• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Odisha Congress
୯ଦିନ ତାଲା ପଡ଼ିଲା । ପିସିସି ସଭାପତିଙ୍କ ଦେଖା ନଥିଲା

ଗୋଟିଏ ପଟେ ପିସିସି ସଭାପତିଙ୍କ ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ତ ଅନ୍ୟପଟେ ଦଳର ଜଣକ ପରେ ଜଣେ ନେତା ବି ମଙ୍ଗୁଆଳଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି ।

  • Tuesday, 02 July 2024
Special story: Taste Buds of Odias Are Changing
ପିଠା ସ୍ଥାନ ନେଲାଣି ପିଜା ବର୍ଗର

ବଦଳୁଛି ଓଡ଼ିଆଙ୍କ ଖାଦ୍ୟ ରୁଚି । ପିଠା ନୁହେଁ ପିଜା ବର୍ଗରକୁ ପସନ୍ଦ କରୁଛନ୍ତି ଲୋକେ । ବର୍ତ୍ତମାନ ଓଡ଼ିଆ ଖାଦ୍ୟକୁ କବଳିତ କଲାଣି ଫାଷ୍ଟଫୁଡ୍ । ପିଠାର ସ୍ଥାନ ନେବାକୁ ବସିଛି ପିଜା, ବର୍ଗର, ମୋମୋ । ଯାହାଫଳରେ ଓଡ଼ିଶାରୁ ବର୍ତ୍ତମାନ ପିଠା ସଂସ୍କୃତି ହଜିବାକୁ ବସିଲାଣି ।

  • Tuesday, 02 July 2024
CM Mohan Majhi
୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ୱାନ ଟୁ ୱାନ ଆଲୋଚନା। ଆଉ ଫୈସଲା ବି ଅନ୍ ଦି ସ୍ପଟ୍।

  • Monday, 01 July 2024
New Rule
ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍

ଅତୀତ ପାଲଟିଲା ଇଂରେଜଙ୍କ ଦ୍ବାରା ପ୍ରଣିତ ଶତାବ୍ଦୀ ପୁରୁଣା IPC, CrPC ଓ ଏଭିଡେନ୍ସ ଆକ୍ଟ। ଆଜିଠୁ ସାରା ଦେଶରେ ଲାଗୁହେଲା ଭାରତର ସଂସଦରେ ପାରିତ ୩ ସ୍ବଦେଶୀ ନୂଆ ଆଇନ।

  • Monday, 01 July 2024
Saptasajya Forest
ଗୁଗଲ୍ ମ୍ୟାପ୍ ଉପରେ ଭରସାକୁ ନେଇ ଉଠିଲା ପ୍ରଶ୍ନ

ବାଟ ନପାଇଲେ ଏବେ ଆମେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଉଛେ, ହେଲେ ସେଇ ଗୁଗୁଲ୍ ମ୍ୟାପ୍ ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲ ଭିତରେ ୫ ସାଙ୍ଗଙ୍କୁ ବାଟବଣା କରିଦେଲା ଓ ୧୧ ଘଣ୍ଟା କାଳ ଫସିରହିବା ପରେ ରାତି ଅଧରେ ଉଦ୍ଧାର ପାଇଲେ..

  • Monday, 01 July 2024
Rahul Gandhi
ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନକୁ ନେଇ ଲୋକସଭାରେ ହଙ୍ଗାମା

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା।

  • Monday, 01 July 2024
Post Office Scam
ଡାକଘରେ ସଂଚୟ ବଦଳରେ ଘୋଟାଲା

ଟଙ୍କା ସଞ୍ଚୟ ଲାଗି ଡାକଘର ସବୁଠୁ ସୁରକ୍ଷିତ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି ଡାକଘରେ ଟଙ୍କା ରଖି ଲୋକେ ଠକେଇର ଶିକାର ହୁଅନ୍ତି, ତେବେ କହିବା କାହାକୁ ? ସେମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ।

  • Monday, 01 July 2024
Education System
ପାଠ ପଢାଉଛନ୍ତି ପିଅନ୍

ବିନା ଶିକ୍ଷକରେ ଚାଲିଛି ହାଇସ୍କୁଲ। ଶିକ୍ଷାଦାନ କରୁଛନ୍ତି ପିଅନ। କ୍ଲର୍କ ନେଇଛନ୍ତି ପ୍ରଧାନଶିକ୍ଷକର ଦାୟିତ୍ନ।

