Bhubaneswar Air Quality Has Also Experience Deterioration
ଓଡ଼ିଶା ବାୟୁ ବି ପ୍ରଦୂଷିତ । ବିଷ ବଳୟ ଘେରକୁ ଆସିଲାଣି, ଭୁବନେଶ୍ବର ସମେତ ରାଜ୍ୟର ୬ ସହର । ସ୍ଥିତି ଯାହା, ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ମଡ୍ ରେଟରୁ POOR କ୍ବାଲିଟି ଛୁଇଁବାକୁ ବେଶୀ ଦିନ ଲାଗିବନି । ଆଜି ରାଜଧାନୀର AQI ୧୭୫ ଥିବାବେଳେ କଟକରେ ୧୫୫ ଥିଲା । ଯାହାକି ଗତବର୍ଷ ନଭେମ୍ବର ତୁଳନାରେ ଢେର ଅଧିକ ବୋଲି ମାନିଛି ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ । ଏଣେ ଏକଥା ଶୁଣି ରାଜଧାନୀବାସୀ ଛାନିଆ ହୋଇଥିବାବେଳେ ଗଭୀର ଚିନ୍ତା ପ୍ରକଟ କଲେଣି ପରିବେଶବିତ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)