ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ ସହ ଗୋଲାମୀର ଦୁଃସ୍ୱପ୍ନରୁ ମୁକ୍ତି, ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ସହ ଏକଜୁଟ୍ ହୋଇ ନାଗରିକମାନେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି।
ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।
ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍ଆର୍ସି ।
ତଳଠୁ ଉପର ପର୍ଯ୍ୟନ୍ତ ସବୁ ମିଳିମିଶି ହଡ଼ପ କରିଦେଲେ ହିତାଧିକାରୀଙ୍କ କୁଇଣ୍ଟାଲ୍ କୁଇଣ୍ଟାଲ୍ ଚାଉଳ... ତିନି ମାସ ହେବ ଆମେ ଚାଉଳ ପାଇନୁ, ହେଲେ ଆମ ନା ଏଣ୍ଟ୍ରି କରି କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ....
ଘରେ ବନାନ୍ତୁ ଦେଶୀ ରେସିପି ‘ମହୁରାଳି ମାଛ ଘଡ଼ିପୋଡ଼ା’।
ଏ ଦେଶର ଇଂଜିନିୟର ସବୁ ଭାଙ୍ଗି ପଡ଼ିଲେ...ଏ ଦେଶର ଶିକ୍ଷକ ଭାଙ୍ଗି ପଡ଼ିଲେ....
ଏଇ ଅଟୋରେ କେତେ ପିଲା? ଅଟୋରେ ଖୁନ୍ଦାଖୁନ୍ଦି ହୋଇଯା ସ୍କୁଲ ଯାଉଛନ୍ତି ପିଲା। ଡ୍ରାଇଭର ଜଣଙ୍କ ଫୁଲ୍ କନଫିଡେଣ୍ଟରେ କହୁଛନ୍ତି ବେଶୀ ନୁହେଁ ୧୦ ଜଣଙ୍କୁ ନେଉଛି।
ବଲାଙ୍ଗିରର ବ୍ୟାଙ୍କ କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ ।
ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲିବା ଚାହୁଁଛି ବଘେଲ୍ ସରକାର, ଓଡ଼ିଶା କହିଲା ୩୪ରୁ ଅଧିକ ଖୋଲିବୁନି
ପାଣି ଘେରରେ କେନ୍ଦୁଝର ସହର...କାମାକ୍ଷାନଗରରେ କାନ୍ଥ ପଡ଼ି ମହିଳା ଓ ବାଲୁଗାଁରେ ପାଣିରେ ବୁଡ଼ି ଶିଶୁ ମୃତ
କରୋନା ବର୍ଷ ଭଳି କ୍ୱାଟର ଏଣ୍ଡ ନା ବର୍ଷ ଶେଷକୁ ଫାଇନାଲ୍ ଏକଜାମ୍...CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ
କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...
ଭତ୍ତା ଗଣ୍ଡେ ପାଇବୁ ବୋଲି କଣ ମୁଣ୍ଡିଆ ପାହାଡ ଚଢ଼ିକି ଯିବୁ? ୫୦୦ ଟଙ୍କା ଭତ୍ତା ପାଇବାକୁ ୧୦୦ ଟଙ୍କା ଖର୍ଚ୍ଚ। ଆନ୍ଧ୍ର ତ ଆଣି ଆମ ଘରେ ଦେଇ ଯିବ କହୁଛି, ତମ ଭତ୍ତା ତମେ ରଖ। ଏମିତି କହିଲେଣି କୋଟିଆ ବାସୀ।
ଯେତେବେଳେ କରୋନା ଲକଡାଉନ୍ ସଟଡାଉନ୍ ଚାଲିଥିଲା ସେତିକି ବେଳେ ୫୨ ହଜାର୍ ଶ୍ରମ କାର୍ଡ ହେଲା କେମିତି?
ସୁର ଭାଇଙ୍କ ଜନ୍ମଦିନ ଟା ଏଇ ସଜ ସଜ ଯାଇଛି। ଭୋଜି ଭାତ ପୁରୀ ତରକାରୀରେ ମହମହ ବାସୁଛି... ତାରି ଭିତରେ ନବୀନ ବାବୁଙ୍କ ଶୁଭେଚ୍ଛା ଭାର୍ତ୍ତା... ସୁର ଭାଇ କହିଲେ ଏଇ ଖୁସିରେ ଲଗା ବେ ଗୋଟେ କରତାଳି...
