• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

 Swami Lakshmanananda Saraswat
ଆଗେ ପୁରୁଣା ଫାଇଲ୍ ଖୋଲିବେ କହିଥିଲେ, ଏବେ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ବି କହିଲେଣି

ଆଜି ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ସ୍ମୃତିରେ ଜଳେଶପଟ୍ଟାରୁ ଭୁବନେଶ୍ବରରେ ଯାଏଁ ପାଳିତ ହୋଇଛି ୧୬ତମ ବଳିଦାନ ଦିବସ।

  • Monday, 26 August 2024
Bird Flu Outbreak
ଚିନ୍ତା ବଢ଼ାଇଲାଣି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ

ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।

  • Monday, 26 August 2024
Janmastami
ଆସୁଛନ୍ତି କଳାକହ୍ନେଇ...ସେଇଥିପାଇଁ ଉତ୍ସବ

କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ କରିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।

  • Monday, 26 August 2024
Kolkata Crime Case
ସସ୍ପେନ୍ସରେ ସେମିନାର ହଲର ସତ

 ଘଟଣା ଦିନ ସକାଳେ ସେମିନାର୍ ହଲ୍‌ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।

  • Monday, 26 August 2024
Subhadra Yojana
କାହା ପାଇଁ, କେମିତି ଓ କେଉଁଭଳି.. ମହିଳାଙ୍କୁ ଦିଆଯିବ ସୁଭଦ୍ରା ଯୋଜନା ?

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ଏଟିଏମ୍ କାର୍ଡ।

  • Monday, 26 August 2024
Bird Flu Outbreak
ବଢ଼ିଲା ବାର୍ଡ ଫ୍ଲୁ ସଂକ୍ରମଣ ଭୟ

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ। କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ 5 ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ 20 ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି। କଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ।... 

  • Sunday, 25 August 2024
Mobile Inside Jail
ପାର୍ବଣରେ ଅପରାଧ ଭିଆଇବାକୁ ହେଉଛି କି ଯୋଜନା ?

ଜେଲ୍ ସୁରକ୍ଷାର ଚାରି କାନ୍ଥ ଭିତରେ ରହି ପାର୍ବଣ ପୂର୍ବରୁ ଅପରାଧ ଭିଆଇବାକୁ ଗୋଟି ଚଳାଇଲେଣି କି ଅପରାଧୀ ? ଜେଲ୍ ଭିତରୁ ନିଶା ସାମ୍ରାଜ୍ୟର ନେଟୱର୍କ ଗଢ଼ିବାକୁ ବିଚାରାଧୀନ ବନ୍ଦୀ ତିଆରି କରୁଛନ୍ତି କି ବ୍ଲୁ ପ୍ରିଣ୍ଟ୍? ଗୋଟିଏ କି ଯୋଡ଼ିଏ ନୁହଁ, ଦୁର୍ଦ୍ଦାନ୍ତ କ୍ରିମିନାଲ୍ ରହୁଥିବା ଅନେକ ଜେଲରୁ ମିଳିଲାଣି ବହୁ ନିଷିଦ୍ଧ ସାମଗ୍ରୀ। ଉଦବେଗର କଥା ହେଉଛି, ଡି’ବ୍ରଦର୍ସ ଗ୍ୟାଙ୍ଗ ମୁଖିଆ ସୁଶାନ୍ତ ଧଳସାମନ୍ତ ରହୁଥିବା ବଲାଙ୍ଗିର ଜେଲର ସେଲ୍ ରୁ ମିଳିଛି ସ୍ମାର୍ଟଫୋନ୍। ଏହି ଘଟଣା ପରେ ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦାୟିତ୍ବ ସହ ସେମାନଙ୍କ ଭୂମିକାକୁ ନେଇଛି ଉଠିଛି ପ୍ରଶ୍ନ।..

  • Sunday, 25 August 2024
Unified Pension Scheme
NPSଠୁ କେତେ ଭଲ UPS ?

ଆସନ୍ତା ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁନିଫାଏଡ୍  ପେନସନ ସ୍କିମ୍- UPS। ଯେଉଁଥିରେ 25 ବର୍ଷର ଚାକିରିଆ ଅବସର ପରେ ମୂଳ ଦରମାର ଅଧା ପେନସନ ଆକାରରେ ପାଇବେ। ତେବେ 2004ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ? ଏହାକୁ ନେଇ କର୍ମଚାରୀଙ୍କ ମତ କ’ଣ ? ଦେଖନ୍ତୁ ଏହି ରିପୋର୍ଟ।...

  • Sunday, 25 August 2024
Kolkata Doctor Case
କୋଲକାତାର ସାହିଗଳିରେ ତୀବ୍ର ହେଲାଣି ସରକାର ବିରୋଧୀ ସ୍ବର

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ବର। ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ। ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି। ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ। ପ୍ରଶ୍ନ ଉଠୁଛି, ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇଯିବ କି ପଶ୍ଚିମବଙ୍ଗର ମମତା ସରକାର ?

  • Sunday, 25 August 2024
BJD Politics
ନବୀନଙ୍କୁ ଘାରିଲାଣି ନିଜ ଗଡ଼ ରକ୍ଷା ଚିନ୍ତା

ଲୋକଙ୍କ ଆସ୍ଥା ହରାଇବା ପରେ ଏବେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ବି ଆସ୍ଥା ହରାଉଛି ବିଜେଡି। ବିଜେଡି ଛାଡି ବିଜେପିକୁ ଯାଉଥିବା ନେତାଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେଥିରୁ ବାଦ୍ ପଡ଼ିଲାନି ଖୋଦ୍ ବିଜେଡି ସୁପ୍ରିମୋ ନବନୀଙ୍କ ଗଡ଼ ହିଞ୍ଜିଳି।

  • Sunday, 25 August 2024
RG Kar Medical College
ମେଡିକାଲରେ ଚାଲିଥିଲା ସେକ୍ସ ରାକେଟ୍

ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା ।

  • Sunday, 25 August 2024
Sandip Ghosh
କିଏ ଏ ସନ୍ଦୀପ ଘୋଷ ?

ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?

  • Sunday, 25 August 2024
Jajpur
ଟାଟା ପାୱାର ନେଇଗଲା ଜୀବନ

ଏ ମା’ ତା’ ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି । ଜୀବନ ଜୀଇବା ପାଇଁ ସାଲାଇନ୍‌ ଲାଗିଛି । ମେଡିସନ୍‌ ବି ଚାଲିଛି । ହେଲେ ସବୁ କିଛି ଯେମିତି ତା’ର ଶେଷ ହୋଇଯାଇଛି ।

  • Sunday, 25 August 2024
Elephant
ହାତୀ ଦେହରେ ଲାଗିଛି ସାଲାଇନ୍‌

୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।

  • Sunday, 25 August 2024
IPS Officers DS Kuttey
ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଚାର୍ଜଫ୍ରେମ୍ 

ଦୁଇ IPS ଅଧିକାରୀ ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂ ବିରୋଧରେ ଗୃହ ବିଭାଗର ଚାର୍ଜଫ୍ରେମରୁ ଆସିଛି ସାଙ୍ଘାତିକ ଅଭିଯୋଗ । କେମିତି ତୃତୀୟ ମହଲାରୁ ଜିଲ୍ଲାପାଳ ଓ ଏସପିଙ୍କୁ ଫୋନ କରି ନିର୍ବାଚନକୁ ପ୍ରଭାବିତ କରୁଥିଲେ କୁଟ୍ଟେ, ଏମିତି କି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫୋନ କରି ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ଚାପ ପକାଇବାକୁ ପଛାଉ ନଥିଲେ । 

  • Saturday, 24 August 2024
Odisha Congress
କଂଗ୍ରେସ ମଙ୍ଗୁଆଳ ଖୋଜା ସରୁନି 

ରାଜ୍ୟ କଂଗ୍ରେସ ମୂରବି ଶୂନ୍ୟ ହେବାର ଦେଢ଼ ମାସ ବିତିଲା, ତଥାପି ମଙ୍ଗୁଆଳ ଖୋଜା ସରୁନି । ଏଆଇସିସି ଗଢ଼ିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ହେଲା, କିନ୍ତୁ କାହା ନାଁରେ ମୋହର ବାଜିଲାନି । ଏବେ କହିଲେଣି ଜିଲ୍ଲାସ୍ତରର ନେତାଙ୍କଠୁ ମତାମତ ଆଣି ନାଁ ସ୍ଥିର ହେବ ଓ ଏଆଇସିସିକୁ ପଠାଯିବ। 

  • Saturday, 24 August 2024
SUBHADRA Yojana
ସୁଭଦ୍ରା ଯୋଜନାକୁ ନେଇ ରାଜନୀତି ଜୋର୍ 

ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି । ଗତକାଲି ବିଧାନସଭାରେ ଏହି ଯୋଜନାର ରୂପରେଖକୁ ନେଇ ପ୍ରାଥମିକ ଚିତ୍ର ସାମ୍ନାକୁ ଆସୁଆସୁ ଏହାକୁ ଧୂଆଁବାଣ କହି ସମାଲୋଚନା କରିଛନ୍ତି ବିରୋଧୀ । ଏଣେ ସ୍ୱଚ୍ଛଳ ବର୍ଗରେ କେଉଁମାନେ ଅନ୍ତର୍ଭୁକ୍ତ, ସ୍ୱାମୀ କିମ୍ବା ବାପା ଆୟକର ଦେଉଥିଲେ ସଂପୃକ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନା ନାହିଁ, ସେ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।

  • Saturday, 24 August 2024
Kolkata Murder Case
ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅନବରତ ଆନ୍ଦୋଳନ

କୋଲକାତାର ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପୁରିଲାଣି ୧୪ଦିନ । ହେଲେ ପୀଡ଼ିତାଙ୍କୁ ନ୍ୟାୟ, ଅପରାଧ ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ଓ ଦୋଷୀମାନଙ୍କୁ ଉଚିତ ଦଣ୍ଡବିଧାନ ଦାବିରେ ଥମୁନି ଜନତାଙ୍କ ଦୁର୍ବାର ଆନ୍ଦୋଳନ । ଦିନରାତି ଏକ୍ କରି ନ୍ୟାୟ ମାଗୁଛନ୍ତି ସାଧାରଣ ଜନତା। 

  • Saturday, 24 August 2024
 Liquor
ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ । ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି । 

  • Saturday, 24 August 2024
Subhadra Scheme
କିଏ ପାଇବେ ? କିଏ ପାଇବେନି ?

ଦୂର ହେଲା ‘ସୁଭଦ୍ରା’ ଦ୍ବନ୍ଦ୍ବ ! ଖବ୍‌ଶୀଘ୍ର ଆବେଦନ କରିପାରିବେ ହିତାଧିକାରୀ । ୨୧ରୁ ୬୦ ବର୍ଷର ମହିଳାଙ୍କୁ ‘ସୁଭଦ୍ରା ଯୋଜନା’ର ସହାୟତା ମିଳିବ । ଜାଣନ୍ତୁ କିଏ ‘ସୁଭଦ୍ରା’ ଲାଭ ପାଇବେ ଆଉ କିଏ ପାଇବେ ନାହିଁ...

  • Saturday, 24 August 2024
Sanjay Roy
ରାତି ତମାମ ବ୍ଲୁ ଫିଲ୍ମ ଦେଖୁଥିଲା ଆଉ...

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

  • Saturday, 24 August 2024
Organ Donation
ମରି ବି ଅମର ସିଦ୍ଧାର୍ଥ

କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ l ସମସ୍ତଙ୍କ ଆଖିରେ ଆଖିଏ ଲୁହ l ଭେଣ୍ଡିଆ ପୁଅକୁ ହରାଇ କାହା ମନରେ ବା ହରଷ ଥାଆନ୍ତା l ସେ ସିନା ଚାଲିଗଲା ହେଲେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ଉଦାହରଣ l

  • Saturday, 24 August 2024
Second Hanging Bridge
ଖୁବଶୀଘ୍ର ଓଡ଼ିଶାରେ ୨ୟ ଝୁଲାପୋଲ

ପୂରଣ ହେବ ରାଉରକେଲାବାସୀଙ୍କ ସ୍ୱପ୍ନ । ବେଦବ୍ୟାସ ପୀଠରେ ତିଆରି ହେବ ଓଡ଼ିଶାର ଦ୍ୱିତୀୟ ଝୁଲା ପୋଲ । ରାଉରକେଲାବାସୀଙ୍କ ବହୁଦିନର ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି ।

  • Saturday, 24 August 2024
Divyang Man
ଦିବ୍ୟାଙ୍ଗ ହେଲେ ବି ସ୍ୱାଭିମାନୀ

ଦିବ୍ୟାଙ୍ଗ ସିନା... ହେଲେ ଏ ମଣିଷଟା ଭାରି ସ୍ୱାଭିମାନୀ । ପେଟ ପୋଷିବା ପାଇଁ ଶାରୀରିକ ଅକ୍ଷମତା କେବେବି ମୁରଲୀଙ୍କ ପାଖରେ ବାଧକ ହୋଇ ଛିଡ଼ା ହୋଇନି । ନିଜର ଖର୍ଚ୍ଚ ବହନ କରିବା ପାଇଁ ପେଟ ପୋଷିବାକୁ ସେ ରାତି ୧୦ଟା ପରେ ଘରୁ ବାହାରିଯା’ନ୍ତି । ଆଉ ନିଜ କାମରେ ଲାଗିପଡ଼ନ୍ତି ।

  • Saturday, 24 August 2024
Swami Laxmanananda Saraswati
କେବେ ମିଳିବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ!

ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

  • Friday, 23 August 2024