""
ଓଡିଶା Videos ଗୋଡ଼ାଇ ଗୋଡ଼ାଇ ଦଂଶୁଛି ! ଫଣା ଟେକି ଫଅଁ ଫଅଁ ହେଉଛି ନାଗ । ପାଖରେ ଥିବା ନିଜର ଅଣ୍ଡାକୁ ଜଗି ରହିଛି । ଯେମିତି ସାଜିଛି ରକ୍ତମୁଖା... ଖାଲି ନାଗ ସାପ ନୁହେଁ ଏମିତି ୮ ପ୍ରକାରର ବିଷାକ୍ତ ସାପ ପୂରା ଢେଙ୍କାନାଳ ଜିଲ୍ଲାରେ ଚିନ୍ତା ବଢ଼ାଇଲେଣି । କାରଣ ଗତ ୫ ବର୍ଷ ମଧ୍ୟରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ୧୭୫ରେ ପହଞ୍ଚିଲାଣି । ଯାହାକୁ ନେଇ ଏବେ ଜିଲ୍ଲାବାସୀ ଭୟରେ ରହିଛନ୍ତି । Pallipuspa Samal 02 Sep 2024 12:14 IST Snakes and Rising Fatalities Dhenkanal Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