ବାପା ଚା ଦୋକାନ ଦେଇ ଘର ଚଳାନ୍ତି। ଘରର ଆର୍ଥିକ ପରିସ୍ଥିତି ଭଲ ନାହିଁ। ହେଲେ ପୁଅ କିନ୍ତୁ ବିଚକ୍ଷଣ। କହି ଶୁଣି ପାରନ୍ତିନି ସିନା ହେଲେ ସେ ଏକାଧିକ ବାର ପାଇଛନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଉ ମ୍ୟାନ୍ ଅଫ୍ ଦି ସିରିଜ୍... କେନ୍ଦ୍ରାପଡ଼ା ଜିଲ୍ଲା ଆଳିରୁ ଚାଲନ୍ତୁ ଦେଖିବା ଏହି ଖବର
ମୋ ପାଇଁ ଖରା ବର୍ଷା ଶୀତ କିଛି ନାହିଁ, ମୁଁ ଯୁଆଡେ ଇଛା ସିଆଡ଼େ ଯାଏ ସାଇକେଲରେ। ମୋ ନାଁ ପ୍ରକୃତରେ ଥିଲା ଜ୍ଞାନ ରଞ୍ଜନ।
ବଢିଲା ଝିଅର ଝାଢା ପରିଶ୍ରା କରାଉଛି ବାପା। ଅନ୍ଧାର କୋଠରୀରେ ବିତୁଛି ଜୀବନ...ଖିଆ ନାହିଁ ପିଆ ନାହିଁ...ବର୍ଷ ବର୍ଷ ହେଲାଣି ଏମିତି ଏଇ ଘରେ ଦିନ କାଟୁଛନ୍ତି ଲକ୍ଷ୍ମୀ। ଯେତେ ଯାହା ପଚାରିଲେ ବି କିଛି ଉତ୍ତର ଦେଉନାହାନ୍ତି ଲକ୍ଷ୍ମୀ...ସରକାରୀ ସହାୟତା ମିଳିଲେ ଲକ୍ଷ୍ମୀ ଭଲ ହୁଅନ୍ତେ...
ପାନ ଗୁଆ ଖଇର ଗୁଆକାତି ଆଃ କି ସୁନ୍ଦର ରାଜନୀତି? ସତରେ ଏଇ ଗୀତର କିଛି ମହତ୍ୱ ଅଛି ନା ନାହିଁ? ରାଜନୀତି ସତରେ କଣ ଗୋଟିଏ ବ୍ୟବସାୟ କି? କାହିଁକି କ୍ୟାରିଅର ମଝିରେ ଏମିତି ହଟ୍ ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର?
ଆଗେ ଜାଗା ଦେଖା, ମୁଁ କାମ କରିବି। ମୁଁ ପଙ୍କ...ଯୋଉଠି ପାରିବି ସେଇଠି କାମ କରିବି। ଖାଲି ଜାଗା ଦେଖିବା ମାତ୍ରେ ପୋତି ପକାଇବି ବାଉଁଶ। କହିଦେଉଛି ଜମାରୁ ମଝିରେ ଷଣ୍ଢ ଭର୍ତ୍ତି କରନ୍ତୁ ନାହିଁ
ବୟସ ୭୦ ଛୁଇଁଲାଣି। ହେଲେ ପରିବାରର ବୋଝକୁ ନିଜ ଉପରୁ ଖସାଇନାହାନ୍ତି...ବରଂ ଉଦୁଉଦିଆ ଖରା ହେଉ କି ଢୋ ଢୋ ବର୍ଷା...ଏମିତି ଗାଁକୁ ଗାଁ, ଘରକୁ ଘର ବୁଲି କରୁଛନ୍ତି ପାମ୍ପଡ ବେପାର। ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ
ହୃଦୟବିଦାରକ ଦୃଶ୍ୟ। ନଈ ଏପଟେ ରୋଗୀ, ସେପଟେ ଡାକ୍ତର। ରୋଗୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି ଡାକ୍ତର...ମାଇକ୍ ଯୋଗେ ଖାଲି ପଚାରୁଛନ୍ତି କାହାର କଣ ଅସୁବିଧା ଅଛି କୁହ...ଆମେ ଔଷଧ ଦେବୁ। ଦେଖନ୍ତୁ ଏଇ ଦୃଶ୍ୟକୁ...
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବ । ହେଲେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଜିଲ୍ଲା ଗସ୍ତରେ ଯିବା ସହ ୨ଟି ସେଚ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ।
ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।