ଯେଉଁ ବୟସରେ ସାଙ୍ଗସାଥି ମେଳରେ ଖେଳି ବୁଲି ସମୟ କାଟିବା କଥା, ସେହି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ । ବାପ ଛେଉଣ୍ଡ ପରେ ରୋଗୀଣା ମାଆର ଦାୟିତ୍ୱ ସହ ସାନ ଭାଇର ଉତ୍ତରଦାୟିତ୍ୱ ତୁଲାଇବାକୁ ଅଣ୍ଟା ଭିଡିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ପାଠ ପଢ଼ି ଦିନେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବାରୁ ସେଇ ସ୍ୱପ୍ନ ପୂରଣ ପାଇଁ ୧୩ ବର୍ଷ ବୟସରେ ଖବରକାଗଜ ହକର ସାଜି ସଂଘର୍ଷ କରୁଛି ବଲାଙ୍ଗିର ସହରର ଚୁମନ୍ ରାଓ
ଅବର୍ଣ୍ଣନୀୟ ଖୁସି ସାଙ୍ଗକୁ ଅତୁଳନୀୟ ସେ ଆନନ୍ଦ । କିଏ ରାଷ୍ଟ୍ରପତିଙ୍କ ସାନିଧ୍ୟ ପାଇବାର ଖୁସିରେ ବିଭୋର ତ ଆଉ କିଏ ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ଗଦ୍ଗଦ । ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳକୁଦରେ ଅୟୁତ ଅୟୁତ ଘଣ୍ଟାର ସମୟ ବିତେଇଥିଲେ । ରାଷ୍ଟ୍ରପତି ହୋଇ ସେଇ ସ୍କୁଲକୁ, ସେଇ ହଷ୍ଟେଲ୍କୁ ଆଜି ଆସିଥିଲେ ସେଦିନର ଦ୍ରୌପଦୀ । ସେଥିପାଇଁ ଖୁସିରେ ଝୁମୁଥିଲା ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ ହାଇସ୍କୁଲର ପରିସର ।
ଚାନ୍ଦ ସାମ୍ରାଜ୍ୟ ଭିତରେ ପଶି ଘାଣ୍ଟୁଛି ଆକ୍ସନ ମୋଡ୍ରେ ଥିବା ଇଡ଼ି । ଗତକାଲି ଛଅ ଛଅଟି ସ୍ଥାନରେ ମାରାଥନ୍ ରେଡ୍ ଆଉ ଆଜି ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ । ବିଜନେସ୍ ପାର୍ଟନରଙ୍କ ବିରୋଧରେ ଲାଗିଛି ସମାନ ୧୬ଟି ଦଫା । ଯାହା ଅର୍ଚ୍ଚନା ଆଉ ଜଗବନ୍ଧୁ ବିରୋଧରେ ବି ଲାଗିଛି ।
ପଦ୍ମପୁର ଉପନିର୍ବାଚନ ଲାଗି ସବୁ ଦଳର ପାଗ ଭିଡ଼ା। ଧାମନଗର ବିପର୍ଯ୍ୟୟ ପରେ ବିଜେଡି ଏଥର ଢିଲା ଦେବା ମୁଡ୍ରେ ନାହିଁ। ନିଜ ଗଡ଼କୁ ବଞ୍ଚାଇବାକୁ ନେତା, ମନ୍ତ୍ରୀ, ବିଧାୟକ ଆଜିଠାରୁ ପଦ୍ମପୁରରେ ଡେରା ପକାଇ ପ୍ରସ୍ତୁତ କଲେଣି ରଣନୀତି।
ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ
ସ୍ୱପ୍ନ ପାଇଁ ଅଧରାତିରୁ ଆରମ୍ଭ ହେଲାଣି ସଂଘର୍ଷ...କଅଁଳ କାନ୍ଧରେ ଲଦି ହୋଇଗଲା ପରିବାର ବୋଝ
ଯାତ୍ରା ପାଇଁ ଟ୍ରେନ୍ରେ ସିଟ୍ କନଫର୍ମ ହେଲାନି ବୋଲି...ଟ୍ରାକ୍ରେ ୨୦ ମିନିଟ୍ ପର୍ଯ୍ୟନ୍ତ ଛିଡା ହୋଇ ଟ୍ରେନ୍ ଅଟକାଇଲେ ମହିଳା। ବୁଝାସୁଝା ପରେ ବି ଶୁଣିଲେନି..ଶେଷରେ ସିଟ୍ ମିଳିବା ପରେ ଟ୍ରେନ୍କୁ ଛାଡିଲେ ମହିଳା
ମୋ ସ୍ୱାମୀ ଦିନରେ ପୁଅ, ରାତିରେ ଝିଅ। ପୁଅ ଓ ଝିଅ ଉଭୟଙ୍କ ସହ ସେ ସେକ୍ସ କରନ୍ତି...ଗ୍ରୁପ୍ରେ ୩ ହଜାରରୁ ଅଧିକ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ଆଉ ରେଟ୍ ଫାଇନାଲ କରନ୍ତି...ନିଜ ସ୍ୱାମୀ ଜଣେ ସମଲିଙ୍ଗୀ ବୋଲି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏଇ ମହିଳା ଜଣକ
ଗର୍ଭନଷ୍ଟ ପାଇଁ ରାଜି ହେଲାନି ପ୍ରେମିକା। କାଳେ ଅବୈଧ ଗର୍ଭ ସମ୍ପର୍କରେ କିଏ ଜାଣିଯିବ ...ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ହତ୍ୟା କରି ପୋତି ଦେଲା ପ୍ରେମିକ। ହତ୍ୟାର ୧୦ ମାସ ପରେ...
