ଦିନେ ସେ ଥିଲେ ଶାସକ ଦଳର ବିଧାୟକ, ଆଜି କିନ୍ତୁ ସାଧାରଣ ଚଷାପୁଅ। ହଳ ଲଙ୍ଗଳ ଧରି କ୍ଷେତକୁ ଯାଆନ୍ତି, ପୁଅ ବୋହୂ ସହ ମିଶି ଚାଷ କରନ୍ତି। ନା ଥାଟବାଟ, ଚାକର ବାକର ନା କୋଠାବାଡ଼ି। ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରେ ଥାଇ ବି ସେ ବିଶ୍ବାସ କରନ୍ତି, ମାଟିର ମଣିଷ ମାଟି ସହ ଯୋଡ଼ି ହୋଇ ରହିବାକୁ। ଆସନ୍ତୁ ଭେଟିବା ଭିଆଇପି କଲଚରଠୁଁ ଦୂରରେ ଥିବା ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କୁ।...
Published By: Sujit kumar Swain
Last updated: 24 November 2024, 09:37 PM IST
କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।