Published By: Pallipuspa Samal
Last updated: 01 September 2024, 01:27 PM IST
ଘଣ୍ଟାଚକଟା ଭିତରେ ମୋଦକ ଚୋରି ହୋଇନଥିବା କହିଛନ୍ତି ଆଇନମନ୍ତ୍ରୀ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ତଥାପି ଅଭିଯୋଗର ଯାଞ୍ଚ ଚାଲିଛି।