ଗ୍ରହଣ ହେଉ କି ପରାଗ...ଏଇ ପୋଖରୀରେ ସ୍ନାନ କରି ଖାଇଲେ ଏଇ ସବୁ ରୋଗ ହେବ ଦୂର...ଏସନ ବି ପ୍ରବଳ ଗହଳି ହୋଇଥିଲା ପୋଖରୀ ଘାଟରେ
ନନା ତୁମେ ପରା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦୁଇହଳ ଡ୍ରେସ୍ ରଖୁନ? ମଲା ସିଏ କଣ ଜାଣିଥିଲେ ଧାମନଗରରେ ସୂର୍ଯ୍ୟ ଉଇଁବ ବୋଲି? ଜାଗା ମୁଣ୍ଡରେ ତୁ କଣ କହିଲୁରେ ନାରଣ?
ଜାତିର ଦେବତା...ମାଟିର ରାଷ୍ଟ୍ରପତି ...ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଓଡ଼ିଶା ପହଞ୍ଚି ଆଗ ଜାତିର ଆରାଧ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ତ ବଡ଼ଦାଣ୍ଡ ଛୁଉଁ ଛୁଇଁ ପଛ ହୋଇଯାଇଥିଲା ପ୍ରୋଟୋକଲ୍...ବଳଗଣ୍ଡି ଛକର ସାଲବେଗ ପୀଠ ଠାରୁ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ହଠାତ୍ ବୁଲେଟ୍ ପ୍ରୁଫ୍ ଗାଡ଼ିରୁ ଓହ୍ଲାଇ ସାଧାରଣ ଭକ୍ତଟିଏ ଭଳି ଚାଲିବା ଆରମ୍ଭ କରିଦେଇଥିଲେ ରାଷ୍ଟ୍ରପତି
ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍ ଆଗରେ ଆଶାୟୀଙ୍କ ଧାରଣା
ବହୁଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ଙ୍କ ଆର୍ଥିକ ସାମ୍ରାଜ୍ୟରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହନିଟ୍ରାପ୍ ଓ ବ୍ଲାକ୍ମେଲିଂ କରି କାହାଠୁ କେଉଁ ଉପାୟରେ ବହୁ କୋଟିର ଧନସଂପତ୍ତି ହାସଲ କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି ? ତାର ଖୋଳତାଡ଼ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ବାପ ଘରଠୁ ଶାଶୁଘର, କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଁ ଏକକାଳୀନ ଇଡି ଛାପା ମାରିଛି
କଟାଳ ହସ, ବିଦ୍ରୁପ ସଂଳାପ । କଂସ ମହାରାଜଙ୍କ ଡାଇଲଗରେ କମ୍ପୁଛି ବରଗଡ଼ । ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆଜି ଶେଷ ହେଉଛି, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା । କଂସ ଚରିତ୍ରରେ ଅଭିନୟ ପାଇଁ ଆବେଦନ କରିଥିବା ମୋଟ ୫୬ କଳାକାରଙ୍କ ମଧ୍ୟରୁ ଆଜି ଅଡିସନ୍ ପାଇଁ ଆସିଥିଲେ ୪୩ ଜଣ, ଯାହାଙ୍କ ମଧ୍ୟରେ ଥିଲେ ବହୁ ନବୀନଙ୍କ ସହ ପ୍ରବୀଣ କଳାକାର
ପଦ୍ମପୁର ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ଚାଷ ଓ ଚାଷୀ ସମସ୍ୟା । ଚାଷୀମାନେ ହିଁ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସବୁ ଦଳର ଫୋକସ୍ରେ ଅନ୍ନଦାତା । ବିଭିନ୍ନ ଚାଷୀ ସଂଗଠନ ଫସଲ ବୀମା ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତକାଲି ବିଜେପି ନେତା ପ୍ରଦୀପ ପୁରୋହିତ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ । ସେହିଭଳି ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।
ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...
ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...
ଏଇଟା ଦେଶୀ ହାଟ। ଏଇଠି ମିଳେ ସବୁ ତାଜା ତାଜା ପରିବା...ବିନା ରାସାୟନିକ ସାରରେ ପୂରା ଜୈବିକ ପଦ୍ଧତିରେ ମିଳୁଛି ଭଳିକି ଭଳି ପରିବା...ପରିବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍
ଅନ୍ୟକୁ ଠେଲୁଥିଲେ....ନିଜେ କଚଡା ଖାଇ ଗାଡିରୁ ପଡିଗଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଝିଅକୁ ହତ୍ୟା କରିବାର ୧୦ ମାସ ଗଲା ପରେ...ଘରକୁ ଆସିଲା ବେନାମୀ ଚିଠି। ବାସ୍ ଚିଠିରେ ଲେଖା ଥିଲା ହତ୍ୟାକାରୀଙ୍କ ନାଁ। ପୋଲିସ୍ ଏବେ ତଦନ୍ତ କରୁଛି, ହତ୍ୟାକାରୀଙ୍କ ସିନ୍ ରିକ୍ରିଏସନ୍ ବି କରୁଛି
ଆଲୋ ଇଏ କଣ? ମରୁଭୂମି କଣ ବର୍ଷା ହେଲା କି? ସୂର୍ଯ୍ୟ ଜିତିବା ପରେ ଏମାନେ ଏମିତି ଉତ୍ପାତ ହେଉଛନ୍ତି ...କିଲୋ କଣ କହିଲେଣି ଆମେ ସରକାର କରିବୁ ବୋଲି
ବନ୍ଦେ ଉତ୍କଳ ଜନନୀର ବନ୍ଦନା ସାଙ୍ଗକୁ ହାତରେ ହାତ ଛନ୍ଦି ସାନ୍ତାଳୀ ନୃତ୍ୟର ଅଭ୍ୟାସ କରୁଛନ୍ତି ସ୍କୁଲ ପିଲା । ସ୍କୁଲ ପରିସର ବି ସଜେଇ ହେଉଛି ମହାମହିମଙ୍କ ସ୍ୱାଗତ ପାଇଁ ।
ବଞ୍ଚିବେ ନା ମରିବେ ଆଶା ଆଶଙ୍କାରେ ରାଜ୍ୟର ଶହ ଶହ କିଡନୀ ରୋଗୀ । ଭଦ୍ରକ ଅସୁରାଳି କାଶୀମପୁରର ମଞ୍ଜୁଲତା ମହାନ୍ତିଙ୍କ ଘରେ କିଡନୀ ରୋଗରେ ପଡିଛି ଭେଣ୍ଡିଆ ପୁଅ । ମାଆର ମମତା ଏତେ ଯେ, ପୁଅର ଜୀବନ ବଞ୍ଚାଇବାକୁ ଦେଇ ଦେଲେ ନିଜର ଗୋଟିଏ କିଡନୀ ।
ପଦ୍ମପୁର ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ ? କାହା ଉପରେ ଭରସା କରିବ ଦଳ ? ପ୍ରାର୍ଥୀ ଚୟନ ନେଇ ଧାମନଗରରେ ଯେଉଁ ଭୁଲ୍ ହୋଇଥିଲା, ତାହା ପଦ୍ମପୁରରେ ଯେପରି ରିପିଟ୍ ନହୁଏ ସେଥିପାଇଁ ଚାଲିଛି ଅଙ୍କକଷା ।