• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

docter
ଡାକ୍ତର ହେବେ ବଣ୍ଡା ଛାତ୍ର

ଡାକ୍ତର ହେବେ ବଣ୍ଡା ଛାତ୍ର। ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ। ମୁଦୁଲିପଡ଼ା ବଡ଼ବେଲ ଗାଁର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ମୁଦୁଲି ।

  • Thursday, 29 August 2024
floods
ଗୁଜରାଟ ବନ୍ୟା: ୨୯ ମୃତ

ଗୁଜରାଟ ବନ୍ୟା: ୨୯ ମୃତ। ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି। ୨ ଦିନରେ ୨୯ ଜଣଙ୍କ ମୃତ୍ୟୁ, ୪୦ ହଜାର ସୁରକ୍ଷିତ ଉଦ୍ଧାର। ଦ୍ବାରିକା, ଆନନ୍ଦ, ବରୋଦା, ରାଜକୋଟ ଜିଲ୍ଲା ଅଧିକ ପ୍ରଭାବିତ। କାଲି ଯାଏଁ ଅତି ପ୍ରବଳ ବର୍ଷା ନେଇ IMDର ଆଲର୍ଟ ।

  • Thursday, 29 August 2024
murder
ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା

ରାଜଧାନୀରେ ମର୍ଡର। ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା। ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା। ଅଭିଯୁକ୍ତ +୨ ଛାତ୍ର ସୂଚନା, ହତ୍ୟା ପରେ ଥାନାରେ ଅଟକ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା ।

  • Thursday, 29 August 2024
IPS Rajesh Pandit
ନିଲମ୍ବିତ IPS ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ

ନିଲମ୍ବିତ IPS ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ। ଆସିଥିବା ଅଭିଯୋଗର ଜବାବ ଦେବାକୁ ୩୦ ଦିନ ମହଲତ। ଯେଉଁ ଅଭିଯୋଗକୁ ସ୍ବୀକାର କରି ନାହାନ୍ତି ତାହାର ତଦନ୍ତ ହେବ। ଯଦି ଧାର୍ଯ୍ୟ ସମୟରେ ଜବାବ ନ ଦିଅନ୍ତି, କାର୍ଯ୍ୟାନୁଷ୍ଠାନ ଚେତାବନୀ ।

  • Thursday, 29 August 2024
Rain
ପ୍ରବଳ ବର୍ଷା ସମ୍ଭାବନା

ପ୍ରବଳ ବର୍ଷା ସମ୍ଭାବନା। ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ଆଗାମୀ ୨ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ ।

  • Thursday, 29 August 2024
Subhadra Yojana
୮୦ ଲକ୍ଷ କି କୋଟିଏ ନୁହଁ, ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ସୁଭଦ୍ରା

ପରିବାରର କେହି ଆୟକରଦାତା ହୋଇନଥିବେ, ସରକାରୀ ଚାକିରି କରିନଥିବେ କି ନିର୍ବାଚିତ ଜନ ପ୍ରତିନିଧି ବି ହୋଇନଥିବେ। କିମ୍ବା ନିଜେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବେ । ଆପଣଙ୍କର ୪ ଚକିଆ ଗାଡ଼ି ନଥିବା ଦରକାର ।

  • Wednesday, 28 August 2024
5T School
ଆଉ ନାହିଁ ସେହି ରଙ୍ଗ.. ଆଉ ନାହିଁ ସେହି ଚାକଚକ୍ୟ

ଫାଇଭ୍-ଟି ସ୍କୁଲ। କେନ୍ଦ୍ରାପଡ଼ା ଜିଲ୍ଲା ଖଡ଼ିଅଣ୍ଟା ଉଚ୍ଚବିଦ୍ୟାଳୟର ଦେଖିବାକୁ ମିଳିଛି ଦୂରାବସ୍ଥା ।

  • Wednesday, 28 August 2024
Ration Card
ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍

ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର। ସକାଳୁ ସନ୍ଧ୍ୟା ଯାଏଁ ଜାରି ରହିଛି କାମ। ତେବେ ଅଧିକାଂଶ ସ୍ଥାନରେ ଇ-ପିଓଏସ୍ ମେସିନ ଠିକ୍ ରେ କାମ କରୁନଥିବାରୁ ବିଳମ୍ବ ହେଉଛି ।

  • Wednesday, 28 August 2024
Fraud
ଆମେ କିଣୁଥିବା ସାମଗ୍ରୀର ପରିମାଣ ମୂଲ୍ୟ ଅନୁସାରେ ଠିକ୍ ରହୁଛି ତ ? 

୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାହକଙ୍କୁ ଏପରି ଦିନ ଦି ପହରେ ଚୂନ ଲଗାଇ ଖାଦ୍ୟ ଯୋଗାଣ ବିଭାଗ ସ୍କାନରକୁ ଆସିଛନ୍ତି ରାଜ୍ୟର ୨ ହଜାର ୮୪୬ ବ୍ୟବସାୟୀ। ତା’ ଭିତରେ ଗ୍ରାହକଙ୍କୁ କମ୍ ମାପର ତେଲ ବିକୁଥିବା ପେଟ୍ରୋଲ ପମ୍ପ୍ ସଂଖ୍ୟା ୩୭୦ ।

  • Wednesday, 28 August 2024
Bird Flu
ପୁରୀ ଜିଲ୍ଲାରେ ମଣିଷଙ୍କୁ ବ୍ୟାପିଲାଣି କି ବାର୍ଡ ଫ୍ଲୁ ?

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆକ୍ରାନ୍ତ ନୁହେଁ, ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି ।

  • Wednesday, 28 August 2024
Apana Eka Nuhanti
ମା'ର ସାହା କୁନି ପୁଅ

ମାଆର ସାହା ପାଲଟଛି କୁନିପୁଅ। ଭୁଲି ଯାଇଛି ପାଠ, ଏବେ ତା ଭବିଷ୍ୟତ କ’ଣ ହେବ ?

  • Wednesday, 28 August 2024
Cobra
ସୋଫା ଭିତରେ ନାଗ

ବରଗଡ଼ ମ୍ୟୁନିସପାଲିଟିର ୧୭ ନମ୍ବର ୱାର୍ଡ ଅମ୍ବାପାଲି ଅଞ୍ଚଳର ସଞ୍ଜୀବ ସାହୁଙ୍କ ଘରୁ ନାଗ ସାପ ଉଦ୍ଧାର । ସୋଫା ଉପରେ ବସିଥିବା ବେଳେ ସାପର ଶବ୍ଦ ସେ ଶୁଣିବାକୁ ପାଇଥିଲେ । ମୂଷା ଖାଇବାକୁ ଆସି ଘରେ ପଶିଥିବା ସନ୍ଦେହ। ସାପକୁ ଉଦ୍ଧାର କଲେ ସାପ ଉଦ୍ଧାରକାରୀ ଟିମ୍‌।

  • Wednesday, 28 August 2024
plantation
ସାନ ସିନା ଉଦ୍ଦେଶ୍ୟ ମହାନ୍

ବୟସ ମାତ୍ର ୫ ବର୍ଷ ହେଲେ ଉଦ୍ଦେଶ୍ୟ ମହାନ୍ । ଯେଁଉ ବୟସରେ ପିଲା ଖେଳକୁଦ ଆଉ ମୋବାଇଲରେ ମାତିଥାନ୍ତି ସେଇ ବୟସରେ ଏହି କୁନି ବାଳକ ୬ ହଜାର ଗଛ ଲଗାଇବାର ଲକ୍ଷ୍ୟ ରଖିଛନ୍ତି ।

  • Wednesday, 28 August 2024
Doctor
ବରା ପକୁଡ଼ି ବିକୁଥିଲେ, ଏବେ ଡାକ୍ତର ହେବେ

ବରା ପକୁଡ଼ି ବିକି ମାଟ୍ରିକ ପରୀକ୍ଷା ଦେଇ ରଖିଥିଲେ ୮୯ ପ୍ରତିଶତ ମାର୍କ। ଆଉ ଏବେ ଜେଇଇ ମେନ୍ ରେ ଭଲ ରାଙ୍କ ରଖି ମେଡ଼ିକାଲ ନିଟ୍ ରେ ସିଟ ପାଇଛନ୍ତି ।

  • Wednesday, 28 August 2024
Storm
ମଣିଷ ପାରିଲାନି.. ଅତ୍ୟାଧୁନିକ ଯନ୍ତ୍ରାଂଶ ବି ଫେଲ୍, ହେଲେ ଅପରେସନ୍ ସଫଳ କରି ଫେରିଲା ଷ୍ଟର୍ମ

ବିପର୍ଯ୍ୟୟ ବେଳର ହିରୋ। ମନେ ପକାନ୍ତୁ କିଛି ଦିନ ତଳର କେରଳର ୱାୟନାଡରେ ମହାବିନାସୀ ଭୂସ୍ଖଳନର ସେ ପ୍ରଳୟଙ୍କରୀ ବିଭୀଷିକାକୁ ।

