ହସ୍ପିଟାଲ ବେଡ୍ରେ ପୁଅ ମରିକି ପଡ଼ିଛି । ଆଉ ଏ ମା’ ତାକୁ ଜନ୍ମ ଦେଇ କେମିତି ଅବା କୋହ ସମ୍ଭାଳିବ । ସେଇଥିପାଇଁ ତ ବାରମ୍ବାର ମୁର୍ଚ୍ଛା ଯାଉଛି । ଯେତେ ଯିଏ ଡାକିଲେବି ନା କିଛି କହି ପରୁଛି । ନା ତା’ ମଲାପୁଅର ମୁହଁକୁ ଅନାଇ ପାରୁଛି । ଖାଲି ଘଡିକେ ଘଡିଏ ମୁର୍ଚ୍ଛା ଯାଉଛି ।
Published By: Pallipuspa Samal
Last updated: 02 September 2024, 11:03 AM IST