  • Monday, 01 July 2024
DHH
କାହିଁକି କାର୍ଯ୍ୟକ୍ଷମ ହୋଇ ପାରୁନି ବଲାଙ୍ଗିର ବଡ ଡାକ୍ତରଖାନା

ଚାରିମାସ ତଳେ ୭୫୦ ଶଯ୍ୟ ବିଶିଷ୍ଟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଉଦଘାଟନ ତ କରିଦେଲେ ହେଲେ ନୂଆ ହସପିଟାଲ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

  • Monday, 01 July 2024
 Chief Secretary Manoj Ahuja
କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ?

ଆସନ୍ତା ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି ମନୋଜ ଆହୁଜା । ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଭରପୂର ଆହ୍ବାନ ।

  • Saturday, 29 June 2024
Balle Balle Dhaba
ବଲ୍ଲେ ବଲ୍ଲେ ଢାବାର ଫିଟୁଛି ଗୁମର

କ୍ଷମତାର ଛତ୍ରଛାୟାରେ ଯାଜପୁର ନେଉଳପୁର ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେ ବଲ୍ଲେ ଢାବାର ଫିଟୁଛି ଗୁମର ।କିଏ କହୁଛନ୍ତି, ଏଇଠି ଚାଲିଥିଲା ରଙ୍ଗଶାଳା ତ ଆଉ କିଏ କହୁଛନ୍ତି ଜମୁଥିଲା ମଦମାଂସର ଆସର । 

  • Saturday, 29 June 2024
India vs South Africa
କାହାର ହେବ ଜିତ୍ ? 

ଅପରାଜେୟ ବାଦଶାହା ବନିବ ଟିମ୍ ଇଣ୍ଡିଆ ନା ପ୍ରଥମ ଆଇସିସି ଟ୍ରଫି ସହ ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ? ଟ୍ବେଣ୍ଟି ବିଶ୍ବକପ୍ ଗ୍ରାଣ୍ଡ ଫିନାଲେରେ କାହାର ହେବ ଜିତ୍ ? 

  • Saturday, 29 June 2024
land scam allegations
ମାରିକ୍ ନାଗେଶ୍ବର ଗୋହି ଖୋଳାଖୋଳି

ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ସରକାରୀ ଜମି ହଡପ୍ ଘଟଣାରେ ୪ ଆଇପିଏସଙ୍କ ସଂପୃକ୍ତି ଗୁମର ଖୋଲିବା ପରେ ସୃଷ୍ଟି ହୋଇଛି ହଇଚଇ । ଏମିତିକି ଜମି ହାତେଇଥିବା ଜଣେ ପୂର୍ବତନ ଡିଜିପି ଓ ସିବିଆଇର ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ମଧ୍ୟରେ ଦୋଷ ଲଦାଲଦି ସାଙ୍ଗକୁ ଡକ୍ୟୁମେଣ୍ଟ ୱାର ବି ତେଜିଛି ।

  • Saturday, 29 June 2024
Apartment Registration
୨ ବର୍ଷ ଧରି ଆପାର୍ଟମେଣ୍ଟ୍ ପଞ୍ଜିକରଣ ପ୍ରତିବନ୍ଧକର ହେଲା ଅନ୍ତ

ହଟିଲା ୨ ବର୍ଷର ପ୍ରତିବନ୍ଧକ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆସିବାର ୪ ମାସ ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ । ଦେଶରେ ପ୍ରଥମ ରାଜ୍ୟଭାବେ ଆପାର୍ଟମେଣ୍ଟ ଜମିର ବି ମାଲିକ ବନିଲେ ବାସଗୃହ କ୍ରେତା ।

  • Saturday, 29 June 2024
Self-Employed By Making Hand-made
ବେତ ଦେଇଛି ନୂଆ ପରିଚୟ

ଚାଲିଛି ବେତ ତିଆରି। ବିଭିନ୍ନ ଘରକରଣା ଜିନିଷ ତିଆରିରେ ନିମଗ୍ନ ଅଛନ୍ତି ୧୫ଜଣ ସ୍ୱାବଲମ୍ୱୀ ମହିଳା। ନିଜେ ରୋଜଗାର କରିବା ସହ ପରିବାର ପ୍ରତିପୋଷଣର ନାୟିକା ସାଜିଛନ୍ତି ଏମାନେ ।

  • Saturday, 29 June 2024
Cashew Nuts Farming
କାଜୁ ଚାଷ ପ୍ରତି ବିମୁଖ ହେଲେଣି ଚାଷୀ

ଲାଭ ଦାୟକ ଫସଲ କାଜୁରୁ ମୁହଁ ମୋଡିଲେଣି ଚାଷୀ। ଚାଷୀଙ୍କ ଅଭିଯୋଗ ହେଲା କାଜୁ ଫସଲର ଉଚିତ ମୂଲ୍ୟ ମିଳୁନାହିଁ ।

  • Saturday, 29 June 2024
Manoj Ahuja
ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ

ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା ।

  • Friday, 28 June 2024
Fake Doctor
ଫିଟୁଛି ଠକ ଡାକ୍ତରର ଗୁମର

ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା ।

  • Friday, 28 June 2024
Pranab Balabantaray
ବବି ଫଶିଲେ, ଜିତୁ ବି ଫଶିବେ !

ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ । ଅଖଣ୍ଡ କ୍ଷମତାଶାଳୀ । ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି ।

  • Friday, 28 June 2024
Heavy Rainfall
ଅବିଶ୍ରାନ୍ତ ବର୍ଷାରେ ବୁଡ଼ିଲା ଦିଲ୍ଲୀ

ବୁଡ଼ିଲା, ଭାସିଲା, ଭାଙ୍ଗିଲା । ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା । ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ ।

  • Friday, 28 June 2024
Lord Jagannath
୧୮ ବର୍ଷ ହେଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୮ ବର୍ଷ ହେଲାଣି ଭକ୍ତ-ଭଗବାନଙ୍କ ମଧ୍ୟରେ ହୋଇପାରୁନି ମିଳନ ।

  • Friday, 28 June 2024
Odisha Conjoined Twins Survivor Jaga to Go School
ଜଗା କହୁଛି ସ୍କୁଲ ଯିବ

ଜଗାକୁ ୯ ପୁରି ୧୦ ବର୍ଷ ଚାଲିଲାଣି। ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବି ବଢ଼ୁଛି। ତେଣୁ ସେ କହୁଛି ବାପାଙ୍କ ସାଙ୍ଗେ ସେ ସ୍କୁଲ ଯିବ, ପାଠ ପଢିବ। ଏନେଇ ତା’ମନରେ ବହୁ ଆଶା ଓ ଉତ୍କଣ୍ଠା ।

  • Friday, 28 June 2024
Messaging App Texts.com
୨୬ବର୍ଷରେ କୋଟିପତି

ବୟସ ମାତ୍ର ୨୬, କଲେଜର ମାଟି ମାଡି ନାହାନ୍ତି କିନ୍ତୁ ସେ ଆଜି କୋଟିପତି। କମ୍‌ ବୟସରେ ବଡ଼ ସଫଳତା। ସେ ଯାହା କେବେ କଳ୍ପନା କରିନଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି। ଆପଣଙ୍କୁ ଏପରି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ ଅଧିକ ପଢିନାହାନ୍ତି ସତ କିନ୍ତୁ ନିଜ ଦକ୍ଷତା ଦ୍ୱାରା ସେ ଆଜି କୋଟିପତି ହୋଇଛନ୍ତି ।

  • Friday, 28 June 2024
 Lord Alarnath
କାହିଁକି ପୋଡିଗଲା ଅଲାରନାଥଙ୍କ ଓଠ ?

ଅଲାର ନାଥ। କଳା କମନୀୟ ବିଷ୍ଣୁ ପ୍ରତିମା। ନିରିଖେଇ ଦେଖିଲେ ଦିଅଁଙ୍କ ଥୋଡ ଆଉ ହାତ ପୋଡିଯାଇଛି। ହେଲେ କେମିତି ଦିଅଁଙ୍କ ଓଠ ପୋଡିଗଲା। ଆସନ୍ତୁ ଶୁଣିବା ଏହା ପଛର କାହାଣୀ ।

  • Friday, 28 June 2024
Sarat Pattnaik
୨୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡିବେ କି ପିସିସି ସଭାପତି ?

ଶରତ ନିଜେ ଓ ଦଳ ଶୋଚନୀୟ ପରାଜୟ ଭୋଗିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି।

  • Thursday, 27 June 2024