ରଶାସନିକ ସାହାଯ୍ୟ ମିଳିଲେ ଆଗକୁ ପାଠ ପଢିବେ ବୋଲି କହୁଛନ୍ତି ସନ୍ତୋଷୀ.

  • Thursday, 21 July 2022
Women Driver
ଟ୍ରକ୍‌ ଚଲାଉଥିବା ମହିଳାଙ୍କ ଭିଡିଓ ଛାଡ଼ିଲେ ଆଇଏଏସ୍‌ ଅଫିସର୍

ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ...

  • Wednesday, 20 July 2022
Sugarcane Juicer
YouTube ଦେଖି ତିଆରି କଲେ ଜୁସ୍‌ ମେସିନ୍‌...୩ ମାସ ପର୍ଯ୍ୟନ୍ତ ଖରାପ ହେଉନି ଜୁସ୍‌

ୟୁଟ୍ୟୁବ୍‌ ଦେଖି ଜୁସ୍‌ ମେସିନ୍‌ ତିଆରି କଲେ ଯୁବକ । ତାହା ପୁଣି ଏମିତି ସେମିତି ଜୁସ୍‌ ମେସିନ୍‌ ନୁହେଁ ବରଂ ଆଖୁ ଜୁସ୍‌ ମେସିନ । ଆଉ ଏହି ମେସିନରୁ ତିଆରି ହେଉଥିବା ଜୁସ୍‌ ଅଧିକ ଦିନ ପର୍ଯ୍ୟନ୍ତ ଭଲ ବି ରହିବ । ନୟାଗଡ଼ ଯୁବକଙ୍କ ଏହି ଜୁସ୍‌ ମେସିନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ୍‌ ଚର୍ଚ୍ଚା ଚାଲିଛି ।

  • Wednesday, 20 July 2022
Modern day Shravan Kumar
କଳିଯୁଗର ଶ୍ରବଣ କୁମାର : ବାପାମା’ଙ୍କୁ ଭାରରେ ବସାଇ ୧୦୫ କିମି କାଉଡ଼ି ଯାତ୍ରାରେ ପୁଅ

ପୁଅ ହେବ ତ ଏମିତି ! ଶ୍ରାବଣ ମାସରେ କାନ୍ଧରେ କଳସ ନୁହେଁ ବରଂ ବାପା-ମାଆଙ୍କୁ ଭାରରେ ବୋହି ୧୦୫ କିମି ଯାତ୍ରାରେ ବାହାରିଛନ୍ତି ପୁଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

  • Wednesday, 20 July 2022