  • Tuesday, 27 August 2024
Kolkata Nabanna March
ପଶ୍ଚିମବଙ୍ଗ ଇତିହାସରେ ସବୁଠୁ ବଡ଼ ଜନ ଆକ୍ରୋଶ ରାଲି

ବିନା କୌଣସି ରାଜନୈତିକ ଦଳର ସମର୍ଥନରେ ନୀରିହ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦକୁ ଚପାଇ ଦେବାକୁ ଅଭେଦ୍ୟ ଦୁର୍ଗ ଠିଆ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

  • Tuesday, 27 August 2024
Odisha BJP
ଖୋର୍ଦ୍ଧା ବିଜେପିରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ

କାହିଁକି ଦଳୀୟ ଫୋରମରେ ନଯାଇ ଏମିତି ଗଣମାଧ୍ୟମ ଆଗରେ ବିରୋଧ କଲେ ଅପରାଜିତାଙ୍କ ସମର୍ଥକ ? ସେ ପୁଣି ଖୋଦ୍ ପ୍ରଭାରୀ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ।

  • Tuesday, 27 August 2024
Illega Apartment
ସରକାରଙ୍କ ନାକ ତଳେ ଚାଲିଥିଲା ବେଆଇନ କାରବାର !

ବିଲଡରଙ୍କୁ ଅନୁକଂପା ଦେଖାଇ ରାଜଧାନୀରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶହ ଶହ କୋଠାବାଡ଼ି ମଧ୍ୟରୁ ୧୯୧ଟି ଭାଙ୍ଗିବାକୁ ସରକାରଙ୍କ ନିର୍ଦେଶ।

  • Tuesday, 27 August 2024
Bird Flu
ପୁରୀ ଜିଲ୍ଲାରେ କୁକୁଡ଼ା ମଡ଼କ

ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ୪ ଦିନ ହେଲା ଚାଲିଛି କିଲିଂ।

  • Tuesday, 27 August 2024
Appointment Letters
ପାଳନ ହେବ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି

ପାଳନ ହେବ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ସେପ୍ଟେମ୍ବରରେ ମୋହନ ସରକାର କରିବେ ନିଯୁକ୍ତି ମେଳା । ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ପତ୍ର ବାଣ୍ଟିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।

  • Tuesday, 27 August 2024
Shuts Down
ତେଲକୋଇରେ ଅଖଚକ ସବୁ ବନ୍ଦ

ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧକରି ସମାକୋଇ ଚକଧର ସମନ୍ୱୟ ସମିତି ପକ୍ଷରୁ `୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସମନ୍ୱୟ ସମିତିର କର୍ମକର୍ତ୍ତା ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହିତ ଗାଡ଼ିମାଟର ଚଳାଚଳକୁ ବନ୍ଦ କରିଛନ୍ତି ।

  • Tuesday, 27 August 2024
Nandotsav
ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି

ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ ।

  • Tuesday, 27 August 2024
Odisha Politics
ଓଡିଶା ରାଜନୀତିରେ ୯ ସଂଖ୍ୟାର ଝଲକ୍

ଓଡିଶା ରାଜନୀତିରେ ୯ ସଂଖ୍ୟାର ଝଲକ୍ । ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ । ଜ୍ୟୋତିର୍ବିଦଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର । ୯ ସଂଖ୍ୟାର ସୁଫଳ, ବିଜେପି ପାଇଥିବା ବେଳେ ବିଜେଡି ପାଇଁ ବୁମେରାଂ ହୋଇଛି ।

  • Tuesday, 27 August 2024
Divyanshi Rana
୨ବର୍ଷ ଝିଅର ରେକର୍ଡ

ବିସ୍ମୟକର ବାଳିକା ଦିବ୍ୟାଂଶୀ ରଣା। ନାଁ ଯେପରି ତା କରମତି ମଧ୍ୟ ସେପରି। କାରଣ ମାତ୍ର ଦୁଇ ବର୍ଷ ତିନି ମାସର ବୟସରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏତେ କମ ବୟସରେ ମଧ୍ୟ ଜାତୀୟ ସଙ୍ଗୀତ, ବିଭିନ୍ନ ମନ୍ତ୍ର ଓ ସାଧାରଣ ଜ୍ଞାନ ତା ଜିଭ ଅଗରେ ରହିଛି ।

  • Tuesday, 27 August 2024
Naveen Patnaik
ବିଧାନସଭାରେ ନବୀନ ଆବସେଣ୍ଟ୍

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ବିଧାନସଭାକୁ ଆସିନାହାଁନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

  • Monday, 26 August 2024