Advertisment

ଚାଲିଛି କୁକୁଡା କଲିଂ

ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ। ଚାଷୀ ଆଖି ଆଗରେ ତାର ମାସ ମାସର ପରିଶ୍ରମକୁ ମାରି ସଫା କରିଦିଆଯାଉଛି। କେଉଁଠି ୨ ହଜାର ତ କେଉଁଠି ୪ ହଜାର ବେଧଡ଼କ ଚାଲିଛି କୁକୁଡା ମରା ଅଭିଯାନ।

author-image
Sujit kumar Swain

ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ। ଚାଷୀ ଆଖି ଆଗରେ ତାର ମାସ ମାସର ପରିଶ୍ରମକୁ ମାରି ସଫା କରିଦିଆଯାଉଛି। କେଉଁଠି ୨ ହଜାର ତ କେଉଁଠି ୪ ହଜାର ବେଧଡ଼କ ଚାଲିଛି କୁକୁଡା ମରା ଅଭିଯାନ।

Advertisment
Bird Flu Bird Flu Outbreak In Odisha
Advertisment
Advertisment