Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ବୟସ ମାତ୍ର ୩୭ । ମାତ୍ର ୧୦ ବର୍ଷର ଚାକିରି । ଆଉ ଏହି ସମୟ ଭିତରେ ଖଣି ବିଭାଗର ସରକାରୀ ବାବୁ ଯେମିତି ସଂପତ୍ତିର ଖଣି ଖୋଳି ଦେଇଛନ୍ତି । ଭୁବନେଶ୍ୱର ପଟିଆରେ କୋଟିଏ ୩୦ ଲକ୍ଷର ଫ୍ଲାଟ୍, ସୁନ୍ଦରପଦାରେ ଡୁପ୍ଲେକ୍ସ, ତେଲକୋଇରେ ୨ଟି ମାର୍କେଟ୍ କଂପ୍ଳେକ୍ସ । ଇଏ ତ କାଣିଚାଏ ମାତ୍ର, ସରକାରୀ ବାବୁଙ୍କ ପାଖରେ ସଂପତ୍ତିର ଖଣି । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)