• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Raksha Bandhan
ଭଉଣୀକୁ ପାରାଲିଲିସ୍, ବୃଦ୍ଧାଶ୍ରମରେ ରାକ୍ଷୀ ବାନ୍ଧିବାକୁ ଆସିଛି ଭାଇ

ବୃଦ୍ଧାଶ୍ରମରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ ଆସିଛି ଭାଇ। ଭଉଣୀକୁ ପାରାଲିଲିସ୍, କିନ୍ତୁ ଭାଇ ସବୁ ଜିନିଷ ଆଣିଛି ନିଜ ସାଙ୍ଗରେ।

  • Tuesday, 20 August 2024
Crime Against Women
କେଉଁଠି ବିଚ୍ ବଜାରରେ ଫାଶି ଦିଆଯାଏ । କେଉଁଠି କରିଦିଆଯାଏ ନପୁଂସକ !

କଣ କହୁଛି ଭାରତୀୟ ଆଇନ ବ୍ୟବସ୍ଥା ? ଭାରତୀୟ ନ୍ୟାୟ ସଂହିତାରେ ରହିଛି କେଉଁ ଦଣ୍ଡବିଧାନ ?

  • Monday, 19 August 2024
Bangladesh Sim Box
ବାଂଲାଦେଶୀ ମାଷ୍ଟରମାଇଣ୍ଡ ଅସାଦ୍ଦୁର ଜମାନର ସିମ୍ ବକ୍ସ କ୍ରାଇମ୍

ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ... ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ ।

  • Monday, 19 August 2024
Odisha Politics
ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ

ସଂଖ୍ୟା ବଢେଇ ଶକ୍ତି ବଢାଇବାକୁ ପଦ୍ମ ଦଳର ମାଷ୍ଟରପ୍ଲାନ । ଦେଢ ମାସରେ କୋଟିଏ କାର୍ଯ୍ୟକର୍ତ୍ତା ପାଇଁ ବ୍ଲୁପ୍ରିଣ୍ଟ । ପ୍ରତି ବୁଥରେ ୨୦୦ ଜଣଙ୍କୁ ଟାର୍ଗେଟ୍ ।

  • Monday, 19 August 2024
Student Election
ଏବର୍ଷ ନୁହେଁ । ଆର ବର୍ଷ ହେବ କଲେଜ ଇଲେକ୍ସନ

ଛାତ୍ର ସଂସଦ ନିର୍ବାଚନ ପାଇଁ ଏବର୍ଷ ପ୍ରଥମେ ସମସ୍ତ କଲେଜରେ ଆନୁସଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।

  • Monday, 19 August 2024
Raksha Bandhan
ଭାଇ-ଭଉଣୀ ସମ୍ପର୍କର ଶକ୍ତ ରଜୁ ହେଉଛି ରାକ୍ଷୀ

ଘର, ବାହାର, ଅଫିସ, ଅନୁଷ୍ଠାନ ସବୁଠି ପାଳିତ ହୋଇଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ।

  • Monday, 19 August 2024
Kolkata Rape-Murder
ନର ରାକ୍ଷସ ଖୋଲୁଛି ନିଜ ପାପର ପେଡ଼ି

ରାକ୍ଷସ... ଏ କେବଳ ରାକ୍ଷସ ନୁହେଁ... ନର ରାକ୍ଷସ । ୟାର ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ । ଆଉ ୟା’ର କଳା କାହାଣୀ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ ।

  • Monday, 19 August 2024
Lord Jagannath
ଲୁହ ପୋଛିଦେଲା ବର୍ଷା, ଗୁହାରି ଶୁଣ ମଣିମା

ମହିଳା ଭକ୍ତ ତା’ ନିଜକୁ କଷ୍ଟ ଦେଇଦେଇ ସିଂହଦ୍ୱାରରେ ଦଣ୍ଡ ପ୍ରଣାମ କରି ଚାଲିଛି । ଆଉ ନିଜ ହୃଦୟରେ ପୂଜାକ ରୁଥିବା ତା’ ମନର ମୁରବିକୁ ଦେଖାକରି ସବୁ ଦୁଃଖକୁ କହିବାକୁ ଆଗେଇ ଚାଲିଛି ରତ୍ନ ସିଂହାସନ ପାଖକୁ ।

  • Monday, 19 August 2024
Bird Flu
ଫେରିଲା କି ବାର୍ଡ ଫ୍ଲୁ ? ପିପିଲିରେ କୁକୁଡ଼ା ମଡ଼କ

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ... କେମିତି କୁକୁଡ଼ା ଗୁଡ଼ିକ ମେରି ପଡ଼ିଛନ୍ତି ଫାର୍ମ ଭିତରେ ।

  • Monday, 19 August 2024
Mamata Banerjee
ସରକାର ଭାଙ୍ଗିବା ଭୟ ! ମମତା ଆଣିବେ ‘ରାତିର ସାଥୀ’

ବିରୋଧୀଙ୍କ ହାଲ୍ଲାବୋଲ... ସାଧାରଣ ଜନତାଙ୍କ ଆନ୍ଦୋଳନ... ଆଉ ଡାକ୍ତରମାନଙ୍କ ଏ ପ୍ରତିବାଦ । ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି ।

  • Monday, 19 August 2024
Dengue Cases
ରାଜ୍ୟକୁ ଡରେଇଲାଣି ଡେଙ୍ଗୁ

ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।

  • Sunday, 18 August 2024
BJD
ବିଜେଡିକୁ ଗାଁ ଚିନ୍ତା

ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।

  • Sunday, 18 August 2024
Kolkata
ଦୁଷ୍କର୍ମୀଙ୍କୁ ମିଳିବା ଦରକାର କି ଫାଶି ଠୁ ବି ବଳି ବିଭତ୍ସ ଶାସ୍ତି ?

ଦୁଷ୍କର୍ମୀଙ୍କୁ ମିଳିବା ଦରକାର କି ଫାଶି ଠୁ ବି ବଳି ବିଭତ୍ସ ଶାସ୍ତି ? ଦୁଷ୍କର୍ମ ରୋକିବାକୁ ପର୍ଯ୍ୟାପ୍ତ ନୁହେଁ କି ଭାରତୀୟ ଦଣ୍ଡବିଧାନ ? 

  • Sunday, 18 August 2024
SIM Box
ସିମ୍ ବକ୍ସ ଆତଙ୍କ,ହଟୁଛି ପରଦା

ସିମ୍ ବକ୍ସ ଚେର, ଲମ୍ବିଛି ଭୁବନେଶ୍ବରରୁ କଟକ। କେଶୁରା ସିମବକ୍ସ ମାମଲାରେ ରିମାଣ୍ଡରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳକୁ ନେଇ ଆଜି କଟକ ମଧୁପାଟଣାର ଏକ ଭଡ଼ାଘରୁ ୫ଟି ସିମବକ୍ସ ଜବତ କରିଛି କମିଶନରେଟ୍ ପୋଲିସ।

  • Sunday, 18 August 2024
Lightning Strike
୨ ଦିନରେ ୧୬ ଜୀବନ ନେଲାଣି ମୃତ୍ୟୁର ବଜ୍ର

ଦୁଇ ଦିନ ଭିତରେ ରାଜ୍ୟରେ ବଜ୍ରପାତରେ ଗଲାଣି ୧୬ ଜୀବନ। ଗତକାଲି ୧୦ ଜଣ ଏବଂ ଆଜି ୬ ଜଣଙ୍କ ଜୀବନ ଯାଇଛି, ଅନେକ ଆହତ ହୋଇଛନ୍ତି।

  • Sunday, 18 August 2024
Cancer
ସହାୟତା ଅପେକ୍ଷାରେ କନକଲତା

ନାଁ ତାଙ୍କର କନକଲତା । ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି । ଆଉ ସ୍ୱାମୀ ବିଚରା ଅସହାୟ....

  • Sunday, 18 August 2024
Bird Really Unfurl Stuck National Flag
ସତରେ କ'ଣ ତ୍ରିରଙ୍ଗା ଉଡ଼ାଇଲା ଚଢ଼େଇ?

ସତରେ କ'ଣ ତ୍ରିରଙ୍ଗା ଉଡ଼ାଇଲା ଚଢ଼େଇ? ଜାଣନ୍ତୁ ଭାଇରାଲ ଭି଼ଡ଼ିଓ ପଛର କାହାଣୀ ।

  • Sunday, 18 August 2024
Mamata Banerjee'
ଅଡୁଆରେ ମମତାଙ୍କ ଚଉକି !

ସାରା ଦେଶର ଆଖି ଦିଦିଙ୍କ ଉପରେ। ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ। ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ। ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ। ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା। ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ ଡିଫେନ୍ସିଭ୍ ଖେଳୁଛନ୍ତି ମମତା ବାନାର୍ଜୀ।

  • Sunday, 18 August 2024
Labourer
ଦାଦନ ଶ୍ରମିକର ଦୁଃଖ କାହାଣୀ...

ଗୋଟାଏ ଗୋଡ଼ ନାହିଁ । ଶାହା ବୋଇଲେ ଏଇ ଆଲୁମିନିୟମ ୱାକର ଖଣ୍ଡକ। ସେଇ ନ ଥିଲେ ଏଠୁ ସେଠିକୁ ଯିବା ବି ତାଙ୍କ ପାଇଁ କାଠିକା ପାଠ। ବେସ୍ ବିନ୍ଦାସ୍ ଥିଲେ କାମଦାମ କରି ପେଟ ପୋଷୁଥିଲେ । ମାଲିକକୁ ଖୁସି କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜୀବନ କାଟିଲେ। ହେଲେ ଏଇ କାମ ନିଶାରେ ଲୁହା ଲୋଡ଼ରଟା ଗୋଡ଼କୁ ମାଡିଦେଲା। ବାସ୍ ସେଇଠୁ ସବୁ ସରିଗଲା।

  • Sunday, 18 August 2024
Mushroom
ଛତୁ କିଲୋ ୨ହଜାର..

କୋରାପୁଟରେ ଏବେ ସବୁଆଡେ ଛତୁର ପସରା । ଭଳିକି ଭଳି ଛତୁ ନେବା ପାଇଁ ଜମୁଛି ଭିଡ଼ । ବଜାରରେ ଯାହାର ଡିମାଣ୍ଡ ଯେତେ ତାର ରେଟ୍ ବି ସେମିତି । ଭଳିକି ଭଳି ଛତୁ ମଧ୍ୟରେ ରହିଛି ବଡ଼ା ଛତୁ, ଶ୍ରାବଣ କଢ଼, ବାଲି ଛତୁ ଓ ଜାମ୍ବ ଛତୁ ସହ ମହାନାଡ ଛତୁ ।

  • Sunday, 18 August 2024
 Misuse of DMF Funds
DMF ନାଁରେ ଖାଇଗଲେ କୋଟି କୋଟି ଟଙ୍କା

ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ।

  • Saturday, 17 August 2024
Kolkata rape-murder case
ଓଡ଼ିଶାରେ ବି ଅସୁରକ୍ଷିତ ମଣୁଛନ୍ତି ମହିଳା ଡାକ୍ତର

ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ।

  • Saturday, 17 August 2024
Union Ministers Tips for MLA
‘ଗୃହରେ ହଙ୍ଗାମା କମ୍‌ କର, ଶୃଙ୍ଖଳା ଅଧିକ ରଖ’

ବିଧାନସଭାରେ ଭଲ ପରଫର୍ମାନ୍ସ ଦେଖାଇ ଶ୍ରେଷ୍ଠ ବିଧାୟକ ହେବାକୁ ପାଠଶାଳାରେ ଜ୍ଞାନ ଦେଲେ ହେଭିୱେଟ୍ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ମନ୍ତ୍ର ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।

  • Saturday, 17 August 2024
SIM Box Racket
ରାଜଧାନୀରେ ସିମ୍ ବକ୍ସ ହଇଚଇ

ରାଜଧାନୀରେ ସିମବକ୍ସ ହଇଚଇ। ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।

  • Saturday, 17 August 2024
Srimandir
ନଳା ପାଣିରେ ଭାସିଲା ସିଂହଦ୍ବାର

ପଚା ନଳା ପାଣିରେ ଭାସିଲା ଶ୍ରୀମନ୍ଦିର ସିଂହଦ୍ବାର। ନାକ ଟେକିଲେ ସେବାୟତ ଓ ଦିଅଁ ଦର୍ଶନ ପାଇଁ ଯାଉଥିବା ଭକ୍ତ।

  • Saturday, 17 August 2024