• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

#ଗୋପାଳପୁରରେ_ଲଜ୍ଜା! #୧୦_ଗିରଫ ଗଞ୍ଜାମ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୧୦ ଅଭିଯୁକ୍ତ ଗିରଫ। ସେମାନଙ୍କୁ ଗିରଫ କରିଛି ଗୋପାଳପୁର ଥାନା ପୋଲିସ। ଯୁବତୀଙ୍କ ଡାକ୍ତରୀ ମାଇନା ବି କରାଯାଇଛି। କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ସହ ଏଭଳିଘଟଣା ଘଟିଲା ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।

rape