ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ବୟସ ମାତ୍ର ୩୭ । ମାତ୍ର ୧୦ ବର୍ଷର ଚାକିରି । ଆଉ ଏହି ସମୟ ଭିତରେ ଖଣି ବିଭାଗର ସରକାରୀ ବାବୁ ଯେମିତି ସଂପତ୍ତିର ଖଣି ଖୋଳି ଦେଇଛନ୍ତି । ଭୁବନେଶ୍ୱର ପଟିଆରେ କୋଟିଏ ୩୦ ଲକ୍ଷର ଫ୍ଲାଟ୍, ସୁନ୍ଦରପଦାରେ ଡୁପ୍ଲେକ୍ସ, ତେଲକୋଇରେ ୨ଟି ମାର୍କେଟ୍ କଂପ୍ଳେକ୍ସ । ଇଏ ତ କାଣିଚାଏ ମାତ୍ର, ସରକାରୀ ବାବୁଙ୍କ ପାଖରେ ସଂପତ୍ତିର ଖଣି । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।
Published By: Satyendu Shekher Mishra
Last updated: 02 September 2024, 10:39 PM IST
ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।