Jalaput Cutoff Village
ଗାଁର ନାଁ ସାବୁନ୍ । କୋରାପୁଟ୍ ଜିଲ୍ଲାର ଏକ ଅନ୍ଧାରୀ ମୂଲକର ଗାଁ ଇୟେ । ଯେଉଁ ଗାଁରେ ନା ସରକାରୀ ବାବୁଙ୍କ ପାଦପଡ଼େ ନା ବିକାଶର ସୂର୍ଯ୍ୟ ଉଏଁ । ଜଳବନ୍ଦୀ ଜୀବନ ଭିତରେ ଉବୁଟୁବୁ ଏହି ଦୁର୍ଗମ ଇଲାକା । କେବଳ ଏହି ସାବୁନ୍ ଗାଁ ନୁହଁ, ଉପରସାବୁନ ସହ ଲାମାଣ୍ଡୁରର ଭାଗ୍ୟ ଓ ଭବିଷ୍ୟତ ଆଜି ବି ବୁଡ଼ିରହିଛି ଜଲାପୁଟ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିରେ । ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)