ସୁଭଦ୍ର ପାଇଁ ଦିଅ ସିଙ୍ଗିଲ୍ ଆକାଉଣ୍ଟ
ସୁଭଦ୍ରାରେ ଆବେଦନ କରିଥିବା ୫ ଲକ୍ଷ ମହିଳାଙ୍କ ନମ୍ବର ଆଉ ଆକାଉଣ୍ଟ ଦେଖାଉଛି ମିସ୍ ମ୍ୟାଚ୍ । ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ହୋଇଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସୁଭଦ୍ରା ଯୋଜନାରେ ସେମାନେ ସାମିଲ ହୋଇ ପାରୁନାହାନ୍ତି । ତେଣୁ ସିଙ୍ଗଲ ଆକାଉଣ୍ଟ ନମ୍ବର ଦେବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନରୁ ନୋଡାଲ୍ ଏଜେନ୍ସି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀ ବାଛିବାକୁ